ଯୁବତୀଙ୍କ ସହ ବିଧାୟକଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ଚର୍ଚ୍ଚାରେ ଉପକୂଳବର୍ତ୍ତୀ ଜିଲ୍ଲାର ଯୁବ ବିଧାୟକ !

MLA

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଉପକୂଳ ବର୍ତ୍ତି ଜିଲ୍ଲା ରେ ଜଣେ ଯୁବ ବିଧାୟକ ଙ୍କ ସହିତ ଜଣେ ତରୁଣୀ ଙ୍କ ଯଗଳ ବନ୍ଧୀ ଫୋଟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଫୋଟ ଦୁଇଟି କୁ ପୋଷ୍ଟ କରିଛନ୍ତି ସଂମୃକ୍ତ ତରୁଣୀ ନିଜେ । ଉଭୟ ଙ୍କ ମଧ୍ୟ ରେ ବେଶ୍ ନିବିଡତା ଥିବା ଭାଇରଲ ଦୁଇଟି ଫୋଟରୁ ବାରି ହୋଇ ପଡୁଛି । ହେଲେ ଏ ଯାଏ ସଂମ୍ପୃକ୍ତ ବିଧାୟକ ଆଡୁ କୈଣସି ପ୍ରତିକ୍ରିଆ ଆସୁ ନଥିବାରୁ ଘଟଣା ଟି ଏବେ କୁହେଳିକା ଭିତରେ ରହିଛି ।

ପୂର୍ବରୁ ମଧ୍ୟ ଏହି ସମ୍ପୃକ୍ତ ଯୁବ ବିଧାୟକ ଙ୍କ ସହିତ ଯୁଗଳବନ୍ଦୀ ଫଟୋ ରାଜ୍ୟରେ ବେଶ୍‌ ହଇଚଇ ସୃଷ୍ଟି କରିଥିଲା । ଏବେ ପୁଣି ଫୋଟ ଭାଇରଲ ହେବା ସହିତ ଘଟଣା ଘନିଭୂତ ହୋଇ ବିବାଦ ର ରୂପ ନେବାକୁ ଯାଉଛି । କାରଣ ସମ୍ପୃକ୍ତ ବିଧାୟକ ହଠାତ୍‌ ତଥାକଥିତ ନିଜ ପ୍ରେମିକା ଙ୍କ ହାତ ଛାଡି ଦେଇଥିବାର କଥା ଏବେ ଗୁଞରଣ ଖେଳିଛି ।

ହଠାତ୍ ଏମିତି ବ୍ରେକପ କାରଣ ନିଜେ ଯୁବତୀ ମଧ୍ୟ ଜାଣି ପାରୁ ନାହାଁନ୍ତି । ଫଳ ରେ ବିକଳ୍ପ ବ୍ୟବସ୍ଥା ନପାଇ ଏବେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଦୁହିଁଁଙ୍କ ଯୁଗଳ ବନ୍ଦୀ ଫୋଟ ସେୟାର କରି ଏକ ପ୍ରକାରର ଝଟ୍କା ଦେବାର ନିସ୍ପତି ନେଇଛନ୍ତି । ଗୁରୁବାର ରାତିରେ ହଠାତ୍ ଏହି ଦୁଇଟି ଫୋଟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବାର ଦେଖିବା ପାଇଁ ମିଳିଛି ।

ଦୁଇ ପୃଥକ ସ୍ଥାନ ରେ ଏହି ଦୁଇଟି ଫୋଟ ଉତ୍ତୋଳନ ହୋଇଥିବାର ଦେଖିବା ପାଇଁ ମିଳିଛି । ପଞ୍ଚାୟତ ନିର୍ବାଚନ ସମୟ ରେ ଏହି ଭଳି ଫୋଟ ବାହାରେ ଘୂରି ବୁଲିବା ବେଳେ ରାଜନୈତିକ ବାତାବରଣ ଏବେ ସରଗମ ସ୍ଥିତି କୁ ଚାଲି ଆସିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

 

Leave a Reply

Your email address will not be published. Required fields are marked *