TRUE LOVE ର 7 ସଂକେତ ! ଜାଣିନେଲେ କେବେବି ଖାଇବେନି ଧୋକା |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ସଚ୍ଚା ଭଲପାଇବାର ୭ଟି ସଂଙ୍କେତ ଜାଣିଲେ କେବେବି ଖାଇବେନି ଧୋକା । ସମସ୍ତେ କେବେ ନା କେବେ ନିଶ୍ଚିତ ଭଲପାଇଥିବେ , କିନ୍ତୁ ପ୍ରକୃତ ପ୍ରେମ କେବେ ସମସ୍ତଙ୍କୁ ସବୁବେଳେ ମିଳି ନ ଥାଏ । ତେବେ ଆସନ୍ତୁ ଜାଣିବା ସତ ପ୍ରେମ କରୁଥିବା ବ୍ୟକ୍ତିଙ୍କର ୭ଟି ପ୍ରକୃତ ପରିଚୟ , ଯାହା କି ସବୁ ପ୍ରକୃତ ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଖରେ ନିଶ୍ଚିତ ଥାଏ ।

୧ମ ଟି ହେଲା ପ୍ରକୃତ ପ୍ରେମରେ କୋୖଣସି ସତ୍ତ ନଥାଏ , ସେ ପ୍ରେମ କେବଳ ଭାବନାରେ ହୋଇଥାଏ କିନ୍ତୁ ଏମିତି କିଛି ସମ୍ପର୍କ ଅଛି ସର୍ତ୍ତ ଆରମ୍ଭରୁ ହୋଇଥାଏ ମୁଁ ତୁମ ପାଇଁ ଏମିତି କରିପାରିବି ନାହିଁ ସେମିତି କରିପାରିବି ନାହିଁ ଇତ୍ୟାଦି ଏପରି କିଛି ସର୍ତ୍ତ ଥାଏ । ୨ୟ ଟି ହେଲା ସତ ପ୍ରେମ କରୁଥିବା ବ୍ୟକ୍ତି ସବୁବେଳେ ନିଜ ଅପେକ୍ଷା ସାମ୍ନା ରେ ଥିବା ବ୍ୟକ୍ତିର ଅଧିକ ଚିନ୍ତା କରିଥାଏ , ଯେତେବେଳେ ବି ସାମ୍ନା ବାପାକୁ କିଛି ଅସୁବିଧା ହୋଇଥାଏ ତାଙ୍କ ଅପେକ୍ଷା ପ୍ରକୃତ ପ୍ରେମ କରୁଥିବା ଲୋକଙ୍କୁ ଅଧିକ କଷ୍ଟ ହୋଇଥାଏ ।

love

ସେ ଛୋଟ କଥାରେ ଆପଣଙ୍କ ଯତ୍ନ ନେଇଥାଏ ଆପଣଙ୍କୁ ଇଜ୍ଜତ ଦେବା ସହ କେବେ ନିଚ ଦେଖାନ୍ତି ନାହିଁ । ୩ୟ ଟି ହେଲା ପ୍ରକୃତ ପ୍ରେମି କେବେବି କୋୖଣସି କାମରେ ଆପଣଙ୍କୁ ବାନ୍ଧି ରଖେନାହିଁ , କୋୖଣସି କାର୍ଯ୍ୟରେ ବାଧା ମଧ୍ୟ କରେ ନାହିଁ ।ସେ ଆପଣଙ୍କ ଖୁସିରେ ନିଜେ ଖୁସି । ୪ର୍ଥ ଟି ହେଲା ପ୍ରକୃତ ପ୍ରେମି ଆପଣଙ୍କ ସୁଖରେ ଯେତିକି ସହଯୋଗ କରେ ତା ଠାରୁ ଆପଣଙ୍କ ଅସୁବିଧା ରେ ବି ସହଯୋଗ କରେ ।

ସେ ଦୁଃଖ ସମସ୍ୟା ଆପଣଙ୍କର ହେଉ ବା ଆପଣଙ୍କ ଘରର ସଦସ୍ୟଙ୍କର । ୫ମ ଟି ହେଲା ପ୍ରକୃତ ପ୍ରେମି ନିଜର ଭବିଷ୍ୟତ ଯୋଜନା ରେ ଆପଣଙ୍କ ଠାରୁ ପରାମର୍ଶ ନେଇଥାଏ , କାରଣ ତାକୁ ଜଣାଥାଏ କି ଆପଣ ଜୀବନ ସାରା ତାଙ୍କ ସହ ରହିବେ ।୬ଷ୍ଠ ଟି ହେଲା ପ୍ରକୃତ ପ୍ରେମ ଏପରି ମଣିଷ କାମକରିବାକୁ ବାଧ୍ୟ କରିନଥାଏ ଯେଉଁ କାମ ଆପଣଙ୍କୁ କରିବାକୁ ଇଚ୍ଛା ନଥାଏ |

loves

ସେ ଆପଣଙ୍କ ଖୁସିରେ ଦୁନିଆ ତିଆରି କରିଥାନ୍ତି ଓ ଆପଣଙ୍କ ଭାବନାକୁ ମଯ୍ୟଦା ଦେଇଥାନ୍ତି । ୭ମ ଟି ହେଲା ପ୍ରକୃତ ପ୍ରେମି ସବୁବେଳେ ବିଶ୍ଵାସିଥାନ୍ତି ସେ ଆପଣଙ୍କ ସହିତ କୋୖଣସି ସମୟରେ ବିଶ୍ଵାସଘାତ କରନ୍ତି ନାହିଁ ଓ ସବୁବେଳେ ସହଯୋଗ କରିଥାନ୍ତି ,ସେ ତାଙ୍କ ଜୀବନ ଅପେକ୍ଷା ଆପଣଙ୍କୁ ଅଧିକ ଯତ୍ନ କରିଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ । like କରିବାକୁ ଜମା ବି ଭୁଲିବେନି, ତଳେ like କଲେ ଆମେ ଆପଙ୍କ ରାଶି ବିଷୟରେ ପୋଷ୍ଟ କରିବୁ |

Leave a Reply

Your email address will not be published. Required fields are marked *