ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1. ହଲିଥାଏ ହେଲେ ଗଛ ନୁହେଁ , ଚାଲିଥାଏ କିନ୍ତୁ ଗାଡି ନୁହେଁ ଟିକି ଟିକି କରେ କିନ୍ତୁ ଘଡି ନୁହେଁ ସେଇଟା କଣ ?
ଏହାର ସଠିକ୍ ଉତ୍ତର ହେଲା ଟାଇପ ମେସିନ ।
2. ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ସାଳେ ?
3. ଏହାର ସଠିକ୍ ଉତ୍ତର ହେଲା ଲୁଣ
4. ସେ କିଏ ଜାହାର ଗୋଟିଏ ନୁହେଁ କି ଦୁଇଟା ନୁହେଁଁ ପୂରା 13 ଟିି ହାର୍ଟ ବା ହୃତପିଣ୍ଡ ରହିଛି ??
ତାସ୍ ପତା ରେ ଲାଲି ପାନ ମାନେ ହାର୍ଟ ଏବଂ 13 ଟି ରହି ଥାଏ ।
5. P ରୁ ଆରମ୍ଭ ହେଉ ଥିବା ସେହି 5 ଟି ଲେଟର ର ଲମ୍ବା ଜିନିଷ ର ନାମ କଣ ଜାହାକୁ ଝିଅ ମାନେ ହାତରେ ଧରିବା ପାଇଁ ସବୁ ବେଳେ ପସନ୍ଦ କରନ୍ତି ?
ଏହାର ସଠିକ୍ ଉତ୍ତର ହେଲା ପର୍ସ ।
6. ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ କଲେ ଖାଇବୁ , ଶୋଷ କଲେ ପିଇବୁ , ଶୀତ ହେଲେ ଜାଳିବୁ ତାହା କଣ ?
ଏହାର ଉତ୍ତର ହେଲା ନଡିଆ ।
7. ଛପା ହୋଇନଥିଲେ ବି ସେ ବହି , ସେଇଟା କଣ ବହି ?
ଏହାର ଉତ୍ତର ହେଲା ଫେସବୁକ ।
8. ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଏହାର ଉତ୍ତର ହେଲା ଅଣ୍ଡା ।
9. ଗାତରେ କରଇ ଘର , ମୁହଁରେ ତାର ନିଶ ଜାହାଘରେ ପଶେ , କରେ ତାର ସର୍ବନାଶ ?
ଏହାର ଉତ୍ତର ହେଲା ମୂଷା ।
10. କେଉଁ ଫଳ ପାଚିଲେ ତାର ନାମ ବଦଳିଯାଏ ?
ଏହାର ଉତ୍ତର ହେଲା ନଡିଆ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।