ହାଇ କୋର୍ଟ ରୁ ଆସିଲା Tapswini ଏବଂ ତାଙ୍କ ବାପାଙ୍କ ପାଇଁ ବଡ ଝଟକା ଖେଳ କରିଦେଲେ Sumit sahu

Tapswini

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଭଲ ଭାବେ ଜାଣିଥିବେ ତପସ୍ୱିନୀ ସୁମିତ ଙ୍କ ମାମଲା ଦିନ କୁ ଦିନ ଗଡିବାରେ ଲାଗିଛି । ସୁମିତ ଏବଂ ବାପା ପ୍ରମୋଦ ସାହୁ ଜିଲ୍ଲା କୋର୍ଟ ର ନିର୍ଦ୍ଧେଶ କୁ ଚାଲେଞ୍ଜ କରି ବର୍ତ୍ତମାନ୍ ହାଇ କୋର୍ଟ ରେ ପହଞ୍ଚି ଅଭିଯୋଗ କରିଛନ୍ତି । ଯେ କେମିତି 30 ରୁ ଅଧିକ ମହିଳା ତାଙ୍କ ବିନା ଅନୁମତି ରେ ପସି ଗେଟ୍ ଭାଙ୍ଗି ତପସ୍ୱନୀ ଙ୍କୁ ପ୍ରବେଶ କରାଇ ଥିଲେ । ଏହା ପଛରେ ତପସ୍ୱନୀ ଙ୍କ ବାପା ଙ୍କର ମଧ୍ୟ ହାତ ରହିଛି ।

ଯାହା ଦ୍ୱାରା ହାଇକୋର୍ଟ ତପସ୍ୱିନୀ ଏବଂ ତାଙ୍କ ବାପା ଙ୍କୁ ନୋଟିସ୍ କରିଛନ୍ତି । ଏବଂ ଏହି ମାମଲା ଫେବୃଆରୀ 8 ତୀରିଖରେ ଘୋଷଣା ହେବ ବୋଲି ଧାର୍ଯ୍ୟ ହୋଇଛି । ତଥା ଫେବୃଆରୀ 8 ତାରିଖ ଦିନ ତପସ୍ୱିନୀ ଏବଂ ତପସ୍ୱିନୀ ଙ୍କ ବାପା ଙ୍କୁ ଉପସ୍ଥିତ ରହିବା ପାଇଁ ଅର୍ଡର ଜାରି ହୋଇଛି ।

Tapaswini

ଅନ୍ୟ ପକ୍ଷରେ ଯାହା ହୋଇଗଲେ ବି ସୁମିତ ଆଉ ତାଙ୍କୁ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି । ଏବଂ ପୁଅ କୁ ସଂମ୍ପର୍ଣ୍ଣ ରୂପେ ସାହାଯ୍ୟ କରୁଛନ୍ତି ବାପା ପ୍ରୋମଦ ସାହୁ ।ପ୍ରମୋଦ ସାହୁ ତପସ୍ୱିନୀ କୈଣସି ମତରେ ତାଙ୍କର ବୋହୁ ବୋଲି ମାନିବା ପାଇଁ ନାରାଜ ଅଟନ୍ତି ।

ବର୍ତମାନ ଘରେ ତପସ୍ୱନୀ ଏବଂ ଶାଶୁ ଓ ଜେଜେ ମାଆ ରହୁଥିବା ବେଳେ ପ୍ରମୋଦ ସାହୁ ଏବଂ ସ୍ଵାମୀ ସୁମିତ କୁମାର ସାହୁ ଘରକୁ ଫେରି ନାହାନ୍ତି । ଏବଂ କୋର୍ଟ ଦେଇଥିବା ନିର୍ଦ୍ଧେଶ ମାସିକ 17000 ଟଙ୍କା ଦେବା ପାଇଁ ରାଜି ନାହାଁନ୍ତି ସୁମିତ ଙ୍କ ପରିବାର ଲୋକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *