ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାହାଡର ସୁନ୍ଦରତା ସମସ୍ତ ନିଜର ଦିୱାନା ବନେଇ ନେଇ ଥାଏ ଏବଂ ଏହିଥି ପାଇଁ ସମସ୍ତେ ସେହି ପାହାଡ ଆଡକୁ ଆକର୍ଷିତ ହୋଇ ଥାନ୍ତି , ସେମିତି ରେ ବନ୍ଧୁଗଣ ଆମ ସିନେମା ଜଗତ ରେ ଏମିତି କିଛି ଅଭିନେତ୍ରୀ ରହିଛନ୍ତି ଯେଉଁ ମାନେ ପାହାଡି ଅଞ୍ଚଳ ରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ସୁନ୍ଦରତାବି ସମସ୍ତଙ୍କୁ ତାଙ୍କ ଆଡକୁ ଟାଣି ଆଣି ଥାଏ ସେମିତି ରେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ।
ସେହି ସବୁ ଅଭିନେତ୍ରୀ ମାନଙ୍କ ବିଷୟ ରେ କେଉଁ କେଉଁ ସେହି ଅଭିନେତ୍ରୀ ମାନେ ତେବେ ପ୍ରଥମେ ରହିଛନ୍ତି ରୁବିନା ଗୋଲେଲ୍ ବର୍ତମାନ ସମୟ ରେ ଟିଭି ଜଗତ ରେ ସମସ୍ତ ଙ୍କ ମନ ରେ ରାଜ୍ କରୁ ଥିବା ରୁବିନା ମୁମ୍ବାଇ ରେ ରହୁ ଥିବା ବେଳେ ଅସଲ ରେ ସେ ଶିମ୍ଲା ରେ ରହି ଥାନ୍ତି ।
ସେହି ପରି ଦୁଇ ରେ ରହିଛନ୍ତି ଶିବାଙ୍ଗୀ ଜୋଶୀ ସେ ଫେମସ୍ ସିରିଏଲ ୟରିସ୍ତା କିୟା କେହେଲ୍ଲାତା ରେ କାମ କରି ବବହୁତ ପରିଚିତ ହୋଇ ସାରିଛନ୍ତି ସେମିତି ରେ ସେ ଆସି ମୁମ୍ବାଇ ରେ ସୁଟିଂ କରି ଥାନ୍ତି ହେଲେ ସେ ଡେରାଡୁନ ରେ ରହିଥାନ୍ତି ।
ସେହି ପରି ତିନି ରେ ବନ୍ଧୁଗଣ ଆମେ ମାନେ ହିନା ଖାନ୍ ଙ୍କର କଥା କହିବା ତେବେ ଟିଭି ଜଗତ ରେ କେହି ଯଦି ଚର୍ଚ୍ଚିତ ଅଭିନେତ୍ରୀ ରହିଛି କେହି ତେବେ ହିନା ହିଁ ରହିଛନ୍ତି ସେମିତି ରେ ତାଙ୍କର ନାମ୍ ବି ଏହି ସିରିଏଲ ଇୟରିସ୍ତା କିୟା କେହେଲ୍ଲାତା ରୁ ହୋଇ ଥିବା ବେଳେ ସେ ମୁମ୍ବାଇ ଆସି ସୁଟିଂ କରି ଥାନ୍ତି ସତ ହେଲେ ସେ ଜାମୁୁ କଶ୍ମୀର ର ରହି ଥାନ୍ତି ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।