ଆସିଲା ବଡ ଖୁସି ଖବର, ପୁଣି ଏହି ତାରିଖରୁ ଖୋଲିବ ସ୍କୁଲ, ସରକାର କରିଲେ ବଡ଼ ଘୋଷଣା ।

schools

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ସ୍କୁଲ କଲେଜ ବନ୍ଧ ରହିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଙ୍କ ପକ୍ଷରୁ ଆଉ କିଛି ନୂଆ ଘୋଷଣା ଜାରି ହୋଇଛି । କୋଭିଡ ସ୍ଥିତି ସୁଧୁରିଲେ ଏଥର ଖରାଟିଆ ଛୁିଟି ହେବ ବାତିତ । ରାଜ୍ୟ ରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ନିର୍ଦ୍ଧିଷ୍ଟ ସମୟ ରେ ଶେଷ କରିବା ସହିତ କିପରି ପରିକ୍ଷା ପରିଚାଳନା ଏବଂ ଫଳ ପ୍ରକାଶ କରାଯିବ ଏହାକୁ ନେଇ ଗଣ ଶିକ୍ଷା ପରିଚାଳନା ପକ୍ଷରୁ ଏକାଡେମୀ କ୍ୟାଲେଣ୍ଡର ପ୍ରଚଳନ କରାଯାଇଥିଲା। ତେବେ ଆସନ୍ତୁ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।

ଶ୍ରେଣୀ ପାଠପଢା ବନ୍ଦ ରହିବାକୁ ଯେଉଁ ବିକଳ୍ପ ବ୍ୟବସ୍ଥା ରେ ଶିକ୍ଷାଦାନ ହେଉଛି । ସେହିଥିରେ ଯେମିତି ପିଲା ମାନେ ସଠିକ୍ ଶିକ୍ଷା ପାଇ ପାରିବେ । ସେହିଥି ପାଇଁ ମଧ୍ୟ ଗୁରୁତ୍ୱର ନିସ୍ପତି ନିଆଜାଇଛି । ଚଳିତ ବର୍ଷ ଖରାଛୁଟିରେ ଛାତ୍ରଛାତ୍ରୀ ଡ଼ାଉଟ୍ କ୍ଲିୟର ଲାଗି ଅନ୍ ଲାଇନ୍ ଶିକ୍ଷାଦାନ ନଚେତ୍ ସ୍ଥିତି ସୁଧୁରିଲେ ଅଫ୍ ଲାଇନ୍ ରେ ପାଠପଢ଼ା କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଅ ଯାଇଛି।

school

ଏହାକୁ ନେଇ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ରେ DO ଏବଂ MSC ସଦସ୍ୟ ଙ୍କ ସେବା ଓ ଗଣ ଶିକ୍ଷା ବିଭାଗ ର ବରିଷ୍ଟ ଅଧିକାରୀ ମାନଙ୍କ ସହିତ ଆଲୋଚନା ହେବ ବୋଲି ଜଣା ପଡିଛି । ତେବେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 67960 ଟି ସ୍କୋର୍ ରହିଛି।

ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା 59 ଲକ୍ଷ 72 ହଜାର 870 ରହିଛି | ତେବେ ଆଗକୁ ନିର୍ବାଚନ ଲାଗି ରାଜ୍ୟରେ ଅନେକ ସ୍କୁଲ୍ ର ଶିକ୍ଷକଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରାଯିବାକୁ ଅନ ଲାଇନ୍ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହୋଇପାରେ। ତେବେ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଶେଷ ହେବା ପରେ ମେ ମାସରୁ ଜୁନ 15 ତାରିଖ ପର୍ଯ୍ୟନ୍ତ ଏକ୍ସଟ୍ରା କ୍ଲାସ୍ କରାଯିବ ।

school open

ତେବେ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ରୋଷ୍ଟର ଡିଉଟି ମଧ୍ୟରେ କ୍ଲାସ୍ ନେବେ ଏହାଛଡ଼ା ଡ଼ାଉଟ୍ କ୍ଲାସ୍ ଲାଗି କେଉଁ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାଧ୍ୟ କରାଯିବ ନାହିଁ। ତେବେ ଅନ୍ ଲାଇନ୍ ସମେତ ସ୍ଥିତିରେ ସୁଧାର ଆସିଲେ ପିଲାମାନେ ଚାହିଁଲେ ସ୍କୁଲ ଆସି ଶିକ୍ଷକଙ୍କ ଠାରୁ ଅତିରିକ୍ତ କ୍ଲାସ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *