କରୋନାରେ ନୂଆ ଭାରିଆଣ୍ଟ NeoCov, ପ୍ରତି 3 ଜଣଙ୍କରେ ନେବ ଗୋଟିଏ ଜିବନ ।

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ସାରା ବିଶ୍ୱ ରେ ଆତଙ୍କ ଖେଳେଇଛି କୋରନା ଭାଇରସ । ଏହାର ସଂଙ୍କ୍ରମଣ ରେ ଦିନ କୁ ଦିନ ନୂଆ ନୂଆ ରେକର୍ଡ ହେବାରେ ଲାଗିଛି । ଅନେକ ଲୋକ ମାନଙ୍କ ଜିବନ ନେଇ ସାରିଲାଣି ଏହି ଭୂତାଣୁ । ତେବେ ଏହି ସବୁ ମଧ୍ୟ ରେ ଚୀନ ର ଏକ ବୈଜ୍ଞ୍ୟାନିକ ଆଉ ଏକ ନୂଆ ଭେରିଆଣ୍ଟ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଯାହାର ନାମ ରହିଛି NeoCov ଏହି ନୂଆ ଭେରିଆଣ୍ଟ ବି ଦକ୍ଷିଣ ଆଫ୍ରିକା ରୁ ହିଁ ଚିହ୍ନଟ ହୋଇଛି । ତେବେ ବନ୍ଧୁଗଣ ଓ୍ୱୁହାନ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଏହି NeoCov ଭାଇରସ ବହୁତ ମାରାତ୍ମକ ସହ ସଂକ୍ରାମକ ଅଟେ । ପୂର୍ବ ଭେରିଆଣ୍ଟ ତୁଳନା ରେ ଏହା ଅଧିକ ମାରାତ୍ମକ ଅଟେ । ବାୟୁମଣ୍ଡଳ ରେ ଏହା ବହୁତ ଜଲ୍ଦି ବ୍ୟପି ଥାଏ । ଏହି ପରି ତିନି ଜଣଙ୍କ ଆକ୍ରାନ୍ତ ଙ୍କ ମଧ୍ୟ ରୁ ଜଣଙ୍କର ମୃତ୍ୟୁ ହୋଇ ପାରେ ସେମାନେ କହିଛନ୍ତି । ତେଣୁ ଏହା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ ।

NeoCov

କୋରନା ର ଏହି ଭ୍ୟାରିଆଣ୍ଟ NeoCov ଟି MERS-CoV ଭାଇରସ ସହ ଜଡିତ ରହିଛି । ତେବେ ପ୍ରଥମେ ଏହା 2021 ଏବଂ 2015 ରେ ପଶ୍ଚିମ ଏସିଆ ରେ ଏହାର ପ୍ରଥମ ପ୍ରକୋପ ଦେଖେଇ ଥିଲା ।

ତେବେ ସବୁଠାରୁ ଆଶ୍ୱସ୍ଥି କର କଥା ହେଲା କି କୋରନା ଭାଇରସ NeoCov ଏବେ ଯାଏ କୈଣସି ଲୋକ ମାନଙ୍କ ପାଖରେ ଦେଖାଯାଇ ନାହିଁ । ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ବାଦୁଡିଙ୍କ ଠାରେ ଦେଖାଯାଇଥିଲା । ବର୍ତମାନ ସମୟ ରେ ଏହା କେବଳ ପଶୁ ମାନଙ୍କ ପାଖରେ ହିଁ ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *