କାଳିଆ ଯୋଜନାକୁ ନେଇକି ଆସିଲା ବଡ ଖବର, କେଉଁ ଦିନ ମିଳିବ ସପ୍ତମ କିସ୍ତି, କାହାକୁ ମିଳିବ,ନ ମିଳିଲେ କଣ କରିବେ, ଜାଣନ୍ତୁ ସବୁକିଛି

kalia plan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଆସିଲା ଖୁସୀର ଖବର ଚାଷୀ ମାନଙ୍କୁ କାଳିଆ ଯୋଜନା ର ଟଙ୍କା ମିଳିବା ପାଇଁ ଯାଉଛି । ଏହି ଡେଟ ରେ ଆସନ୍ତୁ ଜାଣିନେବା କାଳିଆ ଯୋଜନାର ସପ୍ତମ କିସ୍ତି କେବେ ମିଳିବା ପାଇଁ ଯାଉଛି । ଦର୍ଶକ ବନ୍ଧୁ ବହୁତ ସାରା ଚାଷୀ ଭାଇ ମାନେ ଅନେକ ବସିଛନ୍ତି କାଳିଆ ର ସପ୍ତମ କିସ୍ତି କେବେ ତାଙ୍କ ଏକାଉଣ୍ଟ କୁ ଆସିବା ବା ସରକାରଙ୍କ ପକ୍ଷରୁ ନୂଆ ଅପଡେଟ କେବେ ଆସିବ ।

ତେବେ ସରକାର ପକ୍ଷ ରୁ ଆସିଲା ନୂଆ ଆପଡେଟ ଜାନୁଆରୀ 25 ରେ ନୂଆ ଆପଡେଟ ଜାରି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁ କାଳିଆ ଯୋଜନା ରେ ରାସନ କାର୍ଡ ସଂଯୋଗ କରିଛନ୍ତି । ଏବଂ ଏହା ସହିତ ସହିତ e-kyc ସଂଯୋଗ କରିସାରିଛନ୍ତି ସେମାନଙ୍କ ନାଁ ରେ ଏକ ନୂଆ ଲିଷ୍ଟ ଜାରି ହେବାକୁ ଯାଉଛି ଜାନୁଆରୀ 25 ତାରିଖ ରେ ।

kalia yojana

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଇଲେକ୍ସନ ପାଖା ପାଖି ଥିଲେ କୈଣସି ପଇସା ବଣ୍ଟନ ହେବ ନାହିଁ । ଏହା ଆଇନ ର ନିୟମ ଅଟେ ତେବେ ବର୍ତମାନ ସମୟ ରେ ପଞ୍ଚାୟତ ନିର୍ବାଚନ ଠିକ୍ ହୋଇସାରିଲାଣି । ସେହି କାରଣ ରୁ ସରକାର କୈଣସି ପଇସା ଜନତା ଙ୍କୁ ଦେଇ ପାରିବେ ନାହିଁ । କିନ୍ତୁ ଆମ ରାଜ୍ୟ ସରକାର ନୂଆ ନିୟମ ଆଣିଲେ । ଆମ ରାଜ୍ୟ ରେ 25 ତାରିଖ ରୁ ଯେଉଁ ଚାଷୀ ମାନଙ୍କ ନାମ କାଳିଆ ଯୋଜନା ଲିଷ୍ଟରେ ଥିବ । ସେମାନଙ୍କୁ ଇଲେକ୍ସନ ପରେ ଏହି ଟଙ୍କା ମିଳିବ ବୋଲି ନୂଆ ଆପଡେଟ ।

ତେବେ ବନ୍ଧୁଗଣ ଆପଣ ମାନେ ବି ବୁଝି ପାରିଥିବେ କି କାଳିଆ ଯୋଜନା ହେଉ କିମ୍ବା ଅନ୍ୟ କୈଣସି ଯୋଜନା ହେଉ ଇଲେକ୍ସନ ପୂର୍ବରୁ କାହାକୁ ବି ଟଙ୍କା ମିଳି ପାରି ନାହିଁ । ତେବେ ସେହିଥି ପାଇଁ 25 ତାରିଖ ପୂର୍ବରୁ ଯଦି ଏହି ଲିଷ୍ଟରେ ଆପଣ ମାନଙ୍କ ନାମ ଥିବ ତେବେ ଆପଣ ମାନଙ୍କୁ ବି ଇଲେକ୍ସନ ପରେ ଟଙ୍କା ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *