ଆପଣ ଖାଉଛନ୍ତି କି (ଆମ୍ବ) – ଭୟଙ୍କର କଥା ଜାଣନ୍ତୁ |

Mango

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ଆମ୍ବ ଖାଇବା ଦ୍ୱାରା ଆମ ଶରୀର ରେ କଣ ସବୁ ପ୍ରଭାବ ପଡି ଥାଏ ସେଥି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ଆସନ୍ତୁ ଜାଣିବା ଆମ୍ବ ସେବନ କରିବା ଦ୍ୱାରା ଆମ ଶରୀର ରୁ କଣ ସବୁ ଫାଇଦା ମିଳେ ,

ବନ୍ଧୁଗଣ ଆମ୍ବ ର ସେବନ ଦ୍ୱାରା ମର ବ୍ଲଡ୍ ସୁଗାର ଲେବୁଲ୍ ବହୁତ ପରିମାଣ ରେ କମ୍ ହୋଇ ଥାଏ , ଏହା ଆମର ଡାଇଜେଷ୍ଟିବ୍ ସିଷ୍ଟମ୍ କୁ ବହୁତ ପରିମାଣ ରେ ସୁଧୁରେଇ ଦେଇ ଥାଏ , ସେହି ପରି ଆମ୍ମ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର କମ୍ ହୋଇ ଥାଏ ଆମ ଶରୀର ରେ ଇମ୍ୟୁନିଟି ଷିଶ୍ଟମ୍ କୁ ସୁସ୍ଥ ରଖିବାରେ ଏହା ବହୁତ ପରିମାଣ ରେ ସାହାଯ୍ୟ କରେ ।

Mango

ସେହି ପରି ବନ୍ଧୁଗଣ ଆମ୍ବ ସେବନ କରିବେ କଣ୍ଟିପେସନ୍ , ହାଇପର ଟେନସନ , କ୍ୟନସର , HIV ,ହାକ୍ଟ ଡିଜିଜ୍ , ଏବଂ ଆଣ୍ଠୁ ଗଣ୍ଠୀ ରେ ହୋଇ ଥିବା ଅସୁବିଧା ଏବଂ ଆଜ୍ମା ପରି ସମସ୍ୟା ଆପଣ ମାନଙ୍କ ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇ ଥାଏ ଏହା ସହିତ ଆମ୍ବ ଆମ ଶରୀର ରୁ କୋଲଷ୍ଟ୍ରଲ ଲେବୁଲ କୁ କମ୍ କରିବା ପାଇଁ ବହୁତ ପରିମାଣ ରେ ସାହାଯ୍ୟ କରେ ,

ଆମ୍ବ ର ,ସେବନ କରିବା ଦ୍ୱାରା ଆମର ଡେଫରେସନ କମି ଜାଇ ଥାଏ ଆପଣ ମାନଙ୍କୁ ରାତି ରେ ନିଦ ଠିକ୍ ପରିମାଣ ରେ ହେଉ ନାହିଁ ତେବେ ତାହା ମଧ୍ୟ ଆପଣ ମାନଙ୍କର ଭଲ ହୋଇ ଥାଏ ,

mangoes

ସେମିତି ରେ ଆମ୍ବ ଖାଇଲେ ଅସୁବିଧା ବିଷୟ ରେ କହିବା ତେବେ ଆପଣ ମାନଙ୍କୁ କାଜୁ କିମ୍ବା ପିସ୍ତା ବାଦାମ୍ ଖାଇଲେ ଯେଉଁ ସବୁ ଏଲର୍ଜି ରହିଛି ଏବଂ ଯେଉଁ ସବୁ ଆପଣ ମାନେ ଅସୁବିଧା ଭୋଗ କରନ୍ତି ସେହି ପରି ବେଳେ ଆପଣ ମାନେ ଆମ୍ବ ସେବନ କରିଲେ ବବି ଆପଣ ମାନଙ୍କୁ ସେହି ଏଲର୍ଜି ହେବାର ସମ୍ଭାବନା ରହିଛି ,

ସେହି ପରି ଆପଣ ମାନଙ୍କର ଡାଇବେଟିସ୍ ରହି ଥିଲେ ଆପଣ ମାନେ ଅଳ୍ପ ପରିମାଣ ରେ ଆମ୍ବ ସେବନ କରନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *