ରାଧିକାଙ୍କୁ କେତେ ଭଲ ପାଆନ୍ତି ସାତ୍ଵିକ ସୋସିଆଲ ମିଡିଆରେ କହିଲେ ସାତ୍ଵିକ

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତାହାଲେ ନୂଆ ବୋହୁ ସିରିଏଲ ର ସାତ୍ଵିକ ଏବଂ ରାଧିକା ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେବେ ନୂଆ ବୋହୁ ସିରିଏଲ ରେ ସେମାନଙ୍କ ଜବର୍ଦୋସ୍ତ ଅଭିନୟ କାରଣ ରୁ ଏହି ନୂଆ ବୋହୁ ସିରିଏଲ କୁ ଓଡିଶା ର ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ।

ହେଲେ ଗତ ଦିନ ମାନଙ୍କରେ ଏହି ସିରିଏଲ ବନ୍ଧ ହୋଇଜାଇଥିଲା । ତେବେ ସିରିଏଲ ଟି ବନ୍ଦ ହେବା ପରେ ସିରିଏଲ ର ଲିଡ୍ ନାୟିକା ରାଧିକା କେଉଁ ବି ସିରିଏଲ ରେ ଅଭିନୟ କରୁନାହାଁନ୍ତି ଏବଂ ଏବେ ଘରେ ରହିଛନ୍ତି ଓ ନିଜର ପାଠ ପଢା ରେ ମନ ଦେଇଛନ୍ତି । ହେଲେ ଅନ୍ୟ ପକ୍ଷରେ ସିରିଏଲ ର ଲିଡ ନାୟକ ସାତ୍ଵିକ ଏକ ନୂଆ ସିରିଏଲ ର ଅଭିନୟ କରିବାର ଚାନ୍ସ ମିଳିଛି ।

radhika

ଯାହା ବର୍ତମାନ ସମୟ ରେ ତରଙ୍ଗ ଚେନ୍ନାଲ ରେ ପ୍ରଶାରିତ ହେଉଛି । ଆଉ ସିରିଏଲ ଟିର ନାମ ରହିଛି ବନ୍ଧୁ ଚନ୍ଦ୍ରିକା ତେବେ ସିରିଏଲ ରେ ସାତ୍ଵିକ ଙ୍କର ଜବର୍ଦୋସ୍ତ ଅଭିନୟ ଜାରି ରହିଛି । ତେବେ ଗତ ଦିନ ମାନଙ୍କରେ ରାଧିକା ଏବଂ ସାତ୍ଵିକ ଙ୍କ ଯୋଡିକୁ ନେଇ ସୋସିଆଲ ମିଡିଆ ରେ ବହୁତ ସାରା ଖବର ବ୍ୟାପିବାରେ ଲାଗିଥିଲା । ଏବଂ ସିରିଏଲ ଟି ସରିବା ପରେ ଦୁହିଁଙ୍କୁ ବିଭିନ୍ନ ସ୍ଥାନ ରେ ଦେଖିବା ପାଇଁ ମିଳିଥିଲା ।

ତେବେ ଏହାରି ମଧ୍ୟ ରେ ଏବେ ରାଧିକା ଙ୍କ ପାଇଁ ଏକ ରୋମାଣ୍ଟିକ ଗୀତ ଗାଇଛନ୍ତି ସାତ୍ଵିକ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଜବର୍ଦୋସ୍ତ ଯୋଡି ରାଧିକା ଏବଂ ସାତ୍ଵିକ କେମିି ଲାଗନ୍ତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *