ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ସ୍ୱାଗତ କରୁଛୁ । ବନ୍ଧୁଗଣ ସଂସାର ର କିଛି ନିୟମ ଥାଏ ଯାହାକୁ ସବୁ ସମୟ ରେ ଆମ ମାନଙ୍କୁ ମାନିବା ପାଇଁ ପଡ଼ି ଥାଏ । ସେହି ମଧ୍ୟ ରୁ ମୃତ୍ୟୁ ବି ଗୋଟିଏ ଅଟେ ଜାହାର ଜନ୍ମ ହୋଇଥାଏ ତାହାର ମୃତ୍ୟୁ ବି ସୁନିଶ୍ଚିତ ହୋଇଥାଏ । ଏହି ସତ୍ୟ କି କେବେ ବି କେହି ବଦଳାଇ ଦେଇ ପାରିବେ ନାହିଁ । ହେଲେ ବନ୍ଧୁଗଣ ଆମର ମୃତ୍ୟୁ କେବେ ହେବ ତାହାକୁ ଆଗରୁ ମଧ୍ୟ ଜାଣି ହେବେ । ଏବଂ ଆମେ ଆଜି ଆପଣ ମାନଙ୍କୁ ଏହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ତଥ୍ୟ ଦେବା ପାଇଁ ଆସିଛୁ ।
ତେବେ ଏଠାରେ ଆମେ ଆପଣ ମାନଙ୍କୁ କିଛି ସଂଙ୍କେତ ବିଷୟ ରେ କହିବୁ ଜାହା ଜାଣି ପାରିଲେ ଆପଣ ମାନେ ନିଜର ମୃତ୍ୟୁ ହେବାର ସଂଙ୍କେତ ମଧ୍ୟ ପାଇ ପାରିବେ । ମୃତ୍ୟୁ ଆସିବାର କିଛି ସମୟ ପୂର୍ବରୁ ଏମିତି କିଛି ସଂଙ୍କେତ ରେ ଜଣା ପଡିଯାଏ କି ନିଜର ମୃତ୍ୟୁ କେବଳ 1 ଘଣ୍ଟାରେ ହିଁ ହେବାକୁ ଯାଉଛି । ଏହାକୁ ନେଇ ଭଗବାନ ଶ୍ରୀକୃଷ୍ଣ ଏମିତି 5 ଗୋଟି ସଂଙ୍କେତ ବିଷୟ ରେ କହିଛନ୍ତି ।
ପ୍ରଥମ କଥା ହେଲା କି ଜିବନ ରେ କର୍ମ ଦେଖା ଦେବା ଭଗବାନ ଶ୍ରକୃଷ୍ଣ ଙ୍କ ଅନୁସାରେ ଯେଉଁ ଲୋକ ର ମୃତ୍ୟୁ ହେବାକୁ ଯାଉଥାଏ । ସେହି ମନୁଶ୍ୟ କୁ ନିଜର ଜିବନ ରେ କରିଥିବା ସବୁ ଛୋଟ ବଡ କର୍ମ ମାନ ଦେଖା ଦେବାକୁ ଲାଗେ । ତାକୁ ତାର ନିଜ ଜନ୍ମରେ କରିଥିବା ପାପ ପୂର୍ଣ୍ଣ୍ୟ ତଥା ପରିବାର ବନ୍ଧୁ ଙ୍କ ସହିତ ସମୟ ବିତାଇବାକୁ ଦେଖାଯାଏ । ଏବଂ ତାକୁ ଅନୁଭବ ହୁଏ କି ସେ କେଉଁଠି ବସିଛି ଏବଂ ତା ପଖରେ କିଏ ବସିଛି । ଏହି ସଂଙ୍କେତ କିଛି ସମୟ ପାଇଁ ହୋଇଥାଏ ପୁଣି ସେ ଚେତନା କୁ ଫେରିିଆସେ ।
ଦୁଇ ରେ ସ୍ୱପ୍ନ ରେ ସ୍ୱର୍ଗ ଏବଂ ନର୍କ ର ଦ୍ୱାର ଦେଖାଦିଏ । ମନୁଶ୍ୟର ଦ୍ୱତୀୟ ସଂଙ୍କେତ ହେଲା କି ତାକୁ ସ୍ୱର୍ଗ ଏବଂ ନର୍କ ର ଦ୍ୱାର ଦେଖା ଦେବ । ଏହି ପ୍ରକାରର ସ୍ୱପ୍ନ ମନୁଶ୍ୟକୁ ତାର ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଆସେ । ତାକୁ ତାର ସ୍ବପ୍ନରେ ସ୍ୱର୍ଗର ଦ୍ୱାର ଏବଂ ନର୍କର ଦ୍ୱାର ବାରମ୍ବାର ଦେଖାଦେବାକୁ ଲାଗିଥାଏ। ଆଉ ସେ ମନୁଷ୍ୟ ଦ୍ୱାର ବାହାରେ ଅପେକ୍ଷା କରି ଛିଡା ହୋଇଥାଏ। ସ୍ୱପ୍ନରେ ମନୁଷ୍ୟକୁ ନାଁ କେବଳ ନର୍କରେ ସଜା ଦେବା ଦେଖାଯାଏ ନା ସ୍ଵର୍ଗରେ ମିଳିବାକୁ ଥିବା ସୁଖ। ତାକୁ ମାତ୍ର ସ୍ଵର୍ଗରେ ଏବଂ ନର୍କରେ ପ୍ରବେଶ କରୁଥିବା ବିଶାଳକାୟ ଦ୍ୱାର ଦେଖାଯାଏ।
ତୃତୀୟ ସଂଙ୍କେତ ରେ ପାଖରେ ଯମରାଜ ଦୁତ୍ତ ମାନେ ପାଖରେ ରହିବାର ସଂଙ୍କେତ ଶ୍ରୀକୃଷ୍ଣ ଅନୁସାରେ ମନୁଶ୍ୟର ମୃତ୍ୟୁ ର 1 ଘଣ୍ଟା ପୂର୍ବରୁ ତା ପାଖରେ ଯମରାଜ ଙ୍କ ଦୁତ୍ତ ରହିଥିବାର ଅନୁଭବ ହୋଇଥାଏ । ଏହି ଅନୁଭବ କେବଳ ତାକୁ 21 ସେକେଣ୍ଡ ପାଇଁ ହୋଇଥାଏ ।
ଚାରି ରେ ହେଲା ନିଜର ପୂର୍ବଜ ଙ୍କୁ ସ୍ୱପ୍ନ ରେ ଦେଖିବା । ଗରୁଡ ପୁରୁଣା ଅନୁସାରେ ମନୁଶ୍ୟର ମୃତ୍ୟୁ ର 1 ଘଣ୍ଟା ପୂର୍ବରୁ ଜଣେ ବ୍ୟକ୍ତି ଙ୍କୁ ନିଜର ପୂର୍ବ ପୁରୁଷ ଙ୍କୁ ଦେଖିବା ପାଇଁ ମିଳେ ଏବଂ ସେମାନେ ତାଙ୍କୁ ନେବାକୁ ଆସନ୍ତି ।
ସେହି ପରି ପାଞ୍ଚନମ୍ବର ରେ ଆପଣ ମାନଙ୍କୁ ସ୍ୱପ୍ନ ରେ ପେଚା ଏବଂ ଜଳୁ ଥିବା କାଠ ମଧ୍ୟ ଦେଖିବା ପାଇଁ ମିଳେ । ତେବେ ବନ୍ଧୁଗଣ ଏହି ପରି ସ୍ୱପ୍ନ ଆସିଲେ ସେହି ବ୍ୟକ୍ତିର ମୃତ୍ୟୁ 21 ରୁ 91 ଦିନ ମଧ୍ୟ ରେ ହେବାର ବହୁତ ସମ୍ଭାବନା ରହିଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।