ମାଳିକା ବାଣୀ: ଜଣାନ୍ତୁ କେବେ ସରିବ କରୋନା ? ମାଳିକା ଦେଲା ପ୍ରମାଣ !

malik

କଥାରେ ଅଛି ଆମର ପ୍ରତ୍ୟକ କର୍ମର ଫଳ ଆମକୁ ଏହି ଜନ୍ମରେ ହିଁ ମିଳି ଯାଇଥାଏ । ସେହି ଭଲ କର୍ମ ହେଉ ବା ଖରାପ । ଆପଣ ମାନେ ତ ଏହି କଥାରେ ଅବଗତ ଥିବେ ବର୍ତ୍ତମାନ ସମୟରେ କେଉଁ ପରି ଭାବେ ହୁ ହୁ ହୋଇ ମାଡି ଚାଲିଛି କ-ରୋ-ନା । ତେବେ ଏବେ ଏବେ ସିସିଆଲ ମିଡିଆରେ ମାହା ପୁରୁଷ ଅଚ୍ୟୁତଙ୍କର ଲିଖିତ ମାଳିକାବାଣୀ ଖୁବ ଜୋରରେ ଭାଇରାଲ ହେଉଛି । କୁହା ଜାଉଛି କି ମାଳିକାର ଲେଖା ଅଛି କେବେ ଶେଷ ହେବ ଏହି ବପତ୍ତି ।

ଆପଣଙ୍କ ସୁଚନା ପାଇଁ ଜାଣି ରଖନ୍ତୁ ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ।

malika

ଯାହା ଘଟିବାର ଅଛି ତାହା ନିଶ୍ଚୟ ଘଟିବ । ବହୁତ ଲୋକ ଏହି ଉପଲ୍ବଧି କରୁଛନ୍ତି ଯେ ମାଳିକା ଲିଖିତ ପ୍ରତିଟି ବାଣୀ ସତ ହୁଏ ବୋଲି । ତେବେ ଆଗରୁ ଆପଣ ମଧ୍ୟ ଏମିତି ବହୁତ କଥା କୁ ହୃଦୟଙ୍ଗମ କରିଥିବେ , ଯାହା ମାଳୀକାରେ ଲିଖିତ ଥିଲା ଏବଂ ତାହା ସତ ପ୍ରମାଣିତ ମଦ୍ୟ ହୋଇଚି ।

ଏବେ ଆମକୁ କବଳିତ କରି ରଖିଥିବା କରନା ମହାମାରୀ ସମ୍ପର୍କରେ ମଧ୍ୟ ମହାପୁରୁଷ ଯାହା କଲମ କରିଥିଲେ ତାହା ଘଟିଛି ଏବଂ ଅନେକ କିଛି ଘଟିବକୁ ମଧ୍ୟ ଯାଉଛି। ତେବେ ଏହି କରନା ମହାମାରୀ ର ଭୟାବହତା କୁ ନେଇ ଆପଣ ଭୟଭୀତ ଥିବା ବେଳେ ଏହି ମହାମାରୀ କେବେ ସରିବ ଏବଂ ମାନବ ସମାଜ କେବେ ଏଥିରୁ ତ୍ରାହି ପାଇବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ଆମେ ଆଜି ଆପଣଙ୍କୁ କହିବୁ ଏହାକୁ ନେଇ ମାଳିକା ରେ କଣ ବର୍ଣ୍ଣିତ ରହିଛି। ମାଳିକା ଅନୁସାରେ ଏକ ବର୍ଷ ୧୦ ମାସ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରଭାବ ରହିବ।

malikka

ମାଳିକା ବଚନ ଅନୁଯାୟୀ କେହି କାହାର ଶବ ଅର୍ଥାତ୍ ମୃତ ଶରୀର କୁ ଛୁଇଁବେ ନାହିଁ। ଯାହା ଏବେ ଘଟିବାର ଲାଗିଛି। ବାପ ପୁଅର ଶବକୁ ଛୁଁ ନାହିଁ କି ପୁଅ ବାପର। ଶବ ସତ୍କାର ବେଳେ ନିଜ ଘରଲୋକ ଉପସ୍ଥିତ ରହି ପାରୁ ନାହାନ୍ତି କି ପୁଅ ହୋଇ ବାପା ମୁହଁରେ ନିଆଁ ଦେଇ ପାରୁନି।ଏହା ସହିତ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ପ୍ରଭୁ ଜଗନ୍ନାଥ ନିଜ ଜଗତକୁ ଉଦ୍ଧାର କରିବେ।

ତେବେ ଯଦି ଆପଣ ଏହି ମାଳିକା ବାଣୀକୁ ସତ ବୋଲି ଭାବନ୍ତି , ତେବେ ମାହା ପୁରୁଷ ଅଚ୍ୟୁତଙ୍କ ସମ୍ମାନ ଦେବା ପାଇଁ ଉପରେ ଥିବା ଫଲୋରେ କ୍ଲିକ କରିବା ସହିତ ଏହି ପୋଷ୍ଟକୁ ଲାଇକ କରନ୍ତୁ । ଏବଂ ଏହାକୁ ଅଦିକରୁ ଅଦିକ ସେୟାର କରି ସମସ୍ତଙ୍କ ପାକେ ପହଞ୍ଚିବାରେ ସାହାର୍ଯ୍ୟ କରାନ୍ତୁ ।

Leave a Reply

Your email address will not be published. Required fields are marked *