ଅଭିନୟ କରୁ କରୁ ଏହି ଓଡିଆ ହିରୋ ହିରୋଇନଙ୍କୁ ହୋଇଥିଲା ପ୍ରେମ – ଆଉ କରି ନେଇଥିଲେ ବିବାହ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଯୋଡି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେଉଁ ମାନେ ନିଜ କେରିଅର ରେ ଧାରାବାହୀକ କରୁ ଥିଲେ ଏବଂ ସେମାନେ ଧାରାବାହୀକ କରୁ କରୁ ହିଁ ସେହି ଠାରେ ଭଲ ପାଇ ବିବାହ କରି ନେଇ ଥିଲେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ସବୁ ଯୋଡି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ଆସୁଛନ୍ତି ସୁବାଶିସ୍ ଏବଂ ପୁସ୍ପାଞଳୀ। ଆପଣ ମାନେ ଏମାନଙ୍କୁ ଏନେକ ଧାରା ବାହୀକ ରେ ଦେଖି ଥିବେ ଏମାନଙ୍କୁ ବଡ ଘର ବଡ ଗୁମର କଥା ରେ ପ୍ରେମ ହୋଇ ଜାଇ ଥିଲା । ଏମାନଙ୍କ ପ୍ରେମ ଶେଷ ରେ ବିବାହ ରେ ପରିଣତ ହୋଇ ଥିଲା । ଏହା ପରେ ରହିଛନ୍ତତି ମେଘା ଏବଂ ଚନ୍ଦନ । ଏମାନେ ବି ଧାରାବାହୀକ ସମୟରେ ହି ପ୍ରେମ ସଂମ୍ପର୍କ ରେ ପଡି ଥିଲେ ଏବେ ସେମାନଙ୍କର ଗୋଟିଏ ଛୋଟ ଝିଅ ରହିଛି । ତିନି ରେ ରହିଛନ୍ତି ।

Subhasis

ଏହା ପରେ ରହିଛନ୍ତି ସୁବାଶୀସ୍ ଏବଂ ଅନିଶା । ଏମାନଙ୍କୁ ଆପଣ ମାନେ ଜାଣି ଥିବେ ଏମାନଙ୍କ ପ୍ରେମ ତରଙ୍ଗ ସିରିଏଲ ସ୍ୱାଭୀମାନ ରେ ହୋଇ ଥିବା ବେଳେ ଏମାନେ ପରେ ବିବାହ କରି ନେଇ ଥିଲେ ।ବେ ଶୁଭାଶିଷଙ୍କୁ ଆପଣ ମାନେ ନୁଆ ନୁଆ ଓ ବଡ ମେଘା ଧାରାବାହିକରେ ଦେଖିବାକୁ ପାଉଥିବେ ।

ଏହା ପରେ ରହିଛନ୍ତି ରୁଦ୍ର ଏବଂ ଜିନା । ଏମାନେ ଦୁହେଁ ରିଆଲିଟି ସୋ ମାଧ୍ୟମ ରେ ହିଁ ମିଳନ ହୋଇ ଥିଲେ ପରେ ଏମାନେ ବିବାହ କରି ଥିଲେ । ଏହା ପରେ ରହିଛନ୍ତି ରାଜେଶ୍ ଏବଂ ଶ୍ରଦ୍ଧା । ଏମାନଙ୍କ ଏନଗେଜ୍ ମେଣ୍ଟ 2019 ରେ ସରି ଥିବା ବେଳେ ଦୁଇ ଜଣ ଖୁବ୍ ଶିଗ୍ର ମଧ୍ୟ ବିବାହ କରିବା ପାଇଁ ଯାଉଛନ୍ତି । ଏମାନେ ମଧ୍ୟ ଆପଣ ମାନଙ୍କୁ ପ୍ରଥମେ ଧାରାବାହୀକ ଜଗତ ରେ ନଜର ଆସି ଥିଲେ । ଏହା

ପରେ ରହିଛନ୍ତି ଅମର ଏବଂ ଜେଶୀ । ଆପଣ ମାନେ ଏମାନଙ୍କୁ ଆଦି ଏବଂ ଭକ୍ତି ନାମରେ ଜାଣି ଥିବେ ଏମାନେ ଏହି ସରିଏଲ ବେଳେ ହିଁ ପ୍ରେମ ରେ ପଡି ଥିଲେ ଏବଂ ପରେ ସେମାନେ ବିବାହ ମଧ୍ୟ କରିବେ ବୋଲି ନିଶ୍ପତି ନେଇଛନ୍ତି ।

amar

ଏହା ପରେ ରହିଛନ୍ତି ସାପ୍ଲିନ୍ ଏବଂ ସବିତା । ଏମାନେ ଜି ସାର୍ଥକ ର ରହିଛି ରହିବି ତୋରୀ ପାଇଁ ରେ ନିଶ୍ଚିତ ଭାବେ ଦେଖି ଥିବେ । ଏମାନଙ୍କ ପ୍ରେମ ସଂମ୍ପର୍କ ର ଗାଡୀ ବର୍ତମାନ ସମୟ ରେ ଗଡିବାରେ ଲାଗିଛି । ତେବେ ଆଗାମୀ ସମୟ ରେ କଣ ହେଉଛି ଦେଖିବା କଥା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *