ଆପଣ ମାନେ ତା ଜାଣିଥିବେ ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳା ବାର ଦିନକୁ ହନୁମାନ ଙ୍କ ପାଇଁ କରାଯାଇଛି କିନ୍ତୁ ଯଦି ଆପଣ ହୃଦୟର ସହ ତାଙ୍କର ଧ୍ୟାନ କରିବେ ସେ ସବୁଦିନ ସବୁବେଳେ ଆପଣଙ୍କ ଆଖ ପାଖରେ ରହିବେ । ହନୁମାନ ଙ୍କୁ ଖୁସି କରିବା ପାଇଁ ତାଙ୍କ ଭକ୍ତ ମାନେ ମଙ୍ଗଳବାର ଓ ଶନିବାର ଦିନ ତାଙ୍କ ଉପାସ ବି କରିଥାନ୍ତି । କହିବାକୁ ଗଲେ ହନୁମାନ ନିଜର ସବୁ ଭକ୍ତ ମାନଙ୍କୁ ବହୁତ ଭଲ ପାଇଥାନ୍ତି।
ବଜରଙ୍ଗ ବାଲିଙ୍କୁ ଖୁସୀ କରିବାପାଇଁ ହନୁମାନ ଚାଳିସା,ବଜରଙ୍ଗ ବାଣ, ସଙ୍କଟ ମୋଚନ ଜପ ଓ ସୁନ୍ଦର କାଣ୍ଡ ର ପାଠ କରିବାକୁ ସବୁଠୁ ଭଲ ସାଧନା ହୋଇଥାଏ । କିିନ୍ତୁ ହନୁମାନ ଙ୍କର ଅତି ପ୍ରିୟ ଏହି 3 ଟି ରାଶି ର ଲୋକ ଅଟନ୍ତି । ତାଙ୍କ ଉପରେ ହନୁମାନ ଙ୍କର ବିଶେଷ କୃପା ରହିଥାଏ। ତେବେ ଚାଲନ୍ତୁ ଜାଣିବା ହନୁମାନ ଙ୍କର ଅତି ପ୍ରିୟ ସେହି 3 ଟି ରାଶି ଥିବା ଲୋକ ମାନଙ୍କ ବିଷୟରେ।
ମେଷ ରାଶି – ମେଷ ରାଶିଙ୍କ ଉପରେ ହନୁମାନ ଙ୍କର ବିଶେଷ କୃପା ସବୁବେଳେ ରହିଥାଏ। ଏହି ଲୋକମାନେ ଜୀବନରେ ସବୁବେଳେ ସଫଳ ହୋଇଥାନ୍ତି। ଯଦି ଆପଣ ହୃଦୟର ସହିତ କାହାକୁ କେବେ ଭଲ ପାଉଛନ୍ତି ତେବେ ଏହା ସଠିକ ସମୟ ଆଟେ ତାଙ୍କୁ ନିଜର ପ୍ରେମ ବିଷୟରେ କହିବା ପାଇଁ ଆପଣଙ୍କୁ ନିଶ୍ଚିତ ରୂପେ ସଫଳ ମିଳିବ। ଏମାନେ ବହୁତ ଚେଷ୍ଟା କରିଥାନ୍ତି । ସଫଳତା ପାଇବା ପାଇଁ ଏମାନେ ନିରନ୍ତର ଚେଷ୍ଟା କରିଥାନ୍ତି ,ଯାହା ତାଙ୍କୁ ଭବିଷ୍ୟତରେ ସହାୟକ ହୁଏ।
କର୍କଟ ରାଶି – ଏ ରାଶି ର ଲୋକମାନେ ଯେ କୌଣସି ବି କାମ ହାତ କୁ ନେଲେ ତାହା ସଫଳତା ସହ ପୁରା କରି ଦମ ନିଅଁନ୍ତି । ହନୁମାନ ଙ୍କ ଯୋଗୁ ଏମାନଙ୍କ ଆର୍ଥିକ ସ୍ଥିତି ଭଲ ହବାର ଅଛି ଓ ଆପଣ ଶନିବାର ଦିନ ହନୁମାନ ଙ୍କର ପୁଜା କେରିବା ଦ୍ବାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।
ତୁଳା ରାଶି- ହନୁମାନ ଙ୍କ ଆର୍ଶୀବାଦ ଯୋଗୁ ଏହି ରାଶୁ ର ଲୋକ ମଂନଙ୍କର ଟଙ୍କା ସମସ୍ୟା ସମସ୍ତ ଅସୁବିଧା ଦୂର ହୋଇଯିବ ଏବଂ ପାରିବାରିକ ସମ୍ବନ୍ଧିତ ଭଲ ରହିବ ।ଆପଣ ଅଧିକ ସମୟ ପର୍ଯ୍ୟନ୍ତ କାମରେ ରହିବେ କିନ୍ତୁ ହନୁମାନ ଙ୍କ ଆରାଧନା କରିବା ଆପଣ ଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ଅଟେ ।
ଆଶା କରୁଛୁ ଏହା ଆପଣ ମାନଙ୍କୁ ଭଲ ଲାଗିଥିବ ଏବଂ ଏହା ମଧ୍ୟ ରେ ଆପଣା ମାନେ ଜାଣିବା କୁ ପାଇଲେ ହନୁମାନ ଙ୍କର ପ୍ରିୟ ରାଶି ଗୁଡିକ ସବୁ। ତେବେ ଏହା ମଧ୍ୟରୁ ଯଦି କୌଣସି ରାଶି ଆପଣ କିମ୍ୱା ଆପଣଙ୍କର ପ୍ରିୟଜନଙ୍କର ହୋଇଥାଏ ତେବେ ଲାଇକ କରି ଆମକୁ ଜଣାନ୍ତୁ ।