ରାତିକ ଭିତରେ social media ନିଆଁ ପରି ଭାଇରାଲ ହେଲା ଏହି ଝିଅ ଦେଖନ୍ତୁ video

social media

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଏହି ଅତ୍ୟାଧୁନିକ ଯୁଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବହ କରୁଛି ସୋସିଆଲ ମିଡିଆ । ବର୍ତମାନ ର ଯୁବପୀଢି ମାନେ ନିଜକୁ ଚର୍ଚ୍ଚା ରେ ଆଣିବା ପାଇଁ । କିଛି ବି କରିବାକୁ ପଛ ଘୂଞ୍ଚା ଦେଉ ନାହାଁନ୍ତି । ଆପଣ ମାନେ ମଧ୍ୟ ସବୁବେଳେ ଖବର କାଗଜ ରେ କିଛି ଟିଭି ରେ ଦେଖୁଥିବେ କି ସେଲଫି ନେବାକୁ ଯାଇ ଯୁବକ ମୃତ । ସୋସିଆଲ ମିଡିଆ ରେ ଚର୍ଚ୍ଚା ବାଇକ ଷ୍ଟାଣ୍ଡ ଆଦି ବହୁତ ଚର୍ଚ୍ଚା ର ବିଷୟ ଅଟେ । ତେବେ ବର୍ତମାନ ସମୟ ରେ ଲୋକ ମାନେ ସୋସିଆଲ ମିଡିଆ ପାଇଁ ଏବେ ପାଗଳ କି ସେମାନେ ଏଠାରେ ଫେମସ ହେବା ପାଇଁ କିଛି କରିଦେଉଛନ୍ତି ।

ଏପରି କି ସେମାନେ ନିଜର ଜିବନ କୁ ମଧ୍ୟ ବାଜିରେ ଲଗେଇ ଦେଉଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଭାଇରଲ ଭିଡ଼ିଓ ବିଷୟ ରେ କହିବୁ ଜାହା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ ଘଟଣା ଅନୁସାରେ ଜଣେ ମହିଳା ସୋସିଆଲ ମିଡିଆରେ ଭାଇରଲ ହେବା ତଥା ଚର୍ଚ୍ଚା ରେ ରହିବା ପାଇଁ ଏମିତି କିଛି କରିଛନ୍ତି ଯାହା ଦେଖିଲେ ଆପଣ ମାନଙ୍କ ଆଖି ବି ଖୋଲା ରହିଯିବ । କିନ୍ତୁ ତା ପରେ ଯାହା ଘଟିଛି ତାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ।

ତେବେ ଭିଡ଼ିଓ ରେ ଦେଖିବା ପାଇଁ ମିଳିଥିଲା କି ଝିଅ ଟିଏ ଅଧରାତି ରେ ଏବଂ କାନ୍ଦି କାନ୍ଦି କହୁଛୁ ତାର ମାଆ ଏବଂ ଦିଦି ତାକୁ ମିଠା ଖାଇବା ପାଇଁ ବାରଣ କରୁଛନ୍ତି । ସେ ଚୁପ କରି ମିଠା ଖାଇବାକୁ ନେଇ ଆସିବାରୁ ତାହାକୁ ଦିଦି ଦେଖି ମାଆ ଙ୍କୁ କହିବାରୁ ମାଆ ଦିଦି ମିଶି ବହୁତ ମାରିଲେ । ହେଲେ ସେହି ଯୁବତୀ ଅନ୍ୟ ଭିଡ଼ିଓ ରେ କହୁଛନ୍ତି ମାଆ ମାନଙ୍କ ଉପରେ ରାଗିବା ଉଚିତ ନୁହେଁ ।

ସେ ମତେ ବହୁତ ଭଲ ପାଆନ୍ତି । ଆଉ କାଲି ରାତିରେ ମିଠା ଖାଇବି ବୋଲି କାନ୍ଦୁ ଥିଲି ବୋଲି ଆଜି ମାଆ ମୋ ପାଇଁ ବହୁତ ସାରା ଖାଇବା ବନେଇଛି । ଆଉ ମେତେ ପ୍ରେମ ରେ ଡାକି ଖାଇବାକୁ ଦେଇଛି । ପୁଣି ଅନ୍ୟ ଏକ ଭିଡ଼ିଓ ରେ ଲୋକମାନ ଙ୍କୁ କହୁଛି କି କଣ ମୁଁ କଣ ଟିକେ କାନ୍ଦେଇ ଦେଲି ବୋଲି ଲୋକ ମାନେ ତାକୁ ମିଠା ଖାଇବାକୁ ଅଫର ଦେଉଛନ୍ତି ତେଣୁ ତାଙ୍କର ଭିଡ଼ିଓ ଦେଖି ଆପଣ ମଧ୍ୟ ପାଗଳ ହୋଇ ଯିବେ। ତେବେ ଲୋକ ମାନେ ସେହି ଝିଅର ଅଭିନୟ କୁ ବହୁତ ପସନ୍ଦ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *