ପୁଣି ଖୋଲିବ ସମସ୍ତ ସ୍କୁଲ ଫେବୃଆରୀ ମାସ ଏହି ତାରିଖରୁ |

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ପୁଣି ଖୋଲିବ ସ୍କୁଲ ଏହି ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ବଡ ଘୋଷଣା ଜାହାକି ଫେବୃଆରୀ 5 ପରେ ଖୋଲିବା ନେଇ କିଛି ରହିଛି ଅପଡେଟ । ଦେଶ ରେ କୋଭିଡ ମହାମାରୀ ଯୋଗୁଁ ଦିର୍ଘ ବର୍ଷ ରୁ ଉର୍ଦ୍ଦ ହେବ ଅନେକ ପିଲା ମାନେ ପାଠ ପଢି ପାରି ନାହାଁନ୍ତି । ତେବେ ମହାମାରୀ ର ଦ୍ୱତୀୟ ଲହର ଯିବା ପରେ ଦେଶ ରେ ସମସ୍ତ ସ୍କୁଲ ଧିରେ ଧିରେ ଖୋଲି ଜାଇଥିଲା କିନ୍ତୁ । ନୂଆ ଭେରାଇଟ ଓମିକ୍ରନ ଲାଗି ପୁଣି ଥରେ ସ୍କୁଲ ରେ ତାଲା ପଡିଛି ।

ତେବେ ଏହି ସବୁକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର କିଛି ନୂଆ ଗାଇଡ ଲାଇନ ପ୍ରସ୍ତୁତ କରୁଛନ୍ତି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା । ତେବେ କୋଭିଡ ଗାଇଡ ଲାଇନ କୁ ପାଳନ କରାଜାଇ ସ୍କୁଲ ରେ ପାଠପଢା ଆରମ୍ଭ କରିବାକୁ ପ୍ରସ୍ତୁତ କରାଜାଉଥିବାର ଜଣା ପଡିଛି । ସେହି ପରି ଅନଲାଇନ ଶିକ୍ଷାର କୈଣସି ପ୍ରକାରର ଅସୁବିଧା ହୋଇ ନାହିଁ ।

school

ସବୁଠୁ ବଡ କଥା ହେଲା କି ଦୁଇ ବର୍ଷ ରୁ ଅଧିକ ବର୍ଷ ଧରି ଘରେ ରହିଥିବା ପ୍ରାଥମିକ ପିଲା ଏବେ ଅଫଲାଇନ କ୍ଲାସ ଆସି ପାଠ ପଢି ପାରିବେ । ଅନ୍ୟ ପକ୍ଷରେ କୋଭିଡ ସଂଙ୍କ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ କିଛି ରାଜ୍ୟ ପୁଣି ଥରେ ସ୍କୁଲ ଖୋଲିବା ଆରମ୍ଭ କରିଛନ୍ତି ।

ଏହା ସହିତ ଫେବୃଆରୀ ରେ କୋହଳ ହେବ କଟକଣା ସ୍ୱରଶ୍ୱତୀ ପୂଜା ପରେ ଖୋଲିବ ସ୍କୁଲ ତେବେ ରାଜ୍ୟ ରେ କୋରନା କଟକଣା ହାର ହ୍ରାସ ପାଉଥିବା ବେଳେ 5000 ତଳକୁ ଦୈନିକ ସଂଙ୍କ୍ରମଣ ଖସୁଥିବା ବେଳେ । ଫେବୃଆରୀ ମାସ ପାଇଁ ଜାରି ହେବାକୁ ଥିବା ନୂଆ ଗାଇଡ ଲାଇନ ରେ କଟକଣା କୋହଳ ହେବାର ସମ୍ବାବନା ରହିଛି ।

ଏହି ନେଇ ଉଚ୍ଚ ସ୍ଥର ରେ ବିଚାର ବିମର୍ଶ ହୋଇଥିବାର ଜଣା ପଡିଛି । ତେବେ ଆସନ୍ତା କିଛି ଦିନ ମଧ୍ୟ ରେ ଫେବ଼ୃଆରୀ ମାସ ପାଇଁ ଗାଇଡଲାଇନ ଜାରି କରିବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏହା ସହିତ ରାତ୍ରୀ କାଳିନ କର୍ଫ୍ୟୁ ର ସମୟ ଅବଧି କୁ କମେଇବା ନେଇ ବିଚାର ମଧ୍ୟ ହେଉଛି । ସମ୍ଭବତ ଫେବୃଆରୀ ରେ ରାତି 9.00 ପରିବର୍ତେ ରାତି 10.00 ଟାରେ କର୍ଫ୍ୟୁ ଲାଗିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *