ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଅଧିକାଶଂ ମହିଳା ଙ୍କର ଯୋନିରେ ସଂକ୍ରମଣ ସମସ୍ୟା ହେଉଛି । ଗୋଟିଏ ସୁସ୍ଥ ଝିଅର ଗୁପ୍ତାଙ୍ଗରେ ସାଧାରଣତଃ ଗୋଟିଏ ପିଏଚ୍ ଥାଏ । ସେମାନଙ୍କ ଗୁପ୍ତାଙ୍ଗ ଏସିଡ ବାଲାନ୍ସ ପିଏଚ ରେ ରହିଥାଏ । ତେବେ ଏହି ପିଏଚ କୁ ମେଣ୍ଟେନ କରିବା ପାଇଁ ଲାକ୍ଟୋବେସିଲାଇ ବେକ୍ଟେରିଆ ରହିଥାଏ । ଏହି ଲାକ୍ଟୋବେସିଲାଇ ବେକ୍ଟେରିଆ ଲାଇକୋଜେନଟିକୁ ଲାକଟିକ ଏସିଡରେ ପରିବର୍ତ୍ତନ କରାଇ ପିଏଚକୁ ମେଣ୍ଟେନ କରି ରଖିଥାଏ । ଏହା ପିଏଚ କୁ 4 କିମ୍ବା 4.5 ରଖିଥାଏ ।
ହେଲେ କୈଣସି କାରଣ ବସତଃ ଏହି ଲାକ୍ଟୋବେସିଲାଇ ବେକ୍ଟେରିଆ ସ୍ପଏଲ ହେଇଯାଉଛି ତା ହେଲେ ନିଶ୍ଚୟ ଗୁପ୍ତ ଅଙ୍ଗରେ ଇନଫେକ୍ସନ ହେବ । ତେବେ ଖାସ୍ କରି ଗୋଟିଏ ଝିଅର ପିରିୟଡ ହେବା ସମୟ ରେ ଏହି ପରି ଯୋଡି ଇନଫେକ୍ସନ ହେବାର ଅଧିକ ଚାନ୍ସ ରହିଥାଏ । ଏହି ପିରିୟଡ ହେବା ସହିତ ପ୍ୟଡଟି ଅଧିକ ଷ୍ଟ୍ରେଚ୍ ହୋଇଥାଏ । ବେଳେବେଳେ ଗୁପ୍ତ ଅଙ୍ଗ କୁଣ୍ଡାଇ ହୁଏ ଓ ବେଳେବେଳେ ଟିକେ ସ୍ମେଲ ବି ହୁଏ । କେତେକ ମହିଳାଙ୍କର ଗୁପ୍ତ ଅଙ୍ଗରେ ଫଙ୍ଗଲ ଇନଫେକ୍ସନ ମଧ୍ୟ ହୋଇଥାଏ ।
ଗର୍ଭବତୀ ମହିଳା ଯେଉଁ ମାନେ ଅନେକ ଦିନ ଧରି ମେଡ଼ିସିନ ଖାଉଥିବେ। ଯେଉଁ ମହିଳାଙ୍କ ଡାଇବେଟିସ ଥିବ ଓ ଯେଉଁ ମହିଳାଙ୍କ କିଡ୍ନି ଟ୍ରାନ୍ସପ୍ଳାଣ୍ଟ ହେଇଥିବ ସେମାନଙ୍କ କ୍ଷେତ୍ରରେ ଫଙ୍ଗଲ ଇନଫେକ୍ସନ ଦେଖା ଦେଇଥାଏ । ବନ୍ଧୁଗଣ ମହିଳା ଙ୍କ ଗୁପ୍ତାଙ୍ଗରେ ଅନେକ ପ୍ରକାରର ଇନଫେକ୍ସନ ରହିଛି । ସବୁ ଇନଫେକ୍ସନ ର ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖାଦିଏ । ତେବେ ଅଧିକାଂଶ କ୍ଷେତ୍ରରେ ମହିଳାଙ୍କ ଗୁପ୍ତ ଅଙ୍ଗ ବ୍ୟାକ୍ଟେରିଆ ପାଇଁ ଇନଫେକ୍ସନ ହୋଇଥାଏ ।
ଯଦି ଏହି ବେକ୍ଟେରିଆ ପାଇଁ ଗୁପ୍ତ ଅଙ୍ଗରେ ଇନଫେକ୍ସନ ହୋଇଥାଏ ତେବେ ଗୁପ୍ତାଙ୍ଗରୁ ହ୍ୱାଇଟ କିମ୍ବା ଗ୍ରେ କଲରର ଡିସଚାର୍ଜ ହେବ । ହେଲେ ଏହି ଇନଫେକ୍ସନ ରେ ଗୁପ୍ତାଙ୍ଗ କୁଣ୍ଡେଇ ହେବ ନାହଁ । ଏହି ଇନଫେକ୍ସନ ହେଲେ ଗୁପ୍ତାଙ୍ଗ ରେ ଦୂର୍ଗନ୍ଧ ହେବ । ଏହା ସହିତ ଆଉ ଗୋଟେ ଇନଫେକ୍ସନ ହେଲା ଫଙ୍ଗଲ ଇନଫେକ୍ସନ । ଏହି ଇନଫେକ୍ସନ ବି ଅଧିକାଶଂ ମହିଳା ମାନଙ୍କ ଗୁପ୍ତାଙ୍ଗରେ ହୋଇଥାଏ ।
ଏହି ଇନଫେକ୍ସନ ହେଲେ ଗୁପ୍ତାଙ୍ଗରୁ ଥିକ୍ କିମ୍ବା ଦହୀ ଭଳି ଡିସଚାର୍ଜ ହେବ ପରିସ୍ରା ସ୍ଲୋ ହେବ । ପରିସ୍ରା କଳା ହେବ ପରିସ୍ରା ରେ ଜୋଳା ପୋଡା ହେବ । ଏହା ହେଲେ ଗୁପ୍ତାଙ୍ଗ ସ୍ମେଲ ହେବ ନାହିଁ । ତେବେ ଏଠାରେ ଶେଷ ଇନଫେକ୍ସନ ଟି ହେଲା ଟ୍ରାଇକୋମୋନାସ ଇନଫେକ୍ସନ । ଏହା ବହୁତ ମହିଳା ଙ୍କୁ ହୋଇଥାଏ । ଏହି ଇନଫେକ୍ସନ ହେଲେ ଗୁପ୍ତାଙ୍ଗରୁ ହଳଦିଆ ରଙ୍ଗର ମୋଟା ଡିସଚାର୍ଜ ହୁଏ । ଏହା ହେଲେ ଡାକ୍ତର ମାନେ ମହିଳା ମାନଙ୍କ ସହିତ ତାଙ୍କର ପାର୍ଟନର ଙ୍କର ବି ଚିକିତ୍ସା କରିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।