ବଲିଉଡର 5 ଜୀଜା ଶାଳୀ ଯୋଡି – 4ର୍ଥ ଯୋଡି ଦେଖିଲେ ବିଶ୍ୱାସ ହେବନି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ଗୋଟିଏ ଏମିତି ପ୍ଲାଟଫର୍ମ ଅଟେ ଯେଉଁ ଠାରେ ବହୁତ ଅଭିନେତା ମାନେ ବହୁତ ବଡ ହୋଇ ବାହାରିଛନ୍ତି , ସେମିତି ରେ ଏହି ମଧ୍ୟ ରେ କିଛି ଅଭିନେତା ମାନେ ଏମିତି ରହିଛନ୍ତି ଯେଉଁ ମାନେ ରିଲେସନ ସିପ୍ ର ବହୁତ ପାଖରେ ରହିଛନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ବଲିଉଡ ରେ ବହୁତ ଫମସ୍ ଭାଈ ଭଉଣୀ ଙ୍କ ଯୋଡି ବିଷୟ ରେ କହିବା ପାଇଁ ଚାହିଁବୁ ଜାହାଙ୍କ ବିଷୟ ରେ ଆପଣ ମାନେ କେବେ ବି ଜାଣି ନ ଥିବେ , ହଁ ବନ୍ଧୁଗଣ ଏଠାରେ ବହୁତ ସେଲିବ୍ରେଟି ମାନେ ରହିଛନ୍ତି ଯେଉଁ ମାନେ ନିଜ ନିଜ ମଧ୍ୟ ରେ ସଂମ୍ପର୍କ ରେ ରହିଛନ୍ତି ।

Ajay Devgn

ତେବେ ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ ରହିଛନ୍ତି ଅଜୟ ଦେବଗନ ଏବଂ ରାନୀ ମୂଖାର୍ଜି , ସେମିତି ରେ ଅଜୟ ଏବଂ କାଜଲ ଙ୍କ ଯୋଡି ବଲିଉଡ ରେ ବହୁତ ଖାସ୍ ଯୋଡି ହୋଇ ଥିବା ବେଳେ ଏମାନଙ୍କ କାକା ଙ୍କ ଝିଅ ଅଟେ ରାନୀ ମୂଖାର୍ଜି ଏବଂ ଅଜୟ ଙ୍କ ଭଉଣୀ ଅଟେ ।

ସେହି ପରି ଦୁଇ ରେ ଆମେ ଯଦି କହିବା ତେବେ ଉଦୟ ଚୋପ୍ରା ଏବଂ ରାନୀ ମୂଖାର୍ଜି , ଫିଲ୍ମ ମୁଝସେ ଦୋସ୍ତି କରୋଗୀ ରେ ରାନୀ ଙ୍କୁ ସେ ଭଲ ପାଉ ଥିବା ବେଳେ ପରେ ହ୍ରୀତିକ୍ ଙ୍କ ସହିତ ବିବାହ ହୋଇ ଜାଉଛି ହେଲେ ରିଏଲ ଲାଇଫ୍ ରେ ଦେଖିବା ପାଇଁ ଗଲେ ବର୍ତମାନ ସମୟ ରେ ରାନୀ ମୂଖାର୍ଜି ଉଦୟ ଙ୍କ ଭଉଜ ହେବେ ।

ସେହି ପରି ବନ୍ଧୁଗଣ ରାନୀ ଏବଂ ଅଜୟ ଦେବଗନ ଙ୍କ କଥା କହିବା ତେବେ ଅନ ସ୍କ୍ରୀନ୍ ରେ ଏମାନଙ୍କ ଯୋଡି ଙ୍କୁ ବହୁତ ପରିମାଣ ରେ ପସନ୍ଦ କରା ଜାଉ ଥିବା ବେଳେ ବର୍ତମାନ ସମୟରେ ଏମାନେ ଭେଣେଇ ଏବଂ ଶାଳୀ ର ସଂମ୍ପର୍କ ରେ ବନ୍ଧା ହୋଇଛନ୍ତି ।

Saif Ali Khan

ସେହିପରି ସୈଫ୍ ଅଲ୍ଲୀ ଖାନ୍ ଏବଂ କରିସ୍ମା କୋପୁର ଙ୍କର କୋରିନା କୋପୁର ଙ୍କ ବିବାହ କରିବା ପୂର୍ବ ସୈଫ୍ ଅଲ୍ଲୀ ଖାନ୍ ଏବଂ କରିସ୍ମା ଙ୍କ ଅନ ସ୍କ୍ରୀନ୍ ଯୋଡି କୁ ବହୁତ ପରିମାଣ ରେ ପସନ୍ଦ କରା ଜାଉ ଥିଲା । ସେମିତି ରେ ସହେି ସବୁ ବେଳେ କରିସ୍ମା ଙ୍କ ସହିତ ରୋମାନ୍ସ କରୁ ଥିବା ଏହି ଅଭିନେତା 13 ବର୍ଷ ପରେ କରିସ୍ମା ଙ୍କ ଭଉଣୀ କୋରିନା କୋପୁର ଙ୍କୁ ଙ୍କୁ ବିବାହ କରି ଥିଲେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *