ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଜାଣୁ କି ଆମକୁ ପ୍ରକୃତି ରୁ ଅନେକ ଔଷଧୀୟ ଜିନିଷ ମିଳେ । କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନଥାଉ । ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରଷା କରିଥାନ୍ତି । ସେମିତି ରେ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁି ସେହି ପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ପରାମର୍ଶ କରିଥାଉ । ଏବଂ ବଜାର ରୁ ଅନେକ ଆଧୁନିକ ଔଷଧ କିଣି ବ୍ୟବହାର କରିଥାଉ ।
ବନ୍ଧୁଗଣ ଆମେ ମାନେ ସୁଖିଲା କାଶ ପାଇଁ ବହୁତ ଯନ୍ତ୍ରଣା ପାଇଥାଉ । ଏହାକୁ ଭଲ କରିବା ପାଇଁ ଆମେ ଅନେକ ପ୍ରକାରର ଔଷଧ ଖାଇଥାଉ । କିନ୍ତୁ ଏହା ସଂମ୍ପର୍ଣ୍ଣ ଭାବେ ଭଲ ହୋଇନଥାଏ । ହେଲେ ଆମେ ଆଜି ଆପଣ ମାନଙ୍କ ନିକଟ କୁ ଏମିତି କିଛି ପ୍ରାକୃତିକ ଉପାୟ ନେଇ କରି ଆସିଛୁ ଯାହା ଦ୍ୱାରା ଆପଣ ମାନଙ୍କ ଏହି ରୋଗ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ ।
ତେବେ ଆସନ୍ତୁ ଜାଣିନେବା ସେହି ଆୟୁରବେଦ ମେଡିସିନ ବିଷୟ ରେ । ଯଦି ଆପଣ ମାନଙ୍କର ସୁଖିଲା କାଶ ହେଉଥିବ ତେବେ ଆପଣ ମାନେ ଚିମୁଟେ ହଳଦୀ ଗୁଣ୍ଡ ନିଅନ୍ତୁ ଏବଂ ତାହାକୁ ନିଜର କଳରେ ଜାକି ରଖନ୍ତୁ । ଏବଂ ଧିରେ ଧିରେ ଚୁସନ୍ତୁ । ଏହାର ରସ ଏବଂ ଲାଳ ଯେତେ ବେଳେ ଧିରେ ଧିରେ ଗଳାକୁ ଯିବ ତେବେ ସେତେ ବେଳେ ଆପଣଙ୍କ ଗଳାକୁ ବହୁତ ଆରାମ ମିଳିବ । ଏହାକୁ ଦିନକୁ ଚାରିଥର ଆପଣ ପ୍ରୟୋଗ କରି ପାରିବେ ।
ଯଦି ଆପଣଙ୍କ କାଶ କଫ ହେଉଛି ତେବେ ଆପଣ ମାନେ ଅଦା ରସ ସହିତ ସ୍ୱଳ୍ପ ପରିମାଣ ରେ ମହୁ ମିଶେଇ କରି ଆପଣ ମାନେ ପିିଇଲେ ଆପଣ ମାନଙ୍କ କଫ କଟିଯିବ । ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ତେବେ ଆପଣ ମାନେ ବି ନିଶ୍ଚିତ ଭାବେ ଏହି ଉପଚାର କୁ କରନ୍ତୁ ଦେଖିବେ ଆପଣ ମାନଙ୍କର କାଶ କଫ ଜନିତ ସମସ୍ୟା ଦୂର ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।