IAS ପ୍ରଶ୍ନ – ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବାବେଳ ଛୋଟ ହୋଇଯାଏ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଉତ୍ତର ଜାଣି ନାହାନ୍ତି , ସାହାସ ଅଛି ତ ଉତ୍ତର ଦିଅ ।

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

question

1 ବଦ୍ରିନାଥ ଧାମ କେଉଁ ନଦୀ କୂଳରେ ଅବସ୍ଥିତ ?
ଏହାର ଉତ୍ତର ହେଲା ଅଳକାନନ୍ଦା ।
2 ହରିଦ୍ୱାର କେଉଁ ନଦୀ କୂଳରେ ଅବସ୍ଥିତ ?
ଏହାର ଉତ୍ତର ହେଲା ଗଙ୍ଗା ।
3 ବାରଣାସୀ କେଉଁ ନଦୀ କୂଳରେ ଅବସ୍ଥିତ ?
ଏହାର ଉତ୍ତର ହେଲା ଗଙ୍ଗା ।

3: ଆପଣ ମାନଙ୍କ ସମସ୍ୟା ଦୂର କରି ଥାଏ । ଅଲଗା ଅଲଗା ଭାଗ କରି ଥାଏ । ଦାନ୍ତ ଥାଏ ହେଲେ ସେ କାହାକୁ କାମୁଡେ ନାହିଁ ସେ କିଏ ?
ଏହା ହେଉଛି ପାନିଆ ।
4: ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ସମୟ ରେ ଛୋଟ ହୋଇ ଯାଏ ?
ତେବେ ଏହାର ଉତ୍ତର ହେଲା ସାବୁନ୍ ଝିଅ ମାନଙ୍କର ଗାଧୋଇବା ସମୟ ରେ ଛୋଟ ହୋଇ ଯାଏ ।
5: ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ କିଏ କହି ପାରିବ ସେ କେଉଁ ପର୍ବ ର ନାମ ?
ଏହାର ଉତ୍ତର ହେଲା କୁଆଁର ପୂର୍ଣ୍ଣିମା ।

question

6: ଓଡିଶାର ଦକ୍ଷିଣ ଦିଗରେ କଣ ରହିଛି ?
ଏହାର ଉତ୍ତର ହେଲା ଆନ୍ଧ୍ର ପ୍ରଦେଶ ।
7: ଓଡିଶାର ଉତ୍ତର ଦିଗରେ କଣ ରହିଛି ?
ଏହାର ଉତ୍ତର ହେଲା ୱେଷ୍ଟବେଙ୍ଗଲ ଏବଂ ଝାଡଖଣ୍ଡ ରାଜ୍ୟ ।

8: ଭାରତର ସମ୍ୱିଧାନର ପିତା କାହାକୁ କୁହାଯାଏ ?
ଏହାର ଉତ୍ତର ହେଲା ଡା : ଭୀମ ରାଓ ଆମ୍ୱେଦକର ।
9: ଆମ ଦେଶରେ ପ୍ରଥମେ କେବେ ସାଧାରଣ ନିର୍ବାଚନ ହୋଇଥିଲା ?
ଏହାର ଉତ୍ତର ହେଲା 1952 ମସିହା ।
10: କେବେ ଠାରୁ ଏହି 18 ବର୍ଷ ବୟସ୍କ ବ୍ୟକ୍ତିମାନେ ଭୋଟ ଦେବା ଆରମ୍ଭ କଲେ ?
ଏହାର ଉତ୍ତର ହେଲା 1989 ମସିହା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *