ଏହି 3 ଚମତ୍କାରୀ ମନ୍ତ୍ର ସନି ଦେବ ଙ୍କ କୋପ କୁ କରି ଥାଏ ଦୂର, ସନି ବାଧା ଲୋକ ମାନଙ୍କ ପାଇଁ ପୂରା ରାମ ବାଣ ଅଟେ ।

shani

ସାଧାରଣ ଭାବେ ପ୍ରତ୍ୟେକ ଲୋକ ର ଜିବନ ରେ ଥରେ ଥରେ ଶନି ଦଶା ପଡି ଥାଏ । ଏବଂ ସେହି ପରି କ୍ଷତ୍ରେ ସେ ସେହି ଦଶା ରୁ ବଞ୍ଚିବା ପାଇଁ କିଛି ବି କରିବା ପାଇଁ ଚେଷ୍ଟା କରି ଥାଏ । ଯଦି କେହି ବ୍ୟକ୍ତି ଙ୍କ ଉପରେ ଶନି ଙ୍କ କୋପ ରହିଛି ତେବେ ସେ ନିଶ୍ଚିତ ଭାବେ ଜିବନ ରେ କେବେ ବି ଉନ୍ନତି କରି ପାରେ ନାହିଁ, ତଥା ତାର କୈଣସି ବି କାର୍ଯ୍ୟ ସଫଳ ହୋଇ ନ ଥାଏ । ସେମିତି ବେଳେ ସନି ଙ୍କ ଏହି କୋପ ରୁ ବଞ୍ଚିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଶନି ଙ୍କ ପୂଜା ଅର୍ଚ୍ଚନା କରିବା ।

ତେବେ ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ପୂଜା ଅର୍ଚ୍ଚନା କରିବା ବ୍ୟତିତ ଯଦି ଆପଣ ମାନେ ଶନି ଦେବ ପାଇଁ କିଛି ଅନ୍ୟ ମାନର ଉପାୟ କରନ୍ତି, ତେବେ ଆପଣ ମାନଙ୍କ ଉପରୁ ତାଙ୍କର କୋପ ବହୁତ ଶିଘ୍ର ଉଠି ଯିବ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ସଂମ୍ପର୍କ ବଷୟ ରେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଜାଣି ନେବା ।

shani

ଶନି ଦେବ ଙ୍କ ପ୍ରକୋପ ରୁ ବଞ୍ଚିବା ପାଇଁ ପଢନ୍ତୁ ତିନୋଟି ମନ୍ତ୍ର ।
1.ଓଁ ଶନି ଦେବ ରବିସୂର୍ଯ୍ୟା ଆପେ ଭବତୁ ,ପିଅତି ରବି ସୂର୍ଯ୍ୟା ନତ୍ର ନଂମଃ
2. ଓଁ ପ୍ରାଂ ପ୍ରିଂ ପ୍ରଂ ସ : ସନିଷ୍ଚରାୟ ନଂମଃ
3. ଓଁ ଏଂ ହିଁ ,ସନିଷ୍ଚରାୟ ନଂମଃ ।

ସେମିତି ରେ ଆପଣ ମାନଙ୍କ ଉପରେ ଯଦି ଶନି ଙ୍କ ପ୍ରକୋପ ରହିଛି ଏବଂ ଆପଣ ମାନେ ଚାହୁଁଛନ୍ତି କି ତାଙ୍କର ସେହି ପ୍ରକୋପ ରୁ କେମିତି ଆପଣ ମାନେ ବାହାରି ବେ । ତେବେ ନିଶ୍ଚିତ ଭାବେ ଆପଣ ମାନେ ଏହି ମନ୍ତ୍ର ସହିତ ତାଙ୍କ ସଠିକ୍ ଭାବେ ପୂଜା ଅର୍ଚ୍ଚନା କରନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଉପରୁ ନିଶ୍ଚିତ ଭାବେ ଶନି ଙ୍କ କୋପ ଦୂର ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *