ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ପରିବାର ଲୋକଙ୍କ ପାଇଁ ଏତେ ସ୍ୱାଦିଷ୍ଟ ଖାଦ୍ୟ କାହିଁକି ପ୍ରସ୍ତୁତ କରିଛନ୍ତି । ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ।
ତାହାଲେ ଗତ ବର୍ଷ ବିବହ ବନ୍ଧନ ରେ ବାନ୍ଧି ହୋଇଥିଲେ ଅର୍ଚ୍ଚିତା ଓ ସବ୍ୟସାଚୀ ତାହାଲେ ସେମାନଙ୍କ ବିବାହ କୁ ବର୍ତମାନ 10 ମାସର ସମୟ ବିତି ସାରିଛି । ତାହାଲେ ଆପଣ ମାନେ ଜାଣିଥିବେ ଓଲିଉଡ ର ଏହି ଜବର୍ଦୋସ୍ତ ଯୋଡି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ ଥିଲେ । ଦିର୍ଘ ଦିନ ପରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ତେବେ ବିବାହ ପରେ ଏବେ ନିଜର ଶାଶୁ ଘର ଲୋକ ଙ୍କୁ ବା ନିଜର ପରିବାର ଲୋକଙ୍କ ସହିତ ବହୁତ ଖୁସୀ ର ସମୟ ବିତାଉଥିବାର ଦେଖିବା ପାଇଁ ମିଳିଛନ୍ତି । ଏହାରି ମଧ୍ୟ ରେ ସେ ନିଜର ପରିବାର ଲୋକଙ୍କ ପାଇଁ ବହୁତ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ରାନ୍ଧିଥିବାର ନଜର ଆସିଛନ୍ତି । ତେବେ ଏହାର କାରଣ ହେଲା କି ଗତ ବର୍ଷ ଏହି ଦିନରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କୁ ବିବାହ ପାଇଁ ପ୍ରାସ୍ତାବ ଦେଇଥିଲେ । ଆଉ ଏହିଥରେ ସବ୍ୟସାଚୀ ବି ହଁ କରିଥିଲେ ।
ତାହାଲେ ଏହି ଖୁସୀ କୁ ମନେଇବା ପାଇଁ ତାଙ୍କ ପରିବାର ଲୋକ ଙ୍କ ପାଇଁ ବହୁତ ସାରା ସ୍ୱାଦିଷ୍ଟ ଖାଦ୍ୟ ସେ ବନେଇ ଥିଲେ । ଯାହାକି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳିଛି । ତାହାଲେ ଆପଣ ମାନଙ୍କୁ ଓଲିଉଡ ର ଏହି ଜବରଦୋସ୍ତ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଏମାନଙ୍କ ଯୋଡି କେମିତି ଲାଗେ କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।