ICU ରେ “ଇତି: ସିନ୍ଦୁର ର ଅଧିକାର ସିରିଏଲ ର ହିରୋଇନ ।

icu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ହିରୋଇନ ଇତି ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ସେ ସିନ୍ଦୁର ର ଅଧିକାର ସିରିଏଲ ରେ ନିଜର ଜବରଦସ୍ତ ଅଭିନୟ ଯୋଗୁଁ ସାର ଓଡିଶାର ଦର୍ସକ ମାନଙ୍କ ମଧ୍ୟରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନିବାରେ ସଫଳ ହୋଇ ପାରିଛନ୍ତି ଇତି । ତେବେ ଇତି ଙ୍କର ପ୍ରକୃତ ନାମ ହେଉଛି ମିନାଖି ପାତ୍ର, ତେବେ ବନ୍ଧୁଗଣ ଇତି ଙ୍କର ବର୍ତମାନ ସମୟ ରେ ସ୍ୱାସ୍ଥ ଅବସ୍ତା ଖରାପ ଥିବାରୁ ତାଙ୍କୁ ବର୍ତମାନ ସମୟରେ ହସ୍ପିଟାଲ ଆଡମିସନ କରାଯାଇଛି ଆଉ ତାଙ୍କୁ ICU ରେ ରଖା ଯାଇଛି ବର୍ତମାନ ସମୟରେ ଆଉ ଏହି କାରଣ ପାଇଁ ସିରିଏଲ ରେ ନଜର ଆସୁ ନାହାନ୍ତି ଇତି ।

ତ ଇତି ଙ୍କ ସ୍ୱାସ୍ଥ ଅବସ୍ତା ଗୁରୁତର ରହିଁଛି କିନ୍ତୁ ତାଙ୍କ ସ୍ୱାସ୍ତ ଅବସ୍ତା କଣ ପାଇଁ ଖରାପ ହୋଇଛି ଏହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, ହେଲେ ହସ୍ପିଟାଲ ରେ ବର୍ତମାନ ସମୟରେ ଇତି ରହିଛନ୍ତି, ଆଉ ତାଙ୍କର ଟିଟମେଣ୍ଟ୍ ଚାଲିଛି ଆଉ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ତାଙ୍କ ବୟଫ୍ରେଣ୍ଡ ସଞ୍ଜୟ ।

iti

ତେବେ ତାଙ୍କର ସୋସିୟଲ ମିଡିଆ ଏକାଣ୍ଟ କୁ ହେଣ୍ଡେଲ କରିଛନ୍ତି ତାଙ୍କ ଭଉଣୀ ଆଉ ଏହା ସହିତ ସିରିଏଲ ରେ ବି ମଧ୍ୟ ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଉ ନାହାନ୍ତି ଗତ କିଛି ଦିନ ହେବ, ତେବେ ଇତି ଙ୍କ ସ୍ୱାସ୍ଥ ଅବସ୍ତା ଖରାପ କାରଣ ରୁ ହସ୍ପିଟାଲ ଆଡମିସନ ହୋଇଛନ୍ତି ଭୁବେନଶ୍ୱର ର ଗୋଟିଏ ଘୋରଇ ହସ୍ପିଟାଲ ରେ ଆଡମିସନ ହୋଇଛନ୍ତି, ଆଉ ତାଙ୍କର ଟିଟମେଣ୍ଟ୍ ବର୍ତମାନ ସମୟ ରେ ଚାଲୁଛି ।

ତେବେ ସିରିଏଲ ରେ ଆପଣ ମାନେ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିନ୍ତ ଭାବରେ ଦେଖି ଥିବେ, ତାହାଲେ ଏହି ସିରିଏଲ ରେ ସେ ବେଷ୍ଟ୍ ଯୋଡି ଆୱାଡସ୍ ପାଇଛନ୍ତି ଆରୋବ ଙ୍କ ସହିତ ଇତି । ଆଉ ଏହା ସହିତ ତାଙ୍କର ଜବରଦସ୍ତ ଅଭିନୟ କାରଣ ରୁ ସିନ୍ଦୁର ର ଅଧିକାର ସିରିଏଲ ଟିକୁ ବେଷ୍ଟ୍ ସିରିଏଲ ର ଆୱାଡ ମଧ୍ୟ ମିଳି ସାରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *