ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ପୁଣି ଖୋଲିବାକୁ ଯାଉଛି ସ୍କୁଲ ତେବେ କେଉଁ ତାରିଖ ରେ ଖୋଲିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା । ଏହା ସହିତ ଫେବୃଆରୀ ମାସ ପାଇଁ ଆସିଛି ନୂଆ ଗାଇଡ ଲାଇନ ସ୍କୁଲ କଲେଜ୍ ରେ ଶରସ୍ୱତୀ ପୂଜାକୁ ଅନୁମତି । ତେବେ ଜାନୁଆରୀ ମାସ ଶେଷ ହୋଇଥିବା ବେଳେ ଫେବୃଆରୀ ମାସରେ ଆସିଛି ନୂଆ ଗାଇଡଲାଇନ । ଯେଉଁଥିରେ ଆପଣ ମାନେ ସଂମ୍ପର୍ଣ୍ଣ ଅପ଼ଡେଟ ପାଇ ପାରିବେ । ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ରାଜ୍ୟ ରେ କୋରାନା ସଂଙ୍କ୍ରମଣ କୁ ଦୃଷ୍ଟି ରେ ରଖି ଏହି ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ଜାନୁଆରୀ ଅପେକ୍ଷା ଫେବୃଆରୀ ମାସ ରେ କଟକଣା କୁ ସାମାନ୍ୟ କୋହଳ କରାଜାଇଛି । ପୂର୍ବ ପରି ସହରାଞ୍ଚଳ ଗୁଡିକ ରେ ନାଇଟ କର୍ଫ୍ୟୁ ବଳବର୍ତ୍ତର ରହିଛି ମାତ୍ର । କର୍ଫ୍ୟୁ ର ସମୟ ବଦଳିଛି ଏଣିକି । ରାତି 10 ରୁ ଭୋର୍ 5 ଟା ପର୍ଯ୍ୟନ୍ତ । ସମସ୍ତ ସହରାଞ୍ଚଳ ଗୁଡିକ ରେ ନାଇଟ କର୍ଫ୍ୟୁ ଲାଗୁ ହେବ ।
ସେହି ପରି ଜାନୁଆରୀ ମାସରେ ରାତି 9.00 ଟା ରୁ ଲାଗୁ ହେଉଥିଲା କର୍ଫ୍ୟୁ । ଅନ୍ୟ ପଟେ ଆଗକୁ ଆସୁଛି ଶରସ୍ୱତୀ ପୂଜା ମାଘ ସପ୍ତମୀ ଭଳି ପୂଜା ରହିଥିବାରୁ । ଏହି ସବୁ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କେବଳ ରାଜ୍ୟ ରେ ସ୍କୁଲ କଲେଜ୍ ଏବଂ ଅନ୍ୟ ଶିକ୍ଷାନୁଷ୍ଟାନ ରେ ଶରସ୍ୱତୀ ପୂଜା ପାଇଁ ଅନୁମତି ମିଳିଛି ମାତ୍ର । ମାତ୍ର ପୂଜା ରେ ସାମୁହିକ ଭୋଜି କୁ ବାରଣ ରହିଛି ।