ଆମ୍ବ ପତ୍ର ଶରୀର ପାଇଁ ଖୁବ ଉପଯୋଗୀ । କୁହାଯାଏ ଫଳର ରାଜା ଆମ୍ବ ଅଟେ । ପାଚିଲା ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ । ଏବଂ କଞ୍ଚା ଆମ୍ବରେ ମଧ୍ୟ ଚଟଣି କରାଯାଇଥାଏ । ତାହା ଶରୀର ପାଇଁ ମଧ୍ୟ ଆବଶ୍ୟକ । ଆମ୍ବ ଖାଇବେ ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଭାରତୀୟ ସଂସ୍କୃତିର ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ଧର୍ମରେ ପ୍ରତିଟି ଶୁଭ କଯ୍ୟରେ ଆମ୍ବ ପତ୍ର ଖୋଜା ପଡିଥାଏ । କଳସ ବସିବା ଠାରୁ ତରଣ ବସିବା ପଯ୍ୟନ୍ତ ଆମ୍ବ ପତ୍ରର ପ୍ରୟୋଗ କରାଯାଇ ଥାଏ ।
କିନ୍ତୁ ଆପଣ ସମସ୍ତେ ଜାଣିଛନ୍ତି ଆମ୍ବ ବ୍ୟତୀତ ଏହାର ପତ୍ର ମଧ୍ୟ ବେଶ ଉପକାରୀ ।ଶ୍ୱାସ , ମଧୁମୟ ପୀଡିତ ବ୍ୟକ୍ତିଙ୍କ ପାଇଁ ଆମ୍ବ ପତ୍ରର ରସ ଲାଭ ଦାୟକ ଅଟେ । ଏଥିରେ ଭରପୁର ମାତ୍ରାରେ ମ୍ୟାଜିଫେରିନ , ଗ୍ୟାଲିକ ଏସିଡ , ଫଲିପିନାଲାସ ପରି ଅନେକ ଗୁଣ ରହିଛି । ଯାହା ଆମ ଶ୍ୱାସ ପାଇଁ ଉପକାରୀ ତେବେ ଚାଲନ୍ତୁ ଜାଣିବା ଆମ୍ବ ପତ୍ରର କଣ ରହିଛି ଉପକରିତା ସ୍ୱାସ୍ଥ ପାଇଁ । ଯଦି ଆପଣ ମାନେ ଆଜ୍ମା , ମଧୁମୟ , ଶ୍ୱାସ ରୋଗ ପରି ଅନେକ ସମସ୍ୟାରେ ପଡିଛନ୍ତି ଏଥି ପାଇଁ ଆମ୍ବ ପତ୍ର ଫଳପ୍ରଦ । ଆମ୍ବ ପତ୍ରରେ ଭରପୁର ମାତ୍ରାରେ ଆଂଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏହା ସୁଗାର ସ୍ତରକୁ ନିୟନ୍ତ୍ରଣ ରଖେ ଆମ୍ବ ପତ୍ର ।
ଆମ୍ବ ପତ୍ରର ରସ ପିଇଲେ ରକ୍ତରେ ଇନ୍ସୁଲିନ , ଗ୍ଲୁକୋଜର ପ୍ରସାର ବଢିଯିବ । ଯେଉଁଥି ପାଇଁ ରକ୍ତ ଚାପ ସବୁବେଳେ ନିୟନ୍ତ୍ରଣ ରଖିଥାଏ । ଯଦି କୌଣସି ବ୍ୟକ୍ତିର ଶରୀରରେ ଉଚ୍ଚ ରକ୍ତ ଚାପ ଅସନ୍ତୁଳିତ ଅବସ୍ଥାରେ ଥାଏ । ଏହା କିଡ୍ନୀ ଉପରେ ବି ପ୍ରଭାବ ପକାଏ । ସେଠି ପାଇଁ ନିୟମିତ ଭାବେ ଖାଲି ପେଟରେ ଆମ୍ବ ପତ୍ର ରସ ପିଅନ୍ତୁ । ଯଦି ଆପଣ ନିୟମିତ ଭାବେ ପିଉଛନ୍ତି ତାହେଲେ କିଡ୍ନୀ ସମସ୍ୟାରୁ ମୁକ୍ତି ପାଇବେ । ଏବଂ ସୁସ୍ଥ ରହିବେ । ଆମ୍ବ ପତ୍ରରେ ଭରପୁର ମାତ୍ରାରେ ଫାଇବର ତତ୍ୱ ରହିଛି । ଏହା କୋଲେଷ୍ଟଲ ଲେବଲକୁ କମାଇବାରେ ସହାୟତା କରିଥାଏ ଆମ୍ବ ପତ୍ର । ସତେଜ ଆମ୍ବ ପତ୍ରକୁ ସବୁଦିନେ ସକାଳେ ଖାଇଲେ ଟିଉମର ପରି ରୋଗରୁ ମୁକ୍ତି ମିଳିଥାଏ । ଏହା ଛଡା ଆମ୍ବ ପତ୍ରରେ ଆଂଟି ବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ସଂକ୍ରମଣ ରୁ ଆମକୁ ରକ୍ଷା କରିଥାଏ । ଏହା ହଉଛି ଆମ୍ବ ପତ୍ରର ଉପକାରୀତା ।ଅଧିକ ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ।