ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜି ର ସମୟ ରେ ଟେକ୍ନୋଲୋଜି ର ସମୟ ଅଟେ । ତଥାପି ଲୋକ ମାନେ ଜ୍ୟୋତଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି । ଏହାର କାରଣ ମଣିଷ ଜନ୍ମ ପରେ ତାର ଜନ୍ମ ସମୟରେ ଗ୍ରହ ନକ୍ଷତ୍ର ର ସ୍ଥିତି ଓ ଉପସ୍ଥିତି ତଥା ରାଶି ଚକ୍ର ରେ ଦଶା ମହାଦଶା ର ଉପସ୍ଥିତି କୁ ବିଚାର କରି ତାର ଜନ୍ମ ଜାତକ କୁ ପ୍ରସ୍ତୁତ କରାଜାଇଥାଏ । ତେଣୁ ଜନ୍ମ ସମୟ କୁ ତ ଏଡାଇ ଦେଇ ହେବନି । ପ୍ରତ୍ୟୋକ ବ୍ୟକ୍ତି ଜିବନ ରେ ନିଜର ରାଶି ଆଧାର ରେ ଅନେକ ମହତ୍ୱପୂର୍ଣ୍ଣ କଥା ଜାଣି ପାରିଥାନ୍ତି । ଏହା ସହିତ ସେମାନଙ୍କ ଭଲ ମନ୍ଦ ଏବଂ ଭଲ ଖରାପ ଗୁଣ ବିଷୟ ରେ ବି ଜାଣି ପାରନ୍ତି । ତେବେ ଆମେ ଆଜି ପ୍ରତ୍ୟୋକ ରାଶି ମାନଙ୍କର ଦୂର୍ବଳତା ବିଷୟ ରେ ଏଠାରେ କଥା ହେବା ପାଇଁ ଆସିଛୁ ।
1. ମେଷ ରାଶି
ପ୍ରେମ ସଂମ୍ପର୍କ ରେ ଏମାନଙ୍କ ଉପରେ ଭରଷା କରିବା ଉଚିତ ନୁହେଁ । ଏମାନେ ବହୁତ ଜଲ୍ଦି କ୍ରୋଧିତ ହୋଇଜାଆନ୍ତି ।
2. ବୃଷ ରାଶି ।
ଏମାନେ ଅଳସୁଆ ପ୍ରବୃତି ର ଅଟନ୍ତି । ନିଜର ଭୁଲ କୁ କେବେ ବି ଶିକ୍ୱାର କରନ୍ତି ନାହିଁ । ଏହି ରାଶିର ଲୋକ ମାନେ ରାଗରେ ସୀମା ଟପି ଜାଆନ୍ତି । ଏବଂ ନିଜକୁ ସମସ୍ୟା ରେ ପକେଇଥାନ୍ତି ।
3. ମିଥୁନ ରାଶି
ଏମାନେ ସବୁ ବେଳେ ଅସମ୍ଭବ କଥା ଚିନ୍ତା କରନ୍ତି । ଏମାନଙ୍କ ହୃଦୟ ବହୁତ କୋଠର ହୋଇଥାଏ । ଏମାନଙ୍କ ମନରେ କିଛି ସମୟ ରେ ପରିବର୍ତନ ଆସେ ।
4. କର୍କଟ ରାଶି
ଏମାନେ ବହୁତ ଜିଦିଆ ଅଟନ୍ତି । ପ୍ରେମ ସଂମ୍ପର୍କ ରେ ଏମାନଙ୍କ ଉପରେ ଭରଷା କରିବା ଉଚିତ ନୁହେଁ । ଏମାନେ ଭୁଲ କରି ନିଜର ଭୁଲ କୁ ମାନନ୍ତି ନାହିଁ । ନିଜ କାରଣ ରୁ ସବୁ ବେଳେ ହଇରାଣ ହୁଅନ୍ତି ।
5. ସିହଂ ରାଶି
ଏମାନଙ୍କ ବର୍ତମାନ ଠାରୁ ଭବିଷ୍ୟତ ପାଇଁ ଅଧିକ ଚିନ୍ତା ରହେ । ସେହିଥି ପାଇଁ ଏମାନେ ନିଜ ବର୍ତମାନ କୁ ଆଗ ନଷ୍ଟ କରି ଦିଅନ୍ତି । ଏମାନେ ବହୁତ ଲୋଭି ଏବଂ ଇର୍ଷାବାନ ଅଟନ୍ତି ।
6. କନ୍ୟା ରାଶି
ସବୁକଥା କୁ ବଢି କରି କହିବା ଏମାନଙ୍କ ସ୍ୱଭାବ । ଏମାନେ ଅନ୍ୟର କଥା କୁ କେବେ ବି ସୁଣନ୍ତି ନାହିଁ । ଏହି ପରି ଲୋକ ମାନେ ବହୁତ ସ୍ୱାର୍ଥି ପ୍ରବୃତି ର ଅଟନ୍ତି ।
7. ତୁଳା ରାଶି
ଏମାନେ ବହୁତ ଜଲ୍ଦି ଅନ୍ୟ କୁ ବିଶ୍ୱାସ କରନ୍ତି । ଯାହା ସେମାନଙ୍କୁ ବହୁତ କ୍ଷେତି କରେ । ଏମାନେ ବହୁତ ଭାବୁକ ସ୍ୱଭାବ ର ଅଟନ୍ତି ।
8. ବିଛାରାଶି
ଏମାନେ ଜୀବନରେ ସର୍ବଦା ପଛରେ ରହିଥାନ୍ତି ଏବଂ କୌଣସି କଥାକୁ ସହଜରେ ଭୁଲନ୍ତି ନାହିଁ । ସବୁବେଳେ ପ୍ରତିଶୋଧ ନେବାକୁ ଚିନ୍ତା କରିଥାନ୍ତି ।
9. ଧନୁରାଶି
ଧନୁରାଶିର ବ୍ୟକ୍ତିମାନେ ଏକୁଟିଆ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏମାନେ ବହୁତ ଜିଦିଆ ମଧ୍ୟ ହୋଇଥାନ୍ତି । ଭୁଲ କାର୍ଯ୍ୟ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ ।
10. ମକର ରାଶି
ଅନ୍ୟ କଥା ରେ ପଡି ସବୁ କିଛି ହରେଇ ବସନ୍ତି । ଏମାନେ କୈଣସି କଥା କୁ କେବଳ ଥରକେ ରେ ହିଁ ବିଶ୍ୱାସ କରନ୍ତି ନାହିଁ । ସବୁବେଳେ ସନ୍ଧେହ ନଜର ଏମାନଙ୍କର ।
11. କୁମ୍ଭ ରାଶି ।
ଏମାନେ ସ୍ୱର୍ଥ ପାଇଁ କିଛି ବି କରି ପାରନ୍ତି ଅନ୍ୟର କଥା ସୁଣନ୍ତି ନାହିଁ । ଏକୁଟିଆ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏମାନେ ବହୁତ ଜିଦିଆ ମଧ୍ୟ ହୋଇଥାନ୍ତି ।
12. ମୀନ ରାଶି
ଏମାନେ ନିଜ ରାଗ ପାଇଁ ବହୁତ ସମୟ ରେ ଅସୁବିଧା ବୋଗ କରିଥାନ୍ତି । ଏମାନେ ସବୁ ସମୟ ରେ ମିଛ କଥା କୁହନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।