ଶିବଙ୍କ କୃପାରୁ ଆଜିଠାରୁ ଏହି ୮ଟି ରାଶିର ବଦଳିବ ଭାଗ୍ୟ,ମିଳିବ ଖୁସିର ଖବର

8 rashi

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ରହିଛି। ରାଶି ଗୁଡିକ ମନୁଷ୍ୟର ଜନ୍ମ ସମୟ ଅନୁସାରେ ଗଣନା ହୋଇଥାଏ। ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କ ପ୍ରଭାବ ରହିଥାଏ।ଗ୍ରହ ମାନଙ୍କ ଶୁଭ ପ୍ରଭାବ ମନୁଷ୍ୟର ଭାଗ୍ୟ ବଦଳାଇପାରିବା ବେଳେ ଖରାପ ପ୍ରଭାବ ଯୋଗୁଁ ଜୀବନରେ ସମସ୍ୟା ଉପୁଜେ। ତେବେ ମହାଦେବଙ୍କ କୃପାରୁ ଆସନ୍ତା ସୋମବାର ଠାରୁ ୮ଟି ରାଶିରେ ପରିବର୍ତନ ଦେଖାଯିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।

ମେଷ ରାଶି : କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରୀୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ । ଅପରାହ୍ନେ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ।ଶୁଭ ପ୍ରସଙ୍ଗର ଆୟୋଜନ ହେବ। ସ୍ତ୍ରୀ ଏବଂ ପୁତ୍ରର ସହଯୋଗ ପ୍ରାପ୍ତ ହେବ।

ବୃଷ ରାଶି : ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାଶ୍ୱିର୍କ ପରିସ୍ଥିତି ଅନୁକୂଳ ରହିବ।କୌଣସି ନୂତନ କାମରେ ବନ୍ଧୁମାନେ ସହ-ଯୋଗର ହାତ ବଢାଇବେ।ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।

rashi

ମକର ରାଶି : ଆଜି ଆପଣଙ୍କ ଦିନଟି ଶୁଭରେ ବିତିବ। ଅସ୍ଥିରତା ମଧ୍ୟରେ ଦିନ ଗୁଡିକ କଟିବ।କର୍ମକ୍ଷେତ୍ରରେ ବାଧା ଓ ପ୍ରତିବନ୍ଧକ ଦେଖା ଦେବ। ଆୟ ଉତ୍ତମ ରହିବ।

ସିଂହ ରାଶି : ଆପଣଙ୍କ ଦିନଟି ମଧ୍ୟମ ଫଳ ଦେବ ।କର୍ମକ୍ଷେତ୍ରରେ ବିଳମ୍ବ ଯୋଗ ଅଛି ।ଭ୍ରମଣର ଯୋଗ ରହିଛି ।ଚାକିରୀରେ ଉଚ୍ଚ ଫଳ ପାଇବେ ।ବ୍ୟବସାୟରେ ଅଗ୍ରଗତି ଘଟିବ ।

ତୁଳା ରାଶି : ଭଲରେ ଦିନଟି କଟିବ।କର୍ମକ୍ଷେତ୍ରରେ ଲାଭ ପାଇବେ। ପାରିବାରିକ ଜୀବନ ସୁଖୀହେବ ।ବ୍ୟବସାୟ ଖୁବ୍‌ ଭଲରେ ଚାଲିବ।କୌଣସି ମଧ୍ୟ ବସ୍ତୁକୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ପତ୍ନୀଙ୍କର ସ୍ଵାସ୍ଥ୍ୟ ବିଷୟରେ କିଛି ଚିନ୍ତା ରହିବ।

ଧନୁ ରାଶି : ଦିନଟି ଶୁଭରେ କଟିବ ।ବିବାଦୀୟ ଘଟଣାରୁ ଓହରି ଆସିବେ । ଦେହ ଓ ମନ ସୁସ୍ଥରହିବ । ପାରିବାରିକ ଜୀବନରେ ପ୍ରୀତିହାନୀ ଘଟିବ ।ଆଜି ଆପଣଙ୍କର ଦିନ ବହୁତ ଭଲରେ ବିତିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସୁଖମୟ ପ୍ରସଂଗ ବନିବ। ଖର୍ଚ୍ଚ ହେବ, କିନ୍ତୁ ତାହା ନିରର୍ଥକ ହେବ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ।

rashi

କୁମ୍ଭ ରାଶି : ଆପଣଙ୍କର ଆଜି ଦିନଟି ମଧ୍ୟମରହିବ ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । ବ୍ୟବସାୟରେ ଲାଭହେବ ।ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନ ଉପରେ ଆଜି କମ ପ୍ରୟାସରେ ସଫଳତା ମିଳିପାରେ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ।

ମୀନ ରାଶି : ସାମାଜିକ କାର୍ଯ୍ୟଗୁଡ଼ିକରେ ଆପଣଙ୍କୁ ଲାଭ ହେବ। କାରଣ ବିବିଧ କ୍ଷେତ୍ରରୁ ଲାଭ ହେବାର ଆଜିର ଯୋଗ ଅଛି। ମିତ୍ର ତଥା ବନ୍ଧୁମାନଙ୍କ ସହିତ ହୋଇଥିବା ଭେଟ ଆପଣଙ୍କପାଇଁ ଲାଭଦାୟୀ ସିଦ୍ଧ ହେବ। ରୋକିଥିବା କାମ ସଂପନ୍ନ ହେବ। କ୍ରୋଧର ମାତ୍ରା ଅଧିକ ରହିବ। ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ, ନଚେତ କାର୍ଯ୍ୟ ବିଗିଡ଼ି ପାରେ। ସହକର୍ମିମାନଙ୍କ ସହଯୋଗ ମିଳିବ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ଏଭଳି ଅଧିକ ତଥ୍ୟ ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *