ଦୀପିକାଙ୍କ ବାହାଘର କୁ କେଉଁ କେଉଁ ଓଡ଼ିଆ ସେଲିବ୍ରିଟି ମାନେ ଆସିଥିଲେ

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତାହାଲେ ବିବାହ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଦିପିକା ତାହାଲେ ଦିପିକା ଙ୍କୁ ଆପଣ ମାନେ ବଜୟନୀ ସିରିଏଲ ରେ ଅଭିନୟ କରୁଥିବାର ଦେଖି ଥିବେ । ତେବେ ଏହି ସିରିଏଲ ରେ ବି ତାଙ୍କର ଜବରଦୋସ୍ତ ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ ।

Deepika

ତାହାଲେ ଦିପିକା ପ୍ରଥମେ ଜଣେ ସିଙ୍ଗର ହେବାପାଇଁ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ । ସେ ବହୁତ ସାରା ସିରିଏଲ ଏବଂ ଫିଲ୍ମ ରେ ଗୀତ ମଧ୍ୟ ଗାଇଛନ୍ତି । କିନ୍ତୁ ତାଙ୍କୁ ଅଭିନୟ କରିବା ପାଇଁ ଯେତେ ବେଳେ ସୁଯୋଗ ମିଳିଥିଲା ସେତେ ବେଳେ ସେ ବହୁତ ସୁ୍ନ୍ଦର ଅଭିନୟ କରିଥିଲେ । ତେବେ ବର୍ତମାନ ସମୟ ରେ ଆପଣ ମାନେ ତାଙ୍କୁ ଅଭିନୟ କରୁଥିବାର ଦେଖିବା ପାଇଁ ପାଉଥିବେ ।

ତାହାଲେ ଦିପକା ଭୁବନେଶ୍ୱର ରେ ରୁହନ୍ତି ଏବଂ ସେହି ଭୁବନେଶ୍ୱର ର ଜଣେ ବିଜନେସ ମ୍ୟାନ ଙ୍କୁ ଗତ ଦିନ ମାନଙ୍କରେ ବିବାହ କରିଛନ୍ତି । ତେବେ ବିବାହ ପରେ ସେ ବର୍ତମାନ ସମୟ ରେ ନିଜର ଶାଶୁ ଘରେ ରହୁଛନ୍ତି । ତେବେ ବିବାହ ରେ ତାଙ୍କର ବହୁତ ସାରା ସେଲିବ୍ରେଟି ମାନେ ଆସିଥିବାର ନଜର ଆସିଛନ୍ତି । ଆଉ ତାଙ୍କ ବିବାହ ରେ ବହୁତ ସାରା ଏନଜୟ କରିଥିବାର ଦେଖିବା ପାଇଁ ମିଳିଥିଲେ ।

dipika

ତାହାଲେ ବର୍ତମାନ ସମୟ ରେ ଦିପିକା ଙ୍କର ବିବାହ ହୋଇଜାଇଛି । ସେ କିଛି ଦିନ ପର୍ଯ୍ୟନ୍ତ ବିଜୟନି ସିରିଏଲ ରେ ଅଭିନୟ କରିବା ପାଇଁ ଆସି ପାରିବେ ନାହିଁ । କିନ୍ତୁ ଆଗାମୀ ଦିନ ମାନଙ୍କ ରେ ଆପଣ ମାନେ ପୁଣି ଥରେ ତାଙ୍କୁ ଅଭିନୟ କରିଥୁବାର ଦେଖିବା ପାଇଁ ପାଇବେ । ତେବେ ଜି ସାର୍ଥକ ର ସମସ୍ତ କଳାକାର ଏବଂ ବିଜୟନୀ ସିରିଏଲ ର ସମସ୍ତ କଳାକାର ମାନେ ତାଙ୍କର ବିବାହ ରେ ଯୋଗ ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *