ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନରେ ସୁନ୍ଦର ଦେଖା ଦେବା ପାଇଁ ପ୍ରତ୍ୟୋକ ବ୍ୟକ୍ତି ମାନେ ବହୁତ ପ୍ରୟାସ କରିଥାନ୍ତି । ମାର୍କେଟ ରୁ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ୍ସ ବ୍ୟବହାର କରିଥାନ୍ତି । କିନ୍ତି ତାହା ବିଶେଷ ଭାବେ ଫଳ ପ୍ରଦ ହୋଇନଥାଏ । ପରବର୍ତି ସମୟ ରେ ଆମ ଫେସ୍ ରେ ଅନେକ ପ୍ରକାରର ସମସ୍ୟା ଦେଖିବା ପାଇଁ ମିଳେ । ଆଜି ଆମେ ଆପଣ ମାନଙ୍କୁ କିଛି ଚମତ୍କାରୀ ଔଷଧ ବିଷୟରେ ଜଣେଇବୁ । ଯାହାକୁ ରାତିରେ ଶୋଇବା ସମୟରେ ବ୍ୟବହାର କଲେ ସୁନ୍ଦର ଦେଖାଯିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।
1. ରାତିରେ ଶୋଇବା ପୂର୍ବରୁ ଗୋଡ ରେ ଘିଅ ମାଲିସ କରି ଶୁଅନ୍ତୁ । ଏହା ଦ୍ୱାରା ଗୋଡ ରେ ରହିଥିବା ସମସ୍ତ ପ୍ରକାରର ଦାଗ ଦୂରିଭୂତ ହେବା ସହିତ କ୍ଲାନ୍ତ ମଧ୍ୟ ଅନୁଭୂତ ହେବ ନାହିଁ ।
2. ରାତିରେ ଶୋଇବା ପୂର୍ବରୁ କମଳା ଲେମ୍ବୁ ଚୋପା କୁ ସୁଖାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରି ସେହିଥିରେ ହଳଦୀ ଗୋଳାଇ ତ୍ୱଚା ରେ ଲେଗେଇଲେ ତ୍ୱଚା ଅତ୍ୟନ୍ତ ଉଜ୍ୱଳ ହୋଇଥାଏ ।
3. ରାତିରେ ଶୋଇବା ପୂର୍ବରୁ ମୁହଁ ରେ ଲେମ୍ବୁ ଘସି ତାହାକୁ ଉଷମ ପାଣିରେ 21 କୁଳୁକୁଞ୍ଚା ପାଣି କରି ଛାଟିଲେ ରାତ୍ରୀ ସୁଖ ନିଦ୍ରା ହେବା ସହିତ ମୁହଁ ରେ ଉଜ୍ୱଳ୍ଲ ଆସେ ।
4. ପରିବାର ରେ ଆର୍ଥିକ ସଂଙ୍କଟ ଲାଗି ରହୁଥିଲେ କିମ୍ବା ସାମର୍ଥ୍ୟ ଅନୁସାରେ ଫଳ ପ୍ରାପ୍ତି ହେଉ ନଥିଲେ । ବଣିଆ ଦୋକାନ ରୁ ହକିକ୍ ପଥର ଆଣି କୌଣସି ମନ୍ଦିର କିମ୍ବା ମସଜିତ ଗିରିଜା ରେ ଅର୍ପଣ କରନ୍ତୁ । କିମ୍ବା ପ୍ରବାଭିତ ଜଳ ରେ ଭସେଇ ଦିଅନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
5. ଶନିବାର ଦିନ ଧଳା ଚାଉଳ , ଗହମ ଆଦି ଗୁଣ୍ଡ କରିଲେ ଶୁଭଫଳ ମିଳିଥାଏ ।
6. ଘରର ନୈରୁତ କୋଣରେ ଶୈଚାଳୟ , ବାର୍ଥରୁମ ବା ରୋଷେଇ ଘର ଥାଏ , ତେବେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ କାହାର ଜଣକର ସର୍ବଦା ଦେହ ଖରାପ ହୋଇଥାଏ ।
7. ଚୈତ୍ର ମାସର ଯେକୌଣସି 15 ଦିନ ଭାତ କିମ୍ୱା ତରକାରୀ ରେ ଲୁଣ ମିଶାଇ ଖାଆନ୍ତୁ ନାହିଁ , ଏହା କରିବା ଦ୍ୱାରା ଆଗାମୀ ଚୈତ୍ର ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ।
8. ଭୁଲରେ ବି କେବେ ରୋଷେଇ ଘରେ ଡଷ୍ଟବିନ ରଖନ୍ତୁ ନାହିଁ । ସେହି ପରି ଠାକୁର ଙ୍କ ଫୋଟ କେବେ ବି ଲଗାନ୍ତୁ ନାହିଁ । ଏହା ଫଳ ରେ ବହପତ ମଙ୍ଗଳ ହୁଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।