କାହିଁକି ଝିଲ୍ଲୀକ ଙ୍କ ସ୍ୱାମୀ ଆଉ ଫିଲ୍ମରେ ଅଭିନୟ ପାଇଁ ମନା କଲେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ …।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ଝିଲ୍ଲୀକ ବା ବେଙ୍ଗଲୀ କୁଇନ ଦେଖିବାକୁ ବହୁତ ସୁନ୍ଦର ଏବଂ ତାଙ୍କର ଅଭିନୟ ମଧ୍ୟ ବହୁତ ପରିଚିତ । ସେ ବହୁତ ପରିଶ୍ରମ କରି ନିଜର ଅଭିନୟ କେରିଅର କୁ ଗଢିଛନ୍ତି । ସେ ବହୁତ ସାରା ବେଙ୍ଗଲୀ ସିରିଏଲ ମାନଙ୍କ ରେ ମୂଖ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି । ଏବଂ ପରେ କିଛି ଫିଲ୍ମ ମାନଙ୍କ ରେ ସାଇଡ ଅଭିନେତ୍ରୀ ଭାବେ କାମ କରିଥିଲେ । ସେହି ସମୟ ରେ ସେ ଲୋକ ମାନଙ୍କ ସାମ୍ନା କୁ ଆସିଥିଲେ । ନିଜର ଅଭିନୟ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି ।

ସେ ଅନେକ ଓଡିଆ ଚଳଚିତ୍ର ରେ ମଧ୍ୟ କାମ କରିଛନ୍ତି । ହେଲେ ବର୍ତମାନ ସମୟ ରେ ସେ ଆଉ ଅଭିନୟ କରିବେ ନାହିଁ ବୋଲି ବହୁତ ଚର୍ଚ୍ଚା ରେ ସୁଣିବା ପାଇଁ ମିଳୁଛି । ତେବେ ସେ ଆଉ କଣ ପାଇଁ ଫିଲ୍ମ ରେ ଅଭିନୟ କରିବେ ନାହିଁ ସେହି ବିଷୟ ରେ ଜାଣିନେବା । ଝିଲ୍ଲୀକ କେତେ ବେଳେ ଓଡିଆ ଘରର ବୋହୁ ହୋଇଗଲେ କେହି ବି ଜାଣି ପାରିଲେ ନାହିଁ । ସେ ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ । ସେ ଚିଲିକା ପାଖରେ ଲୁଚି କରି ବିବାହ କରିଥିଲେ । ପରେ ସେ ସବୁ କଥାର ପ୍ରତିକ୍ରିଆ ପ୍ରକାଶ କରିଥିଲେ ।

Jhilik

ଝିଲ୍ଲୀକ ବର୍ତମାନ ଅଭିନୟ ଜଗତ କୁ ଛାଡି ସେ ରାଜନୀତି କ୍ଷେତ୍ର ରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ସେମିତି ରେ ଆପଣ ମାନେ ଜାଣିଥିବେ ବିବାହ ପରେ ସୋସିଆଲ ୱାର୍କ ଓ ବର୍ଣ୍ଣୋବୋଧ ଶିକ୍ଷା ଆଦି ନଜରକୁ ଆସିଥିଲା ସେ ବିଜେ଼ଡି ଭାବରେ କେଉଁଝର ରେ ବହୁତ ଉଚ୍ଚ ମାନର ଆବେଦନ ଓ ଗ୍ରହ ଣ କରିଥିଲେ । ବର୍ତମାନ ସମୟ ରେ ସ୍ୱାମୀ ପ୍ରିତିରଞନ ଘଡାଇ ଙ୍କ ସହିତ ନଜର ଆସୁଛନ୍ତି ।

ଅନେକ ସ୍ଥାନ କୁ ତାଙ୍କ ସହିତ ଯାଇଥାନ୍ତି । ହେଲେ ବର୍ତମାନ ସମୟ ରେ ସେମିତି କିଛି ବି ଜଣା ପଡିନାହିଁ କି ସେ ଅଭିନୟ କରିବେ କି ନାହିଁ । ଆମେ ଆମ ସାଧାରଣ ଜିବନ ରେ ବହୁତ ଶିକ୍ଷା ପାଇପାରିବା ଏବଂ ବହୁତ କମ୍ପିଟେଟିବ ପରିକ୍ଷା ରେ ମଧ୍ୟ ଏହି ପରି ପ୍ରଶ୍ନ ଆସିଥାଏ । ଏହି ର ଥର୍ତ ସଠିକ୍ ଭାବେ ବୁଝି ଏହାର ସଠିକ୍ ଭାବେ ସଦୁପୋଯୋଗ କରି ପାରିଲେ ଆମେ ଦେଇ ଥିବା ଏହି ପୋଷ୍ଟ ର କିିଛି ଶୁଲଭ ମୂଲ୍ୟ ରହିଲା ବୋଲି ଆମେ ମାନେ ବୁଝିବୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *