ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ବୃଷ ରାଶି ର ବ୍ୟକ୍ତି ବିଶେଷ ମାନଙ୍କର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଦଭୁତ କଥା ବିଷୟ ରେ । ଯେମିତି କି ଚରିତ୍ର, ସ୍ୱଭାବ, ଖାଦ୍ୟ ରୁଚି, କର୍ମ କ୍ଷେତ୍ର, ଶିକ୍ଷା, କେରିୟର, ପ୍ରେମ ଜୀବନ ବିଷୟ ରେ । ଏମିତି ଅନେକ କିଛି ବଷୟ ବସ୍ତୁ ଉପରେ ଆଜି ଆମେ ଜାଣିବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ବନ୍ଧୁଗଣ ବୃଷ ରାଶି କୁ ସାଧାରଣ ତ ତିନି ଭାଗରେ ବଭକ୍ତ କରା ଯାଇଛି ଯଥା 3/2 କୃତିକା ନକ୍ଷେତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦାନବ ଗଣ । 4/2 ରୁହିଁଣି ନକ୍ଷେତ୍ର ବୃଷ ରାଶି ଏମାନେ ହେଉଛନ୍ତି ମାନବ ଗଣ । 5/2 ମୃଗଶିରା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦେବଗଣ ।
ବୃଷ ରାଶି ବ୍ୟକ୍ତିର ମନ୍ଦ ଗୁଣ ହେଉଛି ସହଜ ରେ ରାଗନ୍ତି ନାହିଁ ଆଉ ଯଦି ରାଗି ଯାଆନ୍ତି ତାହାଲେ ହିତା ହାିତ ଜ୍ଞ୍ୟାନ ଭୁଲି ଯାଆନ୍ତି, ସ୍ତ୍ରୀ ଯାତି ପ୍ରତି ଆଗ୍ରହି ହୋଇଥାନ୍ତି ଏଣୁ ବନା ବିଚାର ରେ ଅର୍ଥ ବରବାଦ କରି ଥାନ୍ତି । ବୃଷ ରାଶି ବ୍ୟକ୍ତି ଙ୍କର ରୋଗ ଫୁସଫୁସ ରୋଗ, କଷ୍ଟ କାଠିନ୍ୟ ରୋଗ, ନିମୁନିଆ ରୋଗ, ପୁଷ୍ଟି ହିନତା, ଘଣ୍ଟିକା, ନାସ ରୋଗ, ଗୁପ୍ତ ରୋଗ ଏବଂ ମୂଖ ରୋଗ ଏମାନଙ୍କର ହୋଇଥାଏ । ବୃଷ ରାଶିର ବ୍ୟକ୍ତି ମାନଙ୍କର ଜିବିକା ଶିଳ୍ପ ପ୍ରିତିଷ୍ଟା, ଗ୍ରନ୍ଥ ପ୍ରଚାରକ, ଅଧ୍ୟାପକ, ଚିକିତ୍ସ୍ୟା, ଆଇନ, ବ୍ୟବସାୟ, କୃଷି ଏବଂ ପଶୁ ପାଳନ ଆଦି ଜିବିକା କରଥାନ୍ତି ।
ବୃଷ ରାଶି ବ୍ୟକ୍ତି ମାନଙ୍କର ଅଶୁଭ ତାରିଖ ଗୋଡିକ ହେଲା ପ୍ରତି ମାସର 5, 10, 14 ଏବଂ 20 ତାରିଖ ଅଶୁଭ ଅଟେ ଏବଂ ଶନିବାର ଅଶୁଭ ଅଟେ ଏବଂ ଲାଲ ରଙ୍ଗର ବସ୍ତ୍ର ଏବଂ ଦ୍ରବ୍ୟ ଅଶୁଭ ଅଟେ । ଏମାନଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ, ଜନ୍ମ ସ୍ଥାନ ଛାଡି ଦୂରରେ ରହିଲେ ରୋଜଗାର ରେ କିଛିଟା ପରିବର୍ତନ ଦେଖା ଦେଇଥାଏ । ସତ୍ୟ ସନ୍ଧାନ ରେ ବଡି ରହିବେ, ସ୍ତ୍ରୀ ଝିଅ ପୁଅ ର ସଂସାର କରିବେ, ସେମାନେ ରୋଗା କ୍ରାନ୍ତ ହୋଇଥାନ୍ତ ଏବଂ ଅନେକ ସମୟ ରେ ଜମିବାଡି ନେଇ ପାରିବାରିକ ସୁଖ କୁ ନେଇ ଅସାନ୍ତି ରହିପାରନ୍ତି । ପଢା ଲେଖା ରେ ସଫଳ ପାଇଥାନ୍ତି, ଛୋଟ ଛୋଟ କଥାରେ କଟି ପକେଇ ଦେଇଥାନ୍ତି ଏବଂ ସ୍ତ୍ରୀ ସହିତ ସମ୍ପର୍କ ଟିକିଏ ଭଲ ରଖିଥାନ୍ତି ।
ବିବାହ ଯୋଗ 14, 21ଏବଂ 26 ବର୍ଷ ରେ ବିବାହ ର ଯୋଗ ଥାଏ ଏବଂ ଏକ ରୁ ଅଧିକ ବିବାହ ର ଯୋଗ ଥାଏ । ବୃଷ ରାଶିର ବ୍ୟକ୍ତିଙ୍କର କ୍ଷତି ହେଉଛି ଜନ୍ମ ଠାରୁ ଆଠ ବର୍ଷ ପର୍ଯ୍ୟନ୍ତ, 28 ରୁ 35 ବର୍ଷ ପର୍ଯ୍ୟନ୍ତ ଖରାପ ଚାଲିଥାଏ ଏବଂ ପରିବାର ରେ ଦୁଃଖ, ଅଭାବ, ଅର୍ଥହାନି ସନ୍ତାନର ଯୋଗ ଅପବ୍ୟୟ କରିବା ଏବଂ ଶରୀର ରେ କଷ୍ଟ 9 ବର୍ଷ ରୁ 26 ବର୍ଷ, 37 ବର୍ଷ ରୁ 45 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ପୁରଣ ହୋଇ ନଥାଏ ଏଣୁ ବଦନାମ, ଚୋରି, ମିଛ କେସ ମକରଦମା ରେ ଫସି ଯାଇ ପାରନ୍ତି । ବୃଷ ରାଶି ବ୍ୟକ୍ତି ଙ୍କର ଲାଭ ବା ଶୁଭ ସମୟ 26 ରୁ 28 ଏବଂ 30 ବର୍ଷ ମଧ୍ୟରେ ଶୁଭ ସମୟ ହୋଇଥାଏ ଏବଂ କିଛି ନା କିଛି ଉନ୍ନତି ମୂଳକ କାର୍ଯ୍ୟ ସମାପନ ହୋଇଥାଏ ।
46 ବର୍ଷ ରୁ 51 ବର୍ଷ ପର୍ଯ୍ୟନ୍ତ ଅତି ଖରାପ, 52 ବର୍ଷ 7 ମାସ ରେ ମୃତ୍ୟୁ ତୁଲ୍ୟ କଷ୍ଟ ଅଛି ଏବଂ 88 ବର୍ଷ ରୁ 89 ବର୍ଢ ମଧ୍ୟ ରେ ମୃତ୍ୟୁ ଯୋଗ ଥାଏ । ବର୍ଷ ରାଶି ବ୍ୟକ୍ତି ମାନଙ୍କର ମନ୍ଦ ଗୁଣ ଆପଣଙ୍କ ଜୀବନ ରେ ଏକ ରୁ ଅଧିକ ସ୍ତ୍ରୀ ଲୋକ ଠାରୁ ମିତ୍ରତା ଥିଲେ କିଛି ସ୍ତ୍ରୀ ଲୋକ ଶତୃ ପାଲଟି ଯିବେ ଏଣୁ ସାବଧାନ ହୋଇ ଚଳନ୍ତୁ । ତେବେ ବୃଷ ରାଶି ବ୍ୟକ୍ତି ଙ୍କର ଶୁଭ ବାର ହେଉଛି ଶୁକ୍ର ବାର ଅନ୍ୟ ବରେ ସେତଟା ଶୁଭ ନଥାଏ ।
ରିଷ୍ଟ ବା ଘାଟି 2 ବର୍ଷ 3 ମାସ, 3 ବର୍ଷ 5 ମାସ, 5 ବର୍ଷ, 6 ବର୍ଷ, 9 ବର୍ଷ, 12 ବର୍ଷ, 16 ବର୍ଷ, 22 ବର୍ଷ, 24 ବର୍ଷ, 28 ବର୍ଷ, 32 ବର୍ଷ, 34 ବର୍ଷ, 42 ବର୍ଷ, 46 ବର୍ଷ, 52 ବର୍ଷ, 63 ବର୍ଷ, 64 ବର୍ଷ ଏବଂ 79 ବର୍ଷ ରେ ନାନାଦି କ୍ଷତି ରୋଗ ସୋକ ଏବଂ ଅପମୃତ୍ୟୁ ର ଯୋଗ ଥାଏ । ବୃଷ ରାଶିର ଛାତ୍ର ଛାତ୍ରୀ ପଢା ପଡିରେ ମନ ଛାଡି ଅଳସୁଆ ହୋଇଥାନ୍ତି ଏବଂ ଭୋଗ ବିଳାଶ ରେ ଦିନ କାଟିଥାନ୍ତି, ବିଳାଶ ଦିଗ ଆଡକୁ ମେଳିତ ହୁଅନ୍ତି, ଗୁରୁଜନଙ୍କ ସାନ୍ତି ଭଙ୍ଗ କରିଥାନ୍ତି ଏଣୁ ରାହୁ ଏବଂ ଶନିଙ୍କ ପାଇଁ ପ୍ରତିକାର କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।