ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରସିଦ୍ଧ ଅଭିନେତା ମିହିର ଦାସ ଆଜି ଆମ ଗହଣ ରେ ନାହାଁନ୍ତି । ତେବେ ମିହିର ଦାସ ଯିବା ପରେ ସାରା ଓଡିଶା ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଜାଇଛି । ମିହିର ଦାସ ଓଡିଆ ସିନେମା ଜଗତ ର ଜଣେ ଦିଗଜ ଅଭିନେତା ଥିଲେ । ମିହିର ଦାସ ଯିବା ପରେ ତାଙ୍କ ପରିବାର ଲୋକ ମାନଙ୍କ ଉପରେ ଦୁଖଃ ର ପାହାଡ ଛି଼ଡି ପଡିଛି ।
ଦିର୍ଘ ଦିନ ଧରି ମିହିର ଦାସ କିଡ୍ନୀ ରୋଗରେ ପଡିତ ରହିଥିଲେ । ତାଙ୍କ ସ୍ଥିତି ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ଓ ତାଙ୍କର ଚିକିତ୍ସା ଚଳୁଥିଲା । ହେଲେ ବନ୍ଧୁଗଣ ଶେଷରେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ବଡ ଲସ୍ ହୋଇଛି କାରଣ ମିହିରଙ୍କ ଭଳି ଅଭିନେତା ଆଗାମୀ ସମୟରେ ମିଳିବେ ନା ନାହିଁ ତାର କୈଣସି ସମ୍ଭାବନା ନାହିଁ ।
ମିହିର ଯିବା ପରେ ତାଙ୍କ ପରିବାର ଉପରେ ଦୁଖଃ ର ପାହାଡ ଭାଙ୍ଗି ପଡିଛି । ପୁଅ ବୋହୁ ବହୁତ ଦୁଖଃ ରେ ରହିଛନ୍ତି । ତେବେ ବନ୍ଧୁଗଣ ଗତ କାଲି ମିହିର ଙ୍କ ଦଶକ୍ରିୟା ଏବଂ ଆଜି ତାଙ୍କର ଏକାଦଶ କ୍ରିୟା ଅଟେ । ତେବେ ବନ୍ଧୁଗଣ ଗତ କାଲି ତାଙ୍କର ଦଶ କ୍ରିୟା ରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରା ଯାଇଥିଲା ।
ତେବେ ବନ୍ଧୁଗଣ ଏହି ସଭା ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଅନେକ କଳାକାର ମାନେ ଦେଖା ଦେଇଥିଲେ । ହେଲେ ଆଶ୍ଚର୍ଯ୍ୟ ର କଥା ହେଲା କି ମିହିର ଦାସ ଙ୍କ ପୁଅ ଅମ୍ଲାନ ଏଠାରେ ଉପସ୍ଥିତ ନଥିଲେ । କଣ ସତରେ ମିହିର ଙ୍କ ଅକାଳ ବିୟୋଗ କୁ ଗ୍ରହଣ କରି ପାରୁନାହାଁନ୍ତି ଅମ୍ଲାନ ଏହି ସଭା ରେ ଅମ୍ଲାନ ନଥିବାରୁ କେତେକ ଫ୍ୟାନ୍ସ ମାନେ ଦୁଖଃ ପ୍ରକାଶ କରିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।