ସ୍ୱାମୀ ପୂର୍ବରୁ ବୟଫ୍ରେଣ୍ଡଙ୍କ ଦ୍ୱାରା ଗର୍ଭବତୀ ହୋଇ ସାରିଛନ୍ତି ଏହି ସୁନ୍ଦରୀମାନେ, ସତ ଜାଣିବା ପରେ ମଧ୍ୟ ସ୍ୱାମୀମାନେ ଧରିଲେ ହାତ ।

Boyfriend

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେହି ମହିଳା ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ଯେଉଁ ମାନଙ୍କୁ ମାଆ ହେବାର ସ୍ୱଭାଗ୍ୟ ପ୍ରାପ୍ତି ହୋଇଥାଏ । ଗୋଟିଏ ଛୁଆ ଜନ୍ମ ହେବା ପରେ ସାରା ଘର ଖୁସୀ ମନେଇ ଥାଏ । ଏମିତି ସମୟ ରେ ଜଣେ ବାପା ଙ୍କର ଖୁସୀର ଠିକଣା ରହିନଥାଏ । ଆପଣ ମାନେ ଟିକିଏ ଚିନ୍ତା କରନ୍ତୁ ସେହି ସମୟ ରେ ଜଣେ ପିତା ଉପରେ କଣ ବିତୁଥିବ ଯେତେ ବେଳେ ଜଣା ପଡେ କି ତାଙ୍କ ପତ୍ନୀ ପୂର୍ବରୁ ବି ଗର୍ଭବତୀ ହୋଇସରିଛନ୍ତି ।

ବାସ୍ତବରେ ତାଙ୍କୁ ଖରାପ ଲାଗିବ । ତେବେ ଏମିତି ଖାସ କି ସେଲିବ୍ରେଟି ମାନଙ୍କ ସହିତ ହୋଇଥାଏ । ତେବେ ଆମେ ଆପଣ ମାନଙ୍କୁ ସେମିତି କିଛି ସେଲିବ୍ରଟି ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ବଲିଉଡ ରେ କାମ କରିବା ସମୟ ରେ ବୟଫ୍ରେଣ୍ଡ ସହିତ ରାସଲୀଳା କରି ଗର୍ବଭତୀ ହୋଇଛନ୍ତି ଏବଂ ପରେ ସେମାନେ ଅନ୍ୟକୁ ବିବାହ କରିଛନ୍ତି ।

Celina Jaitley

1. ସେଲିନା ଜେଟଲୀ
ମିସ୍ ଇଣ୍ଡିଆ ସେଲିନା ଜେଟଲୀ ବିବାହ ପୂର୍ବରୁ ନିଜର ବୟଫ୍ରେଣ୍ଡ ଦ୍ୱାରା ଗର୍ଭବତୀ ହୋଇଥିଲେ । ଏବଂ ପରେ ସେ ଆବର୍ଶନ ର ସାହାରା ନେଇଥିଲେ । ଏହା ପରେପରେ ସେ ପିଟର ହଗ୍ ଙ୍କୁ ଡେଟ୍ କରିଛନ୍ତି । ଏବଂ ତାଙ୍କୁ ବାହା ହୋଇଛନ୍ତି ।

ସୂଚନା ଅନୁସାରେ ପିଟର ହଗ୍ ଙ୍କୁ ସେଲିନା ଜେଟଲୀ ଙ୍କ ପୂର୍ବରୁ ଗର୍ଭବସ୍ତା ବିଷୟ ରେ ଜଣା ଥିଲା ଏହା ପରେ ବି ସେ ସେଲିନା ଜେଟଲୀ ଙ୍କ ସହିତ ବିବାହ କରିଥିଲେ । ତେବେ ପିଟର ଙ୍କ ଦୁବାଇ ରେ ହୋଟେଲ ବ୍ୟବସାୟ ରହିଛି । ତେବେ ସେଲିନା ଜେଟଲୀ ବର୍ତମାନ ସମୟ ରେ ନିଜ ସ୍ୱାମୀ ଙ୍କ ସହିତ ଆବ୍ରଡ ରେ ସେଟେଲ ରହିଛନ୍ତି ।

Konkona Sen Sharma

2. କୋଙ୍କଣା ସେନ ଶର୍ମା
ତେବେ ବନ୍ଧୁଗଣ କୋଙ୍କଣା ସେନ ଶର୍ମା ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ସୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ତେବେ ମିଳିଥିବା ସୂଚନା ମୁତାବକ ରଣବୀର ଶୋରୀ ଙ୍କ ସହିତ ବିବାହ ପୂର୍ବରୁ କୋଙ୍କଣା ଆଉ କାହା ସହିତ ଡେଟ୍ କରିଥିଲେ ।

ତାଙ୍କ ଦ୍ୱାରା ଗର୍ଭବତୀ ମଧ୍ୟ ହୋଇଥିଲେ । ପରେ ରଣବୀର ଙ୍କ ସହିତ ଡେଟ କରି ତାଙ୍କୁ ବିବାହ କରିଥିଲେ । ପରିଶେଷ ରେ ରଣବୀର ଙ୍କ ସହିତ କୋଙ୍କଣା ଙ୍କର ଛାଡପତ୍ର ହୋଇଛି ।

Amrita Aroda

3. ଅମୃତା ଅରୋଡା
ବର୍ତମାନ ସମୟ ରେ ଆମେ ଯଦି ବଲିଉଡ ଅଭିନେତ୍ରୀ ଅମୃତା ଅରୋଡା ଙ୍କ ବିଷୟ ରେ କହିବା ତେବେ ମଲ୍ଲାଇକା ଅରୋଡା ଙ୍କ ଛୋଟ ଭଉଣୀ ଅମୃତା ଅରୋଡା ଅଟନ୍ତି । ତେବେ ସେ 2009 ମସିହା ରେ ବିଜିନେସ ମ୍ୟାନ ଶକିଲ ଲଦାକଙ୍କ ସହିତ ବାହା ହୋଇଥିଲେ। ମିଳିଥିବା ଖବର ଅନୁସାରେ ଅମୃତା ଅରୋଡା ଙ୍କ ବିଷୟ ରେ ରେ ବି ଏହା କୁହାଜାଇଛି କି ସେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ।

ବିବାହ ପରେ ସଂଙ୍ଗେ ସଂଙ୍ଗେ ସେ ଘୋଷଣା କରିଥିଲେ କି ସେ ମାଆ ହେବା ପାଇଁ ଯାଉଛନ୍ତି ବୋଲି । ତେବେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଅମୃତା ଅରୋଡା ଏଠାରେ ନିଜର ସ୍ୱାମୀ ଦ୍ୱାରା ହିଁ ଗର୍ଭବତୀ ହୋଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *