କ୍ଷୀର ହାଣ୍ଡିରୁ ଉତୁରି ପଡ଼ିବାର ଅର୍ଥ ଶୁଭ ନା ଅଶୁଭ ସଂକେତ ଜାଣନ୍ତୁ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଘରେ କ୍ଷୀର ଉତୁରି ପଡିବାର କାରଣ କଣ ହୋଇ ଥାଏ ଏହା ଶୁଭ ନା ଅଶୁଭ । ତେବେ ବନ୍ଧୁଗଣ ଏହି ବିଷୟରେ ଜାଣିବା ପାଇଁ ଆପଣ ମାନେ ସେଷ ଯାଏ ପଢନ୍ତୁ , କ୍ଷୀର ହେଉଛି ଏକ ତରଳ ଏବଂ ଧଳା ପଦାର୍ଥ ଜାହା କ୍ଷୀର ଗ୍ରନ୍ଥି ଦ୍ୱାରା ଗଠିତ ଯେତେ ବେଳେ କୈଣସି ପ୍ରାଣି ଜନ୍ମ ହୋଇ ଥାଏ ତେବେ ସେ ପ୍ରଥମେ ତାର ମାଆ ଙ୍କ କ୍ଷୀରର ସେବନ କରେ ସେହିଥି ପାଇଁ କ୍ଷୀର କୁ ଅମୃୃତ ସହିତ ସମାନ କରା ଜାଇଛି । ଏବଂ ଜାହାକୁ ଆମେ ମାନେ ଦେବ କାର୍ଯ୍ୟ କରିବା ସମୟ ରେ ପଞ୍ଚାମୃତ କରିବାରେ ବି ବ୍ୟବହାର କରି ଥାନ୍ତି ,

ସାଧାରଣତଃ କ୍ଷୀର ରେ 75 ଭାଗ ପାଣି ରହି ଥିବା ବେଳେ ଅନ୍ୟ ସବୁ ଖାଦ୍ୟ ସାର ଏବଂ ଖଣିଜ ଲବଣ ସେହି ଥିରେ ଭରି ପୂର୍ଣ୍ଣ ଭାବେ ରହି ଥାଏ , ଏବଂ ଦୈନ ଦିନ ଜିବନ ରେ ଆମେ ମାନେ ଗାଈ ବା ମଣିଷି ର କ୍ଷୀର ବ୍ୟବହାର କରି ଥାନ୍ତି ।

milk

ସେମିତି ରେ ଶାସ୍ତ୍ର ରେ ଏହି କ୍ଷୀର କୁ ନେଇ ବି କିଛି ସଂଙ୍କେତ ମାନ ଦିଆ ଜାଇଛି ଯେମିତି ହାଣ୍ଡି ତଳେ ଖସି ପଡିବା ଏବଂ ଉତୁରି ପଡିବା ଏବଂ ସିକା ରୁ କ୍ଷୀର ପାତ୍ର ଖସି ପଡିବା ଆଦି ସେମିତି ରେ ଆମେ ଆଜି କ୍ଷୀର ଫୁଟେଇବା ସମୟରେ କ୍ଷୀର ଉତୁରି ତଳେ ପଡିବାର ମାନେ କଣ ହୋଇ ଥାଏ ସେହି ବିଷୟ ରେ ଜାଣିବା ତେବେ ବନ୍ଧୁଗଣ ଏହାର ଚାରୋଟି ଅର୍ଥ ରହିଛି ପ୍ରଥମେ କ୍ଷୀର ଉତୁରି ପଡିଲେ ଏହା ଆପଣ ମାନଙ୍କ ଧନ ସଂମ୍ପତୀ ଉପରେ ପ୍ରଭାବ ପକେଇ ଥାଏ ।

ସେହି ପରି ଦୁଇ ରେ ଏମିତି ହେଲେ ଘରେ କୈଣସି ବଡ ସମସ୍ୟା ଆସିବାର ସଂଙ୍କେତ ଏହା ହୋଇ ଥାଏ ତଥା ତିନି ରେ ହେଲା ସେହି ଦିନ ମାନଙ୍କ ରେ ଆପଣ ମାନଙ୍କ ମାନ ସମ୍ମାନ ଉପରେ ପ୍ରଭାବ ପଡିବା ପାଇଁ ଯାଉଛି ବୋଲି ଜାଣନ୍ତୁ , ସେହି ପରି ଆପଣ ମାନେ ଏହି କଥା କୁ ଜାଣି ରଖନ୍ତୁ ପରିବାର ରେ କୈଣସି ବୟସ୍କ ଲୋକ ବା ବ୍ୟବସାୟ ଉପରେ ବି ପ୍ରଭାବ ପଡିବା ପାଇଁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *