SBI ଆଣିଛି ନୂଆ ଧମାକେଦାର ସ୍କିମ, ଘରେ ବସି ପ୍ରତି ମାସରେ ପାଇ ପାରିବେ 10 ହଜାର ଟଙ୍କା, ଜଲ୍ଦି ଜାଣି ନିଅନ୍ତୁ ଏହାର ନିୟମ ।

sbi

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ନିଜର ଗ୍ରାହକ ମାନଙ୍କ ପାଇଁ ପ୍ରତି ଦିନ ଦିନ ବିଭିନ୍ନ ପ୍ରକାରର ସୁବିଧା ନେଇ କରି ଆସିଥାଏ । ଯାହାକୁ ଲୋକ ମାନେ ବହୁତ ଖୁସୀ ରେ ଉପଭୋଗ କରିଥାନ୍ତି । ଲୋକ ମାନେ ନିଜର ଭବିଷ୍ୟତ କୁ ସୁଖ ମୟ କରିବା ପାଇଁ ସେମାନେ ଏମିତି ଏକ ସ୍ଥାନ ରେ ନିବେଶ କରିବା ପାଇଁ ପସନ୍ଦ କରନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ କେଉଁ ସ୍ଥାନ ରେ ନିବେଶ କରିବେ ତାହା ଆପଣ ମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

ତେବେ ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ SBI ଏନୟୁଟି ଡିପୋଜିଟ ସ୍କିମ ବିଷୟରେ କହିବାକୁ ଯାଉଛୁ । SBI ଏନୟୁଟି ଡିପୋଜିଟ ଏକାଉଣ୍ଟ ଖୋଲିବା ପାଇଁ ଅଫସନ ଦେଉଛି । ଏହି ରାଶି ଉପରେ ଗ୍ରାହାକ ମାନଙ୍କୁ ମାସକୁ ଏକ ଫିକ୍ସ ଡିପୋଜିତ ପ୍ରଦାନ କରାଯିବ । ଏହି ଡିପୋଜିତ ସେହି ଲୋକ ମାନଙ୍କ ପାଇଁ ବହୁତ ଫାଇଦା ଯୁକ୍ତ ଅଟେ । ଏହି ଖାତା ଅନୁସାରେ ଗ୍ରାହାକ ମାନଙ୍କୁ ଏକ ରାଶି ଜମା କରିବା ପରେ ସବୁ ମାସରେ ଏକ ଫିକ୍ସ ଆମାଉଣ୍ଟ ଦିଆଯିବ ।

sbi bank

ଏହି ସ୍କିମ୍ ସେହି ଲୋକ ମାନଙ୍କ ପାଇଁ ବହୁତ ଫାଇଦା ଯୁକ୍ତ ହେବ ଯେଉଁ ମାନଙ୍କୁ ଅନ୍ୟ କୈଣସି କ୍ଷେତ୍ରରେ ଆୟର ବୃଦ୍ଧି ହେଉ ନାହିଁ । SBI ର ଏହି ସ୍କିମ୍ ରେ 36,60,84 କିମ୍ବା 120 ମାସର ପର୍ଯ୍ୟନ୍ତ ନିବେଶ କରାଜାଇ ପାରିବ । ତିକି ହେବ ଯେତିକି ବଛା ଯାଇଥିବା ଅବଧିର ଫିକ୍ସ ଡିପୋଜିଟ ପାଇଁ ଥିବ । ଯଦି ଆପଣ ମାନେ ପାଞ୍ଚ ବର୍ଷ ର ଫଣ୍ଡ ଜମା କରିବେ ତେବେ ଆପଣ ମାନଙ୍କୁ ସେହି ପାଞ୍ଚ ବର୍ଷ ରେ FD ରେ ଲାଗୁ ହୋଇଥିବା ସୁଧ ମିଳିବ । ଯେକୈଣସି ଲୋକ ଏହାର ଲାଭ ଉଠେଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଏନୟୁଟି ସ୍କିମର କିଛି ନିୟମ ବିଷୟ ରେ ।

1. ଏସିବିଆଇର ଏହି ଏନୟୁଟି ଡିପୋଜିଟ ସ୍କିମକୁ ନାବାଳକଙ୍କ ସମେତ ସମସ୍ତ ନିବାସୀଙ୍କ ଦ୍ଵାରା ଖୋଲାଯାଇ ପାରିବ ।
2 . ସ୍କିମ ଅନୁସାରେ ଆକାଉଣ୍ଟକୁ ଏସିବିଆଇର ଗୋଟେ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର କରିବାର ମଧ୍ୟ ସୁବିଧା ରହିଛି ।
3 . ଏସିବିଆଇ ଏନୟୁଟି ଡିପୋଜିଟ ସ୍କିମରେ କମ ସେ କମ ଆପଣ 25 ହଜାର ଟଙ୍କା ଜମା କରିପାରିବେ 25 ହଜାରରୁ କମ ହେବ ନାହିଁ ।

sbi bank

4. ଏହି ସ୍କିମର କୈଣସି ଅଧିକତମ ଡିପୋଜିଟ ସ୍କିମ ଲିମିଟ ନାହିଁ ।
5. 60 ବର୍ଷ ରୁ ଉର୍ଦ୍ଧ ରେ ରହିଥିବା ନାଗରିକ ମାନଙ୍କୁ 0.50 ପ୍ରତିଶତ ଅଧିକ ସୁଧ ଦିଆଯିବ ।
6. SBI ଷ୍ଟାଫ ଓ ତାଙ୍କ ଫ୍ୟାମିଲି ସଦସ୍ୟ ମାନଙ୍କୁ ସାଧାରଣ ସୁଧ ଠାରୁ 1.00 ପ୍ରତିଶତ ସୁଧ ଅଧିକ ଦିଆଯିବ ।

7. ସ୍କିମ୍ ରେ ସୁଧ ଭୁକ୍ତାନ ରେ ଯେଉଁ ଦିନ ଆକାଉଣ୍ଟ ଖୋଲାଯିବ ତାର ପର ମାସରେ ତାର ତାରିଖ ଆରମ୍ଭ ହୋଇଯିବ ।
8. କିଛି ବିଶେଷ ମାମଲା ଏନୟୁଟିର ରୁ ବେଲେନ୍ସ ଏମାଉଣ୍ଟ 75 ପ୍ରତିଶତ ଲୋନପାଇଁ ନେଇ ହେବ । ତେବେ ବନ୍ଧୁଗଣ ଏହା ଥିଲା SBI ର ନୂଆ ନିୟମ । ତେଣୁ ଆପଣ ମାନେ ଏହି ନୂଆ ସ୍କିମ୍ କୁ ନିଶ୍ଚିତ ଭାବେ ଉପଭୋଗ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *