ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାମରେ କଣ ରହିଛି ଏହି ରୂଢି ଆପଣ ମାନେ ବହୁତ ସମୟ ରେ ସୁଣିଥିବେ । ମାତ୍ର ଯଦି ନାମ ଏପରି ହୋଇଥିବ ଯାହାକୁ କହିବା ପାଇଁ ସଂଙ୍କୋଚ ଲାଗୁଥିବ । ତେବେ ଏହି ନାମକୁ ବଦଳେଇ ଦେବା ଉଚିତ୍ । ତେବେ ଏମିତି ଏକ ସମସ୍ୟା ସ୍ୱିଡେନ ରେ ଦେଖିବା ପାଇଁ ମିଳିଛି । ଏଠାକାର ଗୋଟିଏ ଗ୍ରାମ ର ଲୋକ ମାନେ ନିଜର ଗାଁ ର ନାମ କୁ ନେଇ ବହୁତ ସଂଙ୍କୋଚ ଅନୁଭବ କରନ୍ତି । କାରଣ ସେହି ଗ୍ରାମ ର ନାମରେ କିଛି ଅଶିଳ୍ଲ ଜନିତ ଶବ୍ଦ ର ପ୍ରୟୋଗ ହୋଇଥିଲା ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଯେଉଂ ଗ୍ରାମ ବିଷୟ ରେ କହୁଛୁ ତାହା ସ୍ୱିଡେନ ର Fucke ଗ୍ରାମ ଅଟେ । ଯାହାର ଆରମ୍ଭ 4 ଟି ଅକ୍ଷର ଇଂରାଜୀ ଅକ୍ଷର ର ଗାଳୀ ସହିତ ମିଶିଥାଏ । ଯଦି ଏହାର ହିନ୍ଦୁ ଅନୁବାଦ ସହିତ ମେଳ କରିବେ ତେବେ ଏହା ଶାରୀରିକ ସଂମ୍ପର୍କ ସହିତ ମିଶିଯାଉଛି । ଗାଁ ଲୋକ ମାନେ କହିବା ଅନୁସାରେ ତାଙ୍କୁ ଏହି ନାମ ପାଇଁ ବହୁତ ଅସୁବିଧା ହୋଇଥାଏ । କେହିବି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ନିଜର ଗାଁ ର ନାମ କୁ ଲେଖଇ ପାରୁନାହାଁନ୍ତି ।
Social Media Censorship ଏହି ନାମ କୁ ଲେଖିବା ପାଇଁ ଅନୁମତି ଦେଇ ନ ଥାଏ ।ନିଜ ଗାଁ ର ନାମ ପାଇଁ ଗ୍ରାମର ଲୋକ ମାନେ ଭିଯାନ ମଧ୍ୟ ଛାଡ଼ି ଦେଇଥିଲେ । ସେମାନେ ନିଜ ଗାଁ ର ନାମ କୁ ବଦଳାଇ Dalsro ରଖିବା ପାଇଁ ଦାବି କରିଛନ୍ତି । ତେବେ ଏହି ଗ୍ରାମର ନାମ ବଦଳେଇବା ପାଇଁ National Land Servey ବିଭାଗ ଭାର ନେବ ହେଲେ ପୂର୍ବରୁ ଏହି ଗ୍ରାମ ର ନାମ ବଦଳେଇବା ପାଇଁ ମନା କରିଥିଲେ ।
ଏହି ଗ୍ରାମର ନାମ ଐତିହାସିକ ଅଟେ ତେଣୁ ଏହାକୁ ବଦଳାଇବା ଭଲ ନୁହେଁ । ଏହି ଗ୍ରାମର ନାମ Fucke ବୋଲି ଦଶନ୍ଧି ପୂର୍ବରୁ ରଖାଜାଇଥିଲା । ତେଣୁ ଏହି ଗ୍ରାମ ର ନାମ ନବଦଳି ପାରେ । ଏଠାରେ ରହିଥିବା ଲୋକ ମାନେ ଟିଭି ଚେନ୍ନାଲ କୁ ନିଜର ଦୁଖଃ କହୁଛନ୍ତି ।
ସେମାନଙ୍କ କହିବା ଅନୁସାରେ ସେମାନେ ଏହି ନାମରେ ବହୁତ ଲଜ୍ୟା ଅନୁଭବ କରୁଛନ୍ତି । ଏହା ସୋସିଆଲ ମିଡିଆ ରେ ଅଶିଳ୍ଳ ଲାଗିଥାଏ । Facebook Algorithms ଆମ ଗାଁ ର ନାମ କୁ ହଟାଇ ଦିଅନ୍ତି । ଏଥି ପାଇଁ ଗାଁ ସହିତ ଜଡ଼ିତ କୌଣସି ବିଜ୍ଞାପନ ଦେଇ ପାରୁ ନାହୁଁ ବୋଲି ସେମାନେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।