ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାର ସହଜ ଏବଂ ସରଳ ଉପାୟ କଣ କଣ ହୋଇ ଥାଏ । ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜିବନରେ ସବୁ ବେଳେ ଅସଫଳତା ଦେଖିବା ପାଇଁ ମିଳିଲେ ଜିବନ ରେ ମଣିଷ ର ଚିନ୍ତା ବଢିବାରେ ଲାଗି ଥାଏ ଏବଂ ଏହି କାରଣ ପାଇଁ ଧନ ର ଅଭାବ ବି ଦେଖିବା ପାଇଁ ମିଳେ । ହେଲେ ଆମେ ଆଜି ଏମିତି କିଛି ଉପାୟ ବିଷୟ ରେ କହିବୁ ଜାହାକୁ କରିବା ଦ୍ୱାରା ଏହି ସବୁ ସମସ୍ୟା କୁ ଦୂର କରା ଜାଇଁ ପାରିବ ।
ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ନିଜର ଦୁଆର ମୁହଁ ରେ ଝୁଟି ବା ଆମ୍ଭ କିମ୍ବା ଦେବ ଦାରୁ ପତ୍ର ଦ୍ୱାରା ସଜେଇ ଦିଅନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଘର ପ୍ରତି କୃପା ଦୃଷ୍ଟି କରି ଥାନ୍ତି । ସେହି ପରି ଏହି ଦିନ ରେ ଦରିଦ୍ର ଲୋକ ମାନଙ୍କୁ ଅଖଣ୍ଡିତ ଚାଉଳ ଦାନ କରିଲେ ବହୁତ ପୂର୍ଣ୍ଣ୍ୟ ମିଳେ ଏହି ଥିରେ ମାତା ଲକ୍ଷ୍ମୀ ମଧ୍ୟ ପଶ୍ରନ୍ନ ହୋଇଥାନ୍ତି ।
ଏହି ଦିନ ରେ ଶ୍ରୀ ୟନ୍ତ୍ର ଏବଂ ଶଙ୍ଖ ରଖି ପୂଜା କରିଲେ ଅଖଣ୍ଡ ଶ୍ୱଭାବ ପ୍ରାପ୍ତି ହୋଇ ଥାଏ । ଏହି ଦିନ ରେ ଆପଣ ମାନେ ମାଳା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର କୈଣସି ବି ମନ୍ତ୍ର କୁ ଯପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ନିଜର ଦ୍ୱାର ଆଗରେ ଦୀପ ନିଶ୍ଚିତ ଜାଳନ୍ତୁ । ଏବଂ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦୟ ପୂର୍ବ ରୁ ସ୍ନାନ କରି ମନ୍ଦିର ଜାଇ ଦାନ କରିଲେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ପ୍ରାପ୍ତି ହୋଇ ଥାଏ ।
ସେହି ପରି ଏହି ଦିନ ରେ ଘର ସାମ୍ନା ରେ ଝୁଟି ନିଶ୍ଚିତ ପାକାନ୍ତୁ ଏହା ଦ୍ୱାରା ଆପଣ ମାନଙ୍କୁ ବିଶେଷ ସମୃଦ୍ଧି ମିଳେ ଏବଂ ନବଗ୍ରହ ବି ଆପଣ ମାନଙ୍କ ଉପରେ ଶାନ୍ତ ହୋଇ ଥାନ୍ତି । ଏହି ଦିନ ରେ ଆପଣ ମାନେ କ୍ଷୀରି ମିଶ୍ରୀ ଏବଂ ଗଙ୍ଗା ଜଳ ମିଶେଇ ମାତା ଲକ୍ଷ୍ମୀ ଙ୍କ ଭୋଗ ଲଗେଇଲେ ଏହା ଦ୍ୱାରା ମାତା ଆପଣ ମାନଙ୍କ ଉପରେ ସବୁ ସମୟ ରେ ପଶ୍ରନ୍ନ ରହିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।