ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଣକ୍ୟ ତାଙ୍କର ନିତି ଶାସ୍ତ୍ର ରେ ମହିଳା ମାନଙ୍କୁ ନେଇ କିଛି ଗୁପ୍ତ କଥା କହିଛନ୍ତି ତେବେ ଆସନ୍ତୁ ଜାଣି ନେବା ସେ ସବୁ ବିଷୟ ରେ , ମହିଳା ମାନଙ୍କ ଚରିତ୍ର କୁ ନେଇ ମନୁଷ୍ୟ ମାନଙ୍କ ଭିତରେ ସର୍ବଦା ଉତ୍ସାହ ଲାଗି ରହିଥାଏ ତେବେ ଆମେ ଆପଣ ମାନଙ୍କୁ ମହିଳା ମାନଙ୍କ ବିଷୟ ରେ ସନ୍ଥ ତୁଳସୀ ଦାସ କହିଥିବା ଅନେକ ଗୁଡିଏ କଥା କହିବାକୁ ଯାଉଛୁ ଆଜି ଆମେ ଆପଣ ଙ୍କୁ ସେହି ମାନଙ୍କ ବିଷୟ ରେ ବହୁତ ମହତ୍ୱ ପୁର୍ଣ ବିଷୟ ରେ କହିବାକୁ ଯାଉଛି ତେଣୁ ଏଥି ଲାଗି ଆମର ଏହି ପୋଷ୍ଟ ଟିକୁ ଆପଣ ମାନେ ଶେଷ ଯାଏ ପଢନ୍ତୁ ।
ସନ୍ଥ କବି ତୁଳସୀ ଦାସ କହିଛନ୍ତି ଯେ ଯେତେବେଳେ ଆପଣ ଙ୍କ ର ପରିସ୍ଥିତି ଠିକ ନଥାଏ କିମ୍ବା ଆପଣ ଙ୍କ ର ଖରାପ ସମୟ ଚାଲିଥାଏ ସେହି ସମୟ ରେ ଧର୍ଯ୍ୟ ଧର୍ମ ମିତ୍ର ଏବଂ ନାରୀ ର ପ୍ରକୃତ ପରୀକ୍ଷା ହୋଇଥାଏ କାରଣ ଭଲ ସମୟ ରେ ସମସ୍ତେ ଆପଣ ଙ୍କ ସାଥୀ ରେ ରହିଥାନ୍ତି କିନ୍ତୁ ଖରାପ ସମୟ ରେ ନାରୀ ବା ସ୍ତ୍ରୀ ଲୋକ ଙ୍କ ମାନଙ୍କ ର ପରୀକ୍ଷା ହୋଇଥାଏ ।
ଦ୍ୱତୀୟ ହେଲା ସନ୍ଥ କବି ତୁଳସୀ ଦାସ ଙ୍କ ମତ ରେ ଯେଉଁ ପୁରୁଷ ନିଜର ସ୍ତ୍ରୀ ପୁରୁଷ ବ୍ୟତୀତ ସଂସାର ର ଅନ୍ୟ କୌଣସି ନାରୀ କୁ ନିଜର ମାଆ କିମ୍ବା ଭଉଣୀ ଭାବିଥାଏ ତେବେ ତାଙ୍କ ହୃଦୟ ରେ ଭଗବାନ ବାସ କରନ୍ତି ଯଦି ପୁରୁଷ ଅନ୍ୟ କୌଣସି ମହିଳା ସହ ସମ୍ବନ୍ଧ ବନାଏ ତେବେ ସେ ପାପୀ ହୋଇଥାଏ ।
ତୃତୀୟ ହେଲା ସନ୍ଥ କବି ତୁଳସୀ ଦାସ କହିଛନ୍ତି କି ସ୍ତ୍ରୀ ର ସୁନ୍ଦରତା କୁ ଦେଖୀ ବଡ ବଡ ଜ୍ଞାନୀ ଗୁଣି ବୁଦ୍ଧି ଯିବି ମାନେ ମୁର୍ଖ ହୋଇଯାଆନ୍ତି କାରଣ ଉଦାହରଣ ସ୍ୱରୁପ ମୟୂର ପକ୍ଷୀ କୁ ଦେଖନ୍ତୁ ଏହି ମୟୂର ଦେଖା ଯାଉଥିବା ଅତ୍ୟନ୍ତ ସୁନ୍ଦର ହୋଇଥାଏ ଏହି ମୟୂର ସାପ କୁ ମାରି ଖାଇଥାଏ ଅର୍ଥାତ୍ ମନୁଷ୍ୟ କୁ କେବେ ସୁନ୍ଦରତା ପଛରେ ଦୈଡିବା ଉଚିତ ନୁହେଁ ମନୁଷ୍ୟ କୁ ସର୍ବଦା ମହିଳା ବା ଝିଅ ର ସ୍ୱଭାବ ଦେଖିବା ନିହାତି ଦରକାର ।
ଯେଉଁ ନାରୀ ର ସ୍ୱଭାବ ଭଲ ହୋଇଥାଏ ସେହି ନାରୀ ଘର କୁ ସ୍ୱର୍ଗ କରିଥାଏ ଯଦି ନାରୀ ର ସ୍ୱଭାବ ଖରାପ ହୋଇଥାଏ ତେବେ ସେହି ନାରୀ ଘରକୁ ନର୍କ ବା ବର୍ବାଦ କରି ଦେଇ ପାରେ ମହିଳା ମାନଙ୍କ ର ସୁନ୍ଦରତା ହିଁ ସବୁ କିଛି ନୁହେଁ ତେଣୁ ଆପଣ ସାବଧାନ ହୋଇଯିବା ନିହାତି ଦରକାର କାରଣ ଲକ୍ଷେ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ଆପଣ ଙ୍କ ମହିଳା ପାଖ ରେ ଯଦି ସଂସ୍କାର ନାହିଁ ତେବେ ସେ କେବେ ବି ଭଲ ସ୍ତ୍ରୀ ହୋଇ ପାରିବ ନାହିଁ ଏହା କହିଥିଲେ ତୁଳସୀ ଦାସ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।