ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଜଣେ ମହିଳା ବିରେନ୍ଦ୍ର ରଥ ନାମକ ଜଣେ ବ୍ୟକ୍ତି ଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ କ୍ୟାମେରା ସାମ୍ନା ରେ ନିଜର ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ବିବରଣି ଦେଇଛନ୍ତି । ବୃତ୍ତି ବିଷୟ ରେ କହିବାକୁ ଗଲେ ମହିଳା ଙ୍କର ଦୁଇଟି ଗାଡି ରହିଛି । ସେହିଥି ପାଇଁ ସେ ଟ୍ରାନ୍ସପୋର୍ଟର ଙ୍କ ସହିତ କାମ କରୁଥିଲେ । ଯେଉଁ ଜରିଆରେ ବିରେନ୍ଦ୍ର ଙ୍କ ସହିତ ଜୁଲାଇ ମାସରେ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ।
ତେବେ ତାଙ୍କର କହିବା ଅନୁସାରେ ବିରେନ୍ଦ୍ର ପ୍ରଥମେ ତାଙ୍କ ସହିତ ରାତି ରାତି ଗପୁଥିଲେ । ପରେ ମହିଳା ଜଣଙ୍କ ମନାକରିଥିଲେ । ଏହା ପରେ ବିରେନ୍ଦ୍ର ମହିଳା ଙ୍କୁ ବିଧବା ଥିବା ଏବଂ ସେ ନିଜର ସ୍ତ୍ରୀ ଙ୍କୁ ଛାଡପତ୍ର ଦେବା କଥା ଜଣେଇ ଥିଲେ । ତେଣୁ ତାଙ୍କ ସହିତ ବନ୍ଧୁତା କରିବାକୁ କହିଥିଲେ । ଅଗଷ୍ଟ ମାସରେ ବିରେନ୍ଦ୍ର ମହିଳା ଙ୍କ ଘରକୁ ଯାଇଥିଲେ । ମାତ୍ର ମହିଳା ଜଣଙ୍କ ତାଙ୍କ ଘରକୁ କାହାକୁ ବି ପସିବାକୁ ଦେଉନଥିଲେ । ତେଣୁ ବିରେନ୍ଦ୍ର ତାଙ୍କ ସହିତ ଜରୁରୀ କଥା ହେବା ପାଇଁ ଗାଡି ଭିତରକୁ ଡାକିଥିଲେ । ଏବଂ ପରେ ସେ ରାଞ୍ଚି ରୋଡ଼ କୁ ନେଇ ଯାଇଥିଲେ ।
ସେଠାରେ ମହିଳାଙ୍କ ସହିତ ସେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହା ପରେ ମହିଳା ଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏବଂ ପରେ ପରେ ସେ ମହିଳା ଙ୍କ ଘରର କୁ ପ୍ରିତିଦିନ ଆସୁଥିଲେ । ଏବଂ ମହିଳା ଙ୍କ ଝିଅ ଙ୍କ ସହିତ ନିଜର ବ୍ୟବହାର କରୁଥିଲେ ।
ହେଲେ ମହିଳା ଙ୍କ ଅଭିଯୋଗ ଏହା ଥିଲା କି ଯେତେ ବେଳେ କିଛି ଦିନ ପରେ ବିରେନ୍ଦ୍ର ଙ୍କ କମ୍ପାନୀ ରେ ଷ୍ଟ୍ରାଇକ ଚାଲିଲା ଅନ୍ୟ ଏକ କମ୍ପାନୀ କୁ ନେଇ ତେଣୁ ବିରେନ୍ଦ୍ର ମହିଳାଙ୍କ ଉପରେ ସେହି କମ୍ପାନୀ କୁ ନେଇ ଏକ ଡିମାଣ୍ଡ ରଖିଲେ ଏବଂ ଏପରି ନକରିଲେ ତାଙ୍କୁ ବିବାହ କରିବେ ନାହିଁ ବୋଲି ଧମକ ଦେଉଥିଲେ ।
ତାଙ୍କ କହିବା ଅନୁସାରେ ବଡ ଟ୍ରାନ୍ସପୋର୍ଟ ହେଉଥିବା କାରଣ ରୁ ସବୁ ନେତା ମନ୍ତ୍ରୀ କିଣିବା ପାଇଁ ତାଙ୍କ ପାଖରେ ପଇସା ରହିଛି । କେହି ଚାହିଁଲେ ବି ତାଙ୍କର କେହି ବି କିଛି କ୍ଷେତି କରି ପାରିବେ ନାହଁ । ଏହା କହି ମହିଳା ଙ୍କୁ ବାରମ୍ବର ଧମକ୍ ଦେଉଥିଲେ । ମହିଳା ଜଣଙ୍କ ଯେତେ ବେଳେ ତାଙ୍କ ସ୍ୱାମୀ ଙ୍କ ବିଷୟ ରେ ଛାଡପତ୍ର କଥା କହିଥିଲେ । ସେତେ ବେଳେ ମହିଳା ଙ୍କୁ ବୟସ ର ତାରତମ୍ୟ କଥା କହିଥିଲେ । ଏହି କଥା କୁ ନେଇ ବର୍ତମାନ ସମୟ ରେ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।