( କଳା ଯାଇ ) ମହିଳା ମାନଙ୍କର ଏହି ଜାଗାରେ ଥିଲେ ଭାଗ୍ୟଶାଳୀ |

Kalajai

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତ୍ୱ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ଥିଲେ ଶୁଭ ହୋଇଥାଏ । ତେବେ ଆଜି ଆମେ ଜାଣିବା ନାରୀ ମାନଙ୍କର କେଉ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ରହିଲେ ସେହି ନାରୀ ଶୁଗୁଣା ଶୁସିଳା ହେବା ସହିତ ଧନ ଏବଂ ଐଶର୍ଯ୍ୟ ଶାଳାନି ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ନାରୀ ମାନଙ୍କର ନାଭି ତଳେ ବା ନାଭି ପାଖରେ ତିଳ ଚିହ୍ନ ରହିଲେ ଏହା ଉତ୍ତମ ହୋଇଥାଏ, ଏହି ସ୍ଥାନରେ ତିଳ ଚିହ୍ନ ଥିନେ ସମସ୍ତ ପ୍ରକାର ଭୋଗ ବିଳାସ ସେମାନଙ୍କୁ ମିଳିଥାଏ ଗାଡି ଘର ଏବଂ ଉତ୍ତମ ସ୍ୱାମୀ ମଧ୍ୟ ମିଳିଥାଏ ।

ସେହି ପରି କୋଣସି ନାରୀର ପିଠିରେ ତିଳ ଚିହ୍ନ ରହିଲେ ସେହି ନାରୀ ରୋମାଣ୍ଟିକ୍ ପ୍ରକାର ହୋଇଥାଏ, ଆଉ ଧନ ଉପ୍ରାଜନରେ ମାହିର୍ ହୋଇଥାଏ ଏବଂ ଖର୍ଚ୍ଚ ମଧ୍ୟ ପ୍ରତୁରୁ କରିଥାଏ ନିଜର ବିଳାସ ବେସନରେ ଅନେକ ଖର୍ଚ୍ଚ ମଧ୍ୟ କରିଥାଏ । କୋଣସି ନାରୀର ମଥାରେ ତିଳ ତିହ୍ନ ରହିଲେ ସେହି ନାରୀ ବହୁତ ଧନି ପରୁଷ କୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଗୁଣବାନ ମଧ୍ୟ ହୋଇଥାଏ , ନିଜର ସ୍ୱାସ୍ଥ ଭଲ ରହିଥାଏ ଭଗବାନଙ୍କ ଉପରେ ଆସ୍ତା ରହିଥାଏ ଏବଂ ସମସ୍ତ ପ୍ରକାର ସୁଖ ବି ସେମାନଙ୍କୁ ମିଳିଥାଏ ।

kalajai

ଏବେ ଜାଣିବା ଆଙ୍ଗୁଳି ମାନଙ୍କ ବିଷୟରେ । ତର୍ଜନି ବା ବିସି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନବାନ୍ ହୋଇଥାଏ ଏବଂ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇରାଣ ହୋଇ ପାରନ୍ତି । ଅନାମିକା ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନ ଜସ ଏବଂ ସମସ୍ତ ସୁୂଖ ପାଇଥାଏ ଏବଂ ଉଚ୍ଚ ପଦବି ମଧ୍ୟ ପଇଥାଏ । ମଧ୍ୟମ ଆଙ୍ଗୁଳିିରେ ତିଳ ଚିହ୍ନ ଥିଲେ ସେହି ନାରୀ ସାନ୍ତ ସଭାବର ହୋଇଥାଏ । କାଣି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସମସ୍ତ ପ୍ରକାର ର ଜଶ ରହିଥାଏ କିନ୍ତୁ ମନରେ ଅସାନ୍ତି ମିଳିଥାଏ ।

ହାତର ପାପୁଲିରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଭାଗ୍ୟ ଶାଳି ହୋଇଥାଏ । ଗଳା ବା ବେକରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉତ୍ତମ ନାରୀ ହୋଇଥାଏ, ସ୍ୱାମୀ ଏବଂ ପରିବାର ପ୍ରତି ଉସ୍ତର୍ଗ ହୋଇଥାଏ ଏବଂ ସଦା ଭାବ ପ୍ରବଣ ରହିଥାଏ । ନାରୀ ମାନଙ୍କ ଅଣ୍ଟାରେ ତିଳ ଚିହ୍ନ ଥିଲେ ସେହି ନାରୀ ବହୁତ ଉଚ୍ଚ ପଦବି ରେ ପହଞ୍ଚି ଥାଏ ଏବଂ ସେମାନଙ୍କ ଜୀବନ ସଫଳ ହୋଇଥାଏ ଏହି ପ୍ରକାର ନାରୀ ମାନେ ଭୋଗବିଳାସି ହୋଇତାନ୍ତି ।

kalajay

ବାହୁ ବା ହାତରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ । ଗାଲରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ ଏହି ତିଳ ଚିହ୍ନ ଧନି କରାଇ ଥାଏ ଏବଂ ବହୁତ ଉତ୍ତମ ଫଳ ଦେଇଥାଏ ସମସ୍ତ ପ୍ରକାର ସୁଖ ମିଳିଥାଏ ବିବାହ ପରେବି ସେହି ନାରୀ ସୁଖ ଏବଂ ସାନ୍ତିରେ ରହିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *