ମାଳିକା ଭବିଷ୍ୟ ବାଣୀ 2022, ହେବ ତୃତୀୟ ବିଶ୍ବଯୁଦ୍ଧ

Malika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳିକା ର ଭବିଷ୍ୟତ ବାଣୀ ତୃତୀୟ ବିଶ୍ୱଯୁଦ୍ଧ ର ସଂଙ୍କେତ 13 ଟି ଦେଶ ମଧ୍ୟ ରେ ହେବ ଭୟଙ୍କର ଯୁଦ୍ଧ । ଆସନ୍ତୁ ଜାଣି ନେବା ସେହି ସବୁ ଦେଶ ଗୁଡିକ କଣ ରହିଛି । ତେବେ ମହାପୁରୁଷ ଅଚ୍ୟୁତ୍ୟା ନନ୍ଦ ଯୁଗ ଜନ୍ମା ପୁରୁଷ । ତାଙ୍କର ମାଳିକା ଏକ ବିଚିତ୍ର ରହସ୍ୟ ପୂର୍ଣ୍ଣ ଏବଂ ତର୍କ ପୂର୍ଣ୍ଣ ଅଟେ । ତାଙ୍କ ବର୍ଣ୍ଣନା ରେ ଏକ ଅନୁଭବ ର ବିଚାର ଦେଖିବାକୁ ମିଳେ । ତେବେ ମାଳିକା ହେଲା ଗୋଟିଏ ଏମିତି ଜିନିଷ ଯେଉଁ ଥିରେ ଦିର୍ଘ ବର୍ଷ ପୂର୍ବେ ଏମିତି ବର୍ଣ୍ଣିତ ହୋଇଛି ଜାହା ଆଗାମୀ ବର୍ଷ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ।

ମହାପୁରୁଷ ମାନଙ୍କର ଅନେକ ବର୍ଷ ର ଦିବ୍ୟ କଥାକୁ ଏବେ ଆମେ ମାନେ ମାଳିକା ବଚନ ରେ ଜାଣିବାକୁ ପାଉଛୁ । ଏହାକୁ ଅନେକ ମାନିବାକୁ ରାଜି ନଥିଲେ ମଧ୍ୟ ଏହି ଘଟଣା ସତ ଅଟେ । ଏହାକୁ ବୁଝି ବିଚାରି ନିଜକୁ ସତର୍କ କରେଇବା ସହିତ ନିଜର କର୍ମ କୁ ଠିକ୍ କରେଇବା ଆବଶ୍ୟକ । ତେବେ ଆମେ ପୁଣି ସେହି ମାଳିକା ବିଷୟ ରେ ଜାଣିବା । ତେବେ ବର୍ତମାନ ଆପଣ ମାନେ ଦେଖିବା ପାଇଁ ପାଉଥିବେ କି ଭାରତ ସହିତ ପାକିସ୍ତାନ ଏବଂ ଚୀନ ବାରମ୍ବାର ଯୁଦ୍ଧ ଲାଗି ରହିଛି । ଏବଂ ଭାରତ ସହିତ ଅପ୍ରିତିକର ପରିସ୍ଥିତି ବି ସୃଷ୍ଟି କରୁଛନ୍ତି ।

malika .

ହେଲେ ଭାରତ ଭଳି ଏକ ପୂର୍ଣ୍ଣ ଭୂମିରେ ସେମିତି ଘଟିବ ନାହିଁ । କିମ୍ବା କେହି କ୍ଷେୟ କ୍ଷେତି ଘଟେଇ ପାରିବେ ନାହିଁ । ମାଳିକା ରେ ଯୁଦ୍ଧ କଥା କୁ ନେଇ ବର୍ଣ୍ଣିତ ରହିଛି କି ବଡ ବଡ 13 ଟି ଦେଶ କଳି ଲାଗିବେ । ଏବଂ ସେମାନଙ୍କ ମଧ୍ୟ ରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ । ବର୍ତମାନ ଚୀନ ଯେମିତି ତାର ପରାକର୍ମ ଭାରତ ଉପରେ ଦେଖାଉଛି । ତାକୁ ଉଚିତ ଦେବାକୁ ଯାଉଛି ଭାରତ । ଭାରତ ବି କୈଣସି କ୍ଷେତ୍ର ରେ କମ୍ ନୁହେଁ । ତେଣୁ ଏହି ସବୁ ଯୁଦ୍ଧ ସମୟ ରେ ଯେତେ ବେଳେ ମାନବ ଶରୀର ରୁ ଦେବତା ଚାଲିଯିବେ ସେତେ ବେଳେ ସେତେ ବେଳେ ପାକିସ୍ତାନ କଣ କରିବ ନା କଣ କରି ପାରିବ ଚୀନ ।

ମହାପୁରୁଷ ଅଚୁତ୍ୟାନନ୍ଦ କହିଛନ୍ତି ଯେ ପୃଥିବୀ ର ଏକ ବିରାଟ ଆଧ୍ୟାତ୍ମିକ ଦେଶ ଯେଉଁ ଠାରେ ଆଧ୍ୟାତ୍ମିକତା ଭରି ରହିଛି ଏଠାରେ ଜ୍ଞ୍ୟାନୀ ଗୁଣି ମାନେ ରହିଛନ୍ତ । ଭାରତ ର ଆଧ୍ୟାତ୍ମିକ ଶକ୍ତି ଆଗରେ ହାର ମାନିବ ଅନ୍ୟ ଦେଶ ର ଶକ୍ତି । ଋଷିଆ ର ସମର୍ଥନ ମିଳିଲେ ଭାରତ କୁ କେହି ହରେଇ ପାରିବେ ନାହିଁ ବୋଲି ତଥ୍ୟ ରେ ବର୍ଣ୍ଣିତ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *