ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାମୁଁ ଙ୍କୁ ବାହା ହେବି ଏହା କୈଣସି ଯାତ୍ରା ବା ଫିଲ୍ମ ଡାଇଲଗ୍ ନୁହେଁ । ବରଂ ଜଣେ ଭାଣେଜି ଙ୍କର ଏହା ହେଲା ଜିଦ୍ । ଝିଅର ଜିଦ୍ ଆଗରେ ଏବେ ସମସ୍ତ ଙ୍କ ମୁଣ୍ଡ ଗୋଲ ଅଟେ । କାରଣ ବାବୁ ଙ୍କୁ ବାହା ହେବା ଜିଦ୍ ରେ ବସିଛନ୍ତି ଭାଣେଜି । କାହାଣୀ ର ଟୁଇଷ୍ଟ ସେତେ ବେଳେ ଆସିଲା ଯେତେବେଳେ ଲଭର ମନା କରିଦେଲା ଏବେ ମଙ୍ଗୁ ନାହାଁନ୍ତି ଯୁବକ।
ସେମିତି ରେ ଆପଣ ମାନେ ପ୍ରେମ ପ୍ରତାରଣା ଖବର ବହୁତ ସମୟ ରେ ପଢୁଥିବେ । ହେଲେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟ ରେ କହିବୁ ତାହା ଟିକିଏ ଅଲଗା ପ୍ରକାରର ଅଟେ । ଆପଣ ମାନଙ୍କୁ ସୁଣି ଟିକେ ଆଶ୍ଚର୍ଯ୍ୟ ଲାଗିବ । ଆଗେ ଭଲ ପାଇବାର ନାଟକ କଲେ ଓ ଏବେ ସମ୍ପର୍କୀୟ ଭଉଣୀ ଙ୍କୁ ବିବାହର ପ୍ରତିଶୃତି ଦେଇ ଫେରାର ହୋଇଗଲେ ମାମୁଁ ।
ଧରା ଛୁଆଁ ନଦେବାରୁ ଏବେ ଥାନା ରେ ରହିଛି ମାମଲା । ପରେ ମାମୁଁ ଙ୍କୁ ଧରେଇବା ପାଇଁ ତନ୍ନାଘନ୍ନା ଚଲେଇଛି ପୋଲିସ । ତେବେ ଏହି ଅଭିଯୋଗ ଆସିଛି ଜାଜପୁର ଜିଲ୍ଲା ର ବିଞ୍ଝାରପୁର ପଇରଖ ଗାଁରୁ । ଗ୍ରାମ ର ଜିତେନ୍ଦ୍ର ପ୍ରଧାନ ଙ୍କ ନାମରେ ଏମିତି ଅଭିଯୋଗ ଆସିଛି । ପ୍ରେମ ସମୟ ରେ ସବୁ ବେଳେ ସମୟ ଦେଇ ଆସୁଥିବା ମାମୁଁ ଥାନା ରେ ମାମଲା ହେବା ପରେ କେଉଁଆଡେ ଫେରାର ହୋଇଜାଇଛନ୍ତି ।
ସେପଟେ ଭାଣିଜି ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ଜିଦ୍ ରେ ଅଟଳ ଅଛନ୍ତି। ଦିର୍ଘଦିନ ଧରି ମାମୁଁ ଜିତେନ୍ଦ୍ର ଙ୍କ ସହିତ ସଂମ୍ପର୍କ ରହିଥିବା କହିଛନ୍ତି ପିଡିତା । ହେଲେ ଏବେ ଅନ୍ୟତ୍ର ବିବାହ କରିବା କଥା ସୁଣି ମନ ବଳାଇଛନ୍ତି ଯାହା ଭାଣିଜି ଙ୍କ ହୃଦୟକୁ ଭାଙ୍ଗି ପକାଇଛି । ମାମୁଁ କାହିଁକି ବିବାହ କରିବା ପାଇଁ ମନା କରିଲେ ଜାଣିବା ପରେ ପୋଲିସ ପିଡୀତା ଙ୍କ ବୟାନ ରେକର୍ଡ କରିଛନ୍ତି । ଏବଂ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ତେବେ ଏହି ଘଟଣା କୁ ନେଇ ଆପଣ ମାନେ କଣ ମତ ରଖିବେ ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।