କମ ଉଚ୍ଚତାର ଝିଅଙ୍କୁ ବାହା ହେବା ଦ୍ୱାରା କି କି ପ୍ରକାରର ଲାଭ ହୋଇଥାଏ।

କୌଣସି ବ୍ୟକ୍ତିର ବାହାଘର ସେ ବ୍ୟକ୍ତି ଓ ମହିଳାର ଗୁରୁତ୍ୱ ପୁର୍ଣ୍ଣ ଅଙ୍ଗ ବୋଲି ଆମେ ମାନିଥାଉ। ବାହାଘର ବିନା ଯେକୌଣସି ବ୍ୟକ୍ତିର ଜୀବନ ଅଧୁରା ରହିଯାଏ ବୋଲି ଆମେ ମାନିଥାଉ। ଯେମିତି ଗାଡି ଚାଲିବାକୁ ହେଲେ ଦୁଇଟି ଚକାର ଆଵଶ୍ୟକତା ରହିଛି ସେହିଭଳି ଜୀବନରେ ଆଗକୁ ବିବାହ କରି ସଂସାର ବଢେ଼ଇବାକୁ ହେଲେ ଆମ ଜୀବନରେ ଜୀବନ ସାଥି ଅତ୍ୟନ୍ତ ମହତ୍ୱ ପୁର୍ଣ୍ଣ ହୋଇଥାନ୍ତି।ସେଥିପାଇଁ ପୁରୁଷ ଓ ମହିଳାଙ୍କ ମିଳନକୁ ବିବାହର ଆଖ୍ୟା ଦିଆ ଯାଇଛି।ଏହି ବାହାଘର ପରମ୍ପରା ବିଗତ ପୁରୁଣା ଯୁଗରୁ ଚାଲି ଆସିଛି।

ଏବେ କିନ୍ତୁ ବାହାଘର ବହୁତ ଅତ୍ୟାଧୁନିକ ଢାଞ୍ଚାରେ ହେବାକୁ ଲାଗିଲାନି। ଯେତେବେଳେ ବହାଘର ପାଇଁ କୌଣସି ପୁଅ ପାଇଁ ଝିଅ ଖୋଜା ହୋଇଥାଏ ତାହେଲେ ସେ ସମୟରେ କେତେକ ବିଶେଷ କଥାର ଧ୍ୟାନ ଅବଶ୍ୟ ରଖାଯାଇ ଥାଏ । ଯେମିତି ଝିଅର ବୟସ ପୁଅ ଠାରୁ କମ ହେବା ଦରକାର। ଚାକିରୀ ବାକିରି,ଘରର ଦାୟିତ୍ୱ ନେବା ସହିତ ପୁଅ ଠାରୁ ଅଧିକ ଉଚ୍ଚ ନହେବା ଆଵଶ୍ୟକ ହୋଇଥାଏ।ଆଜିକାଲି ଦେଖିବାକୁ ଗଲେ କମ ଉଚ୍ଚତା ବିଶିଷ୍ଟ ଝିଅ ସମସ୍ତଙ୍କୁ ଆକର୍ଷକ ଲାଗନ୍ତି। ଏହା ଭିତରେ କିଛି ରହସ୍ୟ ଲୁକାୟିତ ଅଛି ।

girls

ଆଣି ଆମେ ଏହି ରହସ୍ୟକୁ ଉନ୍ନମୋଚନ କରିବୁ ତେବେ ଆସନ୍ତୁ ଜାଣିବା।ଗୋଟେ ଗବେଷଣାରୁ ଜଣା ପଡ଼ିଛି କମ ଉଚ୍ଚତା ଥିବା ଝିଅ ମାନେ ଦେଖିବାକୁ ସୁନ୍ଦର ଲାଗନ୍ତି । ଏହା ଛଡା କମ ଉଚ୍ଚତା ବିସିଷ୍ଟ ଝିଅ ମାନେ ବହୁତ ଭାବ ପ୍ରବଣ ହୋଇଥାନ୍ତି । ସେମାନେ ଛୋଟ ଛୋଟ କଥାକୁ ଲାଗିଲେ କାନ୍ଦିବାକୁ ଲାଗନ୍ତି।ସେଥିପାଇଁ ସେମାନେ ଯାହାକୁ ନିଜ ଜୀବନ ଠାରୁ ବଳି ଭଲ ପାଇ ବସନ୍ତି ସେ କେବେ ତାଙ୍କୁ ହାତ ଛଡା କରନ୍ତି ନାହିଁ।ସେମାନେ ବହୁତ ଦାୟିତ୍ୱ ବାନ ହୋଇଥାନ୍ତି।ସେମାନେ ନିଜ ଜୀବନ ସାଥୀଙ୍କର ଯତ୍ନ ବହୁତ ଦାୟିତ୍ୱ ସହକାରେ ନେଇଥାନ୍ତି।

ଯଦି ଆପଣଙ୍କ ଜୀବନ ସାଥି କମ ଉଚ୍ଚତାର ହୋଇଥିବେ ତାହେଲେ ଆପଣ ତାଙ୍କୁ କୁଣ୍ଡାଇଲେ ସେ ଆପଣଙ୍କ ଛାତିରେ ଆରାମରେ ପହଞ୍ଚି ପାରିବେ। ଏମିତି କରିବା ଦ୍ୱାରା ଆପଣ ଓ ଆପଣଙ୍କ ସାଥି ଭିତରେ ପ୍ରେମ ୨ ଗୁଣ ବଢି ଯାଇଥାଏ।ଯେଉଁ ଝିଅ ମାନଙ୍କର ଉଚ୍ଚତା କମ ଥାଏ ସେମାନଙ୍କ ବୟସ ବିଷୟରେ ଆମକୁ ଜଣା ପଡି ନଥାଏ।

love

ସେ କମ ଉଚ୍ଚତା ବିଶିଷ୍ଟ ଝିଅ ମାନେ ଅଧିକ ବୟସର ହୋଇଥିଲେ ମଧ୍ୟ କମ ଉଚ୍ଚତାର ଦେଖାଯାନ୍ତି। ଆଉ ଏହା ସହିତ ସେମାନେ କମ ଉଚ୍ଚତା ବିଶିଷ୍ଟ ହୋଇଥିବା କାରଣରୁ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ଯବାନ ହୋଇଥାନ୍ତି। ଏହା ସହିତ ଆପଣ ଜାଣିଥିବେ କମ ଉଚ୍ଚତର ଝିଅଙ୍କୁ ଆପଣ କୁଣ୍ଡାଇଲେ ସେ ଅଧିକ ରୋମାଣ୍ଟିକ ଅନୁଭବ କରିବେ।

ଏବେ ଆପଣ ଜାଣି ପାରି ଥିବେ କମ ଉଚ୍ଚତାର ଝିଅ ମାନଙ୍କୁ ବାହା ହେବା ଦ୍ୱାରା ଆମକୁ କି କି ପ୍ରକାରର ଲାଭ ହୋଇଥାଏ ଆଉ ଆମକୁ ଏମାନଙ୍କୁ କାହିଁକି ବାହା ହେବା ଆବଶ୍ୟକ ସେ ବିଷୟରେ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଯାଇଥିବେ।

Leave a Reply

Your email address will not be published. Required fields are marked *