ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଘରେ ସ୍ତ୍ରୀମାନଙ୍କୁ ରୋଗୀଣା କରିଦେଇଥାଏ ଏହି 6 ଟି ବାସ୍ତୁଦୋଷ । ବନ୍ଧୁଗଣ ଖାଇବା ପିଇବା , ରହିବା ମାମଲା ଅସୁବିଧା ବୋଗ କରିଲେ ମହିଳା ମାନେ ରୋଗିଣା ହୋଇ ଯାଆନ୍ତି । ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଏମିତି ରୋଗ ପଛରେ ବାସ୍ତୁଦୋଷ ହୋଇଥାଏ । ଆଜିର ଆଧୁନିକ ଯୁଗରେ ଲୋକମାନେ ବାସ୍ତୁ ଶାସ୍ତ୍ର ରେ କୁହାଯାଉଥିବା କଥା କୁ ଭୁଲି ଯାଆନ୍ତି । ସେମାନେ ପୁରୁଷ ହୁଅନ୍ତୁ କିମ୍ବା ସ୍ତ୍ରୀ ପ୍ରତ୍ୟୋକ ରୋଗର ବାସ୍ତୁ ଶାସ୍ତ୍ର ରେ ମହତ୍ୱ ରହିଛି । ଘରେ ସାକାରାତ୍ମକ ଏବଂ ନାକାରାତ୍ମକ ଉର୍ଜା ଦାୟୀ ମଧ୍ୟ ଏହା ହୋଇଥାଏ ।
ତେବେ ଆସନ୍ତୁ ଜାଣି ନେବା ମହିଳା ଙ୍କ ଉପରେ ପ୍ରଭାବ ପକାଉଥିବା ବାସ୍ତୁଦୋଷ ବିଷୟ ରେ । ପ୍ରଥମେ ହେଲା ଦକ୍ଷିଣ ଦିଗର ଦୋଷ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ ରଖି ଶୋଇଥିବା ମହିଳା ଙ୍କ ସ୍ୱାସ୍ଥ୍ୟ ସବୁ ବେଳେ ଢିଲା ରହିବ । ଯଦି କୈଣସି କାରଣ ବଶଃତ ଆପଣ ମାନେ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଘରର ଉତ୍ତର ଦିଗ କିମ୍ବା ପୂର୍ବ ଦିଗକୁ ଯାଇ ବସି ଯାଆନ୍ତୁ । ଏହି ଦିଗକୁ ସୂର୍ଯ୍ୟ ଙ୍କ ଦିଗ ମନାଯାଏ । ଯିଏ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଉର୍ଜା ରେ ଭରିଦିଏ ।
ଟଏଲେଟର ବାସ୍ତୁଦୋଷ। ଉତ୍ତର ପୂର୍ବ ଦିଗରେ ଟଏଲେଟ ବନାନ୍ତୁ ନାହିଁ। ଏହି ଦିଗରେ ବାଥରୁମ କିମ୍ବା ଶୌଚାଳୟ ବନେଇବା ଦ୍ୱାରା ଘରେ ବିମାରୀ ଭଳି ମାହଲ ବନିଯାଇଥାଏ। ଏହାର ସବୁଠୁ ଅଧିକ ପ୍ରଭାବ ଘରର ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଭାରି ଜିନିଷ । ଘର ମଝିରେ କୈଣସି ପ୍ରକାରର ଭାରି ଜିନିଷ ରଖନ୍ତୁ ନାହିଁ । ସବୁ ସମୟ ରେ ଘରର ଏହି ସ୍ଥାନକୁ ଖାଲି ରଖନ୍ତୁ । ଯଦି ପାରିବେ ସୁନ୍ଦର ଗଛଟିଏ ରଖନ୍ତୁ ।
ରାତିର ଅନ୍ଧାର। ଘରର ରଙ୍ଗ ବି ମହିଳାଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ହୋଇଛି। ରୋଗରୁ ବଞ୍ଚିବା ପାଇଁ ଆପଣ ମାନେ ରାତରେ ଘରକୁ ଅନ୍ଧାର କରି ଶୁଅନ୍ତୁ ନାହିଁ । ରାତିରେ ହାଲ୍କା ନୀଳ ରଙ୍ଗର ଲାଇଟ ଜଳେଇ ଶୋଇଲେ ଆପଣ ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ମିଳେ । ଦକ୍ଷିଣ ଦିଗରେ ଗାଡେନ। ଘର ଦକ୍ଷିଣ ଦିଗରେ ଗାଡେନ ରହିବା ଘରର ମହିଳାଙ୍କୁ ସର୍ବଦା ରୋଗୀ ବନେଇ କରି ରଖିଥାଏ। ଯେଉଁ କାରଣରୁ ରୋଜଗାର କରି ରଖିଥିବା ଧନ ଔଷଧରେ ସମାପ୍ତ ହୋଇ ଯାଇଥାଏ ଏବଂ ପରିବାରକୁ ଆର୍ଥିକ ସଂକଟରେ ବି ପକାଇ ଥାଏ।
ଭୁଲ ଦିଗରେ ପଡୁଥିବା ପାଣି। ଘରର ଦକ୍ଷିଣ ପଶ୍ଚିମ କୋଣରେ କୈଣସି ବି ପ୍ରକାରରେ ପଥରର ତିଆରି ପାଣିର ଟାଙ୍କି ପାଣି ଟ୍ୟାପ କିମ୍ବା କୂପ ଘରେ ରହୁଥିବା ମହିଳାଙ୍କ ପାଇଁ ଅଶୁଭ ମାନାଯାଏ। ଏହି ଦିଗରେ ପାଣି ସହିତ ଜଡ଼ିତ କୈଣସି ବି ଜିନିଷ ରଖିବା ଦ୍ୱାରା ଘରର ମହିଳାଙ୍କ ସ୍ୱାସ୍ଥ୍ୟ ସର୍ବଦା ଢିଲା ରହିଥାଏ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।