ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ମିଥୁନ ଚକ୍ରବର୍ତି ଙ୍କ ବୋହୁ ମଦାଲ୍ଲସା ଶର୍ମା ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଛାଇ ହୋଇ ରହିଛନ୍ତି , ଅନୁପମା ସିରିଏଲ ରେ ନିଜର ଅଭିନୟ ରେ ସେ ସମସ୍ତ ଙ୍କ ହୃଦୟ କୁ ଜିତି ଥିବା ବେଳେ ଏହି ଦିନ ରେ ସେ ନିଜର ଷ୍ଟାଇଲ୍ କୁ ନେଇ ଚର୍ଚ୍ଚା ରେ ରହିଛନ୍ତି ,ଏହି ଦିନ ରେ ମଦାଲ୍ଲସା ଶର୍ମା ଙ୍କ ଫୋଟ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା ,
ମଦାଲ୍ସା ସର୍ମା ନିଜର କିଛି ହର୍ଟ ଭିଡ଼ିଓ ଏବଂ ଫୋଟ କୁ ନେଇ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟି ରହିଛନ୍ତି , ଏହି ଭିଡ଼ିଓ ଭାଇରଲ ହେବା ରେ ମିଥୁନ ଚକ୍ରବର୍ତି ଙ୍କ ବୋହୁ ସମସ୍ତ ଙ୍କ ଧ୍ୟନ ସମସ୍ତ ଙ୍କ ଆଡକୁ ଟାଣୁଛନ୍ତି ସେହି ପରି ଅଭିନେତ୍ରୀ ନିଜର ବୋଲ୍ଡ ବିକିନି ଫୋଟ ସୁଟ୍ ରେ ସମସ୍ତ ଙ୍କୁ ନିଜ ଆଡକୁ ଟାଣି ଥାନ୍ତି ,
ସେମିତି ରେ ଏହି ଦିନ ରେ ଅଭିନେତ୍ରୀ ମଦାଲ୍ସା ସର୍ମା ଏକ ବ୍ଲାକ୍ କଲର ର ଗାଉନ୍ ରେ ନଜର ଆସି ଥିଲେ ଜାହାକୁ ବହୁତ ପରିମାଣ ରେ ଫେନ୍ସ ମାନେ ପସନ୍ଦ କରି ଥିବାର ଦେଖିବା ପାଇଁ ମିଳି ଥିଲେ ଯେଉଁ ଥିରେ ସେ ଏହି ବ୍କାକ୍ ଗାଉନ୍ ରେ ଡେନ୍ସ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ଏହା ସହିତ ବହୁତ ସ୍ଥାନ ରେ ପୋଜ୍ ଦେଉ ଥିବାର ବି ନଜର ଆସି ଥିଲେ ।
ସେହି ପରି ଅନ୍ୟ ଏକ ଭିଡ଼ିଓ ରେ ସେ ଇନଷ୍ଟା ଗ୍ରାମ୍ ରିଲ୍ସ ଉପରେ ଡେନ୍ସ କରି ଥିବା ବେଳେ ଜାହାର ଷ୍ଟେପ୍ ସବୁ ଦେଖିବା ଭଳି ହୋଇ ଥିବା ବେଳେ ଏହି ଭିଡ଼ିଓ ଏତେ ପରିମାଣ ରେ ପସନ୍ଦ କରା ଜାଉ ଥିବା ବେଳେ ସେ ଏହିଥି ପାଇଁ ବର୍ତମାନ ସମୟ ରେ ଚର୍ଚ୍ଚା ରେ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି ,
ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ମଦାଲ୍ସା ସର୍ମା ଷ୍ଟାର ପ୍ଲସ୍ ରେ ଆସୁ ଥିବା ସିରିଏଲ ଅନୁପମା ରେ କାବ୍ୟା ଭାବେ ଅଭିନୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।