ପୁରୁଣା 2 ଟଙ୍କିଆ ଆପଣଙ୍କୁ କରିପାରେ ଲକ୍ଷପତି ରାତା ରାତି ହେବେ ମାଲାମାଲ ଦେଖନ୍ତୁ କେମିତି ।

2 Cain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଣା ନୋର୍ଟ ବା ମୂଦ୍ରା ରହି ଥିଲେ ଆପଣ ମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା । ଜାଣନ୍ତୁ କେମିତି ମିଳିବ ଏବଂ ଏହା ପାଇଁ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପୂର୍ବ ରୁ ଆପଣ ମାନେ ନିଶ୍ଟିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଆପଣ ମାନଙ୍କ ପାଇଁ ଏହି ଖବର ଟି ସଠିକ୍ ଏବଂ ଉପଯୋଗୀ ହୋଇ ଥିଲେ ଆପଣ ମାନେ ନିଶ୍ଚିତ ଭାବେ ସେୟାର କରିବେ ।

ତେବେ ପ୍ରଥମେ ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଯଦି ଗୋଟିଏ 50 ଟଙ୍କା ର ପୁରୁଣା ନୋର୍ଟ ରହିଛି ତେବେ ତେବେ ଆପଣ ମାନଙ୍କୁ ବିକ୍ରୀ କରିଲେ ଆପଣ ମାନଙ୍କୁ 20 ହଜାର ଟଙ୍କା ମିଳିବ , ସେହି ପରି ଆପଣ ମାନଙ୍କ ପାଖରେ ଯଦି 10 ପଇସା ର କୟେନ୍ ରହି ଥିବ ତେବେ ଆପଣ ମାନଙ୍କୁ ଏହି 10 ପଇସା କୟେନ୍ ଏବଂ 25 ପଇସା କୟେନ୍ ପାଇଁ 70 ହଜାର ଟଙ୍କା ମିଳିବ ।

Cain for 10 paise

ଯଦି ଆପଣଙ୍କ ପାଖରେ 1994 ମସିହାର ଦୁଇ ଟଙ୍କିଆ କଏନ ଥାଏ। ଏହା ପଛରେ ଭାରତର ମାନଚିତ୍ର ଅଛି। ତେବେ କ୍ୱିକର ୱେବସାଇଟ ରେ ଏହି କଏନ ର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ଯଦି ଆପଣ ମାନଙ୍କୁ ବିଶ୍ୱାସ ନ ହେଉଛି ତାହାଲେ ସେହି ୱେବ୍ସାଇଟ ଭିଜିଟ କରନ୍ତୁ ନିଶ୍ଚିତ ଭାବରେ ଜାଣି ପାରିବେ। ସତରେ ବନ୍ଧୁଗଣ ଆପଣଙ୍କ ପାଖରେ ଯଦି ଏହି ମସିହାର କଏନ ଅଛି କିମ୍ବା ଆପଣ କାହାଠାରୁ ଆଣି ପାରିବେ ତେବେ ଭାଗ୍ୟ ବଦଳି ଯିବ।

ଯଦି ଅନ୍ୟ ପଇସା ଦେଖିବା ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟରିଆ 1 ଟଙ୍କା କଏନ ମୂଲ୍ୟ 2 ଲକ୍ଷ୍ୟ ଟଙ୍କା ରହିଛି । ଏହା ସହିତ 1 ଟଙ୍କିଆ ବ୍ରିଟିଶ ଅମଳର ମୂଲ୍ୟ 9 ଲକ୍ଷ ଟଙ୍କା ରହିଛି। ସେହି ପରି ବନ୍ଧୁଗଣ ଆପଣ ମାନଙ୍କ ପାଖରେ 1 ଟଙ୍କିଆ ନୋର୍ଟ ରହି ଥିବ ପୁରୁଣା ଯେଉଁ ଥିରେ ଅଶୋକ ସ୍ତମ୍ଭ ର ଆକୃତି ରହି ଥିବ ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ 80 ହଜାର ଟଙ୍କା ମିଳି ଯିବ ,

1 note

ହଁ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଏକ ଟଙ୍କିଆ ନୋର୍ଟ ର ରଙ୍ଗ ସଂମ୍ପର୍ଣ୍ଣ ଲାଲ୍ ରଙ୍ଗ ର ହୋଇ ଥିବା ଆବଶ୍ୟକ ଅଟେ ଏବଂ ଏହି ଆର୍ଟିକାଲ ଟି ୱର୍ଲ ଇକୋନୋମି ତରଫ ରୁ ମିଳି ଥିବା ସୂତ୍ର କୁ ଜଣା ପଡିଛି ତଥା ବର୍ତମାନ ସମୟ ରେ ଏହି ପରି ମୂଦ୍ରା ଏବଂ ନୋର୍ଟ କୁ ବହୁତ ପରିମାଣ ରେ ଖୋଜୁ ଥିବା ବେଳେ ଆପଣ ମାନଙ୍କ ପାଖରେ ରହିଛି ତେବେ ଆପଣ ମାନେ ବି ୱର୍ଲ ଇକୋନୋମି ର ଅଫିସିଆଲ ୱେବସାଇଟ୍ କୁ ଜାଇ ସେଠାରେ ଆପଣ ମାନେ ସେଲ୍ କରି ବହୁତ ଗୁଡିଏ ଟଙ୍କା ଆୟ କରି ପାରିବେ , ତେବେ ଆମର ସୂଚନା ଆପଣ ମାନଙ୍କୁ ଭଲ ଲାଗି ଥିଲେ ସେୟାର ନିଶ୍ଚିତ ଭାବେ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *