ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କେଉଁ ମାସ ରେ ଜନ୍ମିତ ହୋଇ ଥିବା ଝିଅ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କର ସ୍ୱରୂପ ହୋଇ ଥାନ୍ତି ଏହା ସହିତ ଏମାନେ ବହୁତ ଭାଗ୍ୟବାନ ବି ହୋଇ ଥାନ୍ତି ସେମିତି ରେ ଶାସ୍ତ୍ର ରେ ନାରୀ ମାନଙ୍କ ଠାରେ ମାଆ ଲକ୍ଷ୍ମୀ ଙ୍କର ବାସ ରହି ଥାଏ ବୋଲି କୁହା ଜାଇଛି ଏହିଥି ପାଇଁ ଯେତେ ବେଳେ ବି ଘରେ ଝିଅ ଜନ୍ମ ହୋଇ ଥାଏ ତେବେ ଲୋକ ମାନେ କୁହନ୍ତି କି ଲକ୍ଷ୍ମୀ ଜନ୍ମ ହୋଇଛି ବୋଲି । ଏବଂ ଏମିତି କିଛି ମାସ ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ ଏହି ମାସ ରେ ଜନ୍ମ ହୋଇ ଥିବା ଝିଅ ମାନେ ନା ଲକ୍ଷ୍ମୀ ଙ୍କର ସ୍ୱରୂପ ହୋଇ ଥାନ୍ତି ବରଂ ଏମାନଙ୍କୁ ବହୁତ ଭଲ ଶଶୁର ଘର ମିଳେ ,ଏମିତି ମାସ ରହିଛି ଯେଉଁ ମାସ ରେ ଝିଅ ଟିଏ ଜନ୍ମ ନେବା ବହୁତ ଗୁରୁତ୍ୱ ପୂର୍ଣ୍ଣ କଥା । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କେଉଁ ମାସ ରେ ଝିଅ ମାନେ ଜନ୍ମ ନେଲେ ହୋଇ ଥାନ୍ତି ସ୍ୱୟଂ ଲକ୍ଷ୍ମୀ ଙ୍କ ସ୍ୱରୁପ ।
ପ୍ରଥମେ ରହିଛି ଫେବୃଆରୀ ଯେଉଁ ଝିଅ ମାନଙ୍କ ଜନ୍ମ ଏହି ମାସ ରେ ହୋଇ ଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବ ର ଅଟନ୍ତି । ଏମାନେ ବହୁତ ବୁଦ୍ଧିମାନ ମଧ୍ୟ, ଏମାନଙ୍କର ଯେଉଁ ପରିବାର ରେ ବିବାହ ହୋଇ ଥାଏ ସେହି ପରିବାର ର ଲୋକ ମାନେ ବହୁତ ଭଲ ହୋଇ ଥାନ୍ତି , ଏବଂ ସେମାନଙ୍କୁ ବହୁତ ପରିମାଣ ରେ ସୁଖ ସମୃଦ୍ଦି ମଧ୍ୟ ମିଳି ଥାଏ ।
ଏହା ପରେ ରହିଛି ଏପ୍ରିଲ୍ । ଯେଉଁ ଝିଅ ମାନଙ୍କ ଜନ୍ମ ଏହି ମାସ ରେ ହୋଇ ଥାଏ ସେମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀ ଙ୍କର ସ୍ୱରୁପ ବୋଲି କୁହାଯାଏ, ଶାସ୍ତ୍ର ଅନୁସାରେ ଏହି ମାସରେ ପିଲା ଟି ଜନ୍ମ ନେବା ବହୁତ ଶୁଭ ଅଟେ, ଯେଉଁ ମାନଙ୍କ ଜନ୍ମ ଏହି ମାସ ରେ ହୋଇ ଥାଏ ସେମାନଙ୍କ ଗ୍ରହ ଚଳନ ବହୁତ ଭଲ ହୋଇ ଥାଏ । ଏବଂ ଏହା ସେମାନଙ୍କୁ ବହୁତ ସଫଳତା ମଧ୍ୟ ଆଣି ଦେଇ ଥାଏ ।
ସେହି ପରି ଜୁନ୍ ମାସ ରେ ବି ଜନ୍ମ ହେଉ ଥିବା ଝିଅ ମାନେ ବହୁତ ପରିମାଣ ରେ ଭାଗ୍ୟବାନ୍ ହୋଇ ଥାନ୍ତି । ଅଙ୍କ ଶାସ୍ତ୍ର ହିସାବ ରେ ଏହି ମାସ ରେ ପିଲା ଜନ୍ମ ହେବା ବହୁତ ଅଶୁଭ ଅଟେ ହେଲେ ଏହି ମାସ ରେ କୈଣସି ଝିଅ ର ଜନ୍ମ ହେଲେ ,ତେବେ ସେ ସାକ୍ଷାତ ମାଆ ଲକ୍ଷ୍ମୀ ଙ୍କ ସ୍ୱରୁପ ହୋଇ ଥାନ୍ତି ।
ଏବଂ ସେଷ ରେ ରହିଛି ସେପ୍ଟେମ୍ବର ଯେଉଁ ଝିଅ ମାନେ ଏହି ମାସ ରେ ଜନ୍ମ ନେଇ ଥାନ୍ତି ,ସେମାନଙ୍କ କୁଣ୍ଡଳୀ ରେ ବୁଧ ଶୁକ୍ର ଏବଂ ମଙ୍ଗଳ ଙ୍କର ମିଳନ ହୋଇ ଥାଏ ,ଯେଉଁଥି ପାଇଁ ଏହି ମାସ ରେ ଯେଉଁ ଝିଅ ମାନେ ଜନ୍ମ ଗ୍ରହଣ କରି ଥାନ୍ତି ସେମାନେ ବହୁତ ଧନ ବତୀ ହୋଇ ଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।