ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ଘରେ ଶଙ୍ଖ ବଜେଇବା ଦ୍ୱାରା ଆମର କଣ ସବୁ ଫାଇଦା ହୋଇ ଥାଏ । କଣ ଆପଣ ମାନେ ଏହା ଜାଣିବା ପାଇଁ କେବେ ଚେଷ୍ଟା କରିଛନ୍ତି ଯଦି ନାଇ ତେବେ ଆମେ ଆଜି ଆପଣ ମାନଙ୍କୁ ଆମେ କହିବୁ । ଆମ ହିନ୍ଧୁଧର୍ମ ରେ ସବୁ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରା ଜାଇ ଥାଏ । ଆଉ ଆପଣ ମାନେ ଜାଣି ଥିବେ ଏହି ସବୁ ପୂଜା ଅର୍ଚ୍ଚନା ରେ ଶଙ୍ଖ ର ଭୂମିକା ବହୁତ ଅଧିକ ଥାଏ । କେତେ ବି କୈଣସି ବି ପୂଜା ଶଙ୍ଖ ଧୋନୀ ବିନା ସଂମ୍ପର୍ଣ୍ଣ ହୋଇ ପାରେ ନାହିଁ ।
ଏହି ଶଙ୍ଖ ଧୋନୀ ସୁଣିଲେ ଆମର ଏବଂ ଆମ ଘର ର ବହୁତ ଉପକାର ହୋଇ ଥାଏ । ତେବେ ଆସନ୍ତୁ ଜାଣିବା । ଯେଉଁ ଘରେ ଶଙ୍ଖ ର ଧ୍ୱନୀ ସୁଣା ଜାଇ ଥାଏ ସେହି ଘର କୁ ମାତା ଲକ୍ଷ୍ମୀ ଟାଣୀ ହୋଇ ଆସନ୍ତି । ସେହି ଘରେ ଧନ ଧାନ୍ୟ ରେ ପରିପୂର୍ଣ୍ଣ ହୋଇ ଥାଏ । ସେହି ଘରେ କେବେ ବି ଅଭାବ ଅନାଟନ ଦେଖା ଦିଏ ନାହିଁ । କେବଳ ସେତିକି ନୁହେଁ ଯେଉଁ ଘରେ ପ୍ରତିଦିନ ଶଙ୍ଖ ଧ୍ୱନୀ ସୁଣା ଯାଏ । ସେହି ଘରେ ସମସ୍ତ ପ୍ରକାରର ନାକାରାତ୍ମକ ଶକ୍ତି ଦୂରେଇ ଜାଇ ଥାଏ । ଯେଉଁ ପରି କି ଭୂତ ପ୍ରେତ ପିସାଚ ମଧ୍ୟ ପଳାୟନ କରି ଥାନ୍ତି ଏବଂ ସମସ୍ତ ପ୍ରକାରର ରୋଗ ଜିବାଣୁ ନଷ୍ଟ ହୋଇ ଥାଏ ।
ଯେଉଁ ମାନେ ପ୍ରତ୍ୟକ ଦିନ ଶଙ୍ଖ ବଜେଇ ଥାନ୍ତି ସେମାନଙ୍କର ଖନ୍ନା ଦୋଷ ଦୂର ହୋଇ ଥାଏ ଏବଂ ମୂଖ ର ଲାଳିମା ଉଜ୍ୱଳିତ ହୋଇ ଥାଏ । ପ୍ରତି ଦିନ ଘରେ ଶଙ୍ଖ ବଜେଇବା ଦ୍ୱାରା ଘରେ ଉଜ୍ୱଳତା ଏବଂ ନାକାରାତ୍ମକ ଶକ୍ତି ଦୂରେଇ ଯାଏ । ସେହି ପରି ବେଳେ ସେହି ପରିବାର ସମସ୍ତ ଙ୍କର ଶାସ୍ୱୀକ ଭାବନା ଜାଗ୍ରତ ହୋଇ ଥାଏ । ଏହି ମାନେ ସବୁ ବେଳେ ଯେଉଁ ସ୍ଥାନ କୁ ଜାଆନ୍ତି ସେମାନଙ୍କୁ ସମ୍ମାନ ପ୍ରାପ୍ତି ହୋଇ ଥାଏ ।
ଏମାନେ ସବୁ ସମୟ ରେ ଅନ୍ୟ ର ପ୍ରିୟ ହୋଇ ଥାନ୍ତି । ତଥା ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇ ଥାନ୍ତି । କହିବା ପାଇଁ ଗଲେ ସେହି ପରିବାର ରେ ସଦା ସର୍ବଦା ସୁଖ ଶାନ୍ତି ର ପ୍ରଭାବ ଦେଖିବା ପାଇଁ ମିଳେ । ତେବେ ଆପଣ ମାନେ ବି ଯଦି ଘରେ ଏହି ଶଙ୍ଖ କୁ ରଖି ନାହାଁନ୍ତି, ତେବେ ଆଜି ଠାରୁ ହିଁ ରଖନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।