AIIMS ଘୋଷଣା କଲା ଓମିକ୍ରନର ଏହି 5 ଟି ମାରାତ୍ମକ ଲକ୍ଷଣ, ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ !

allms

କୋରନା ର ପ୍ରୋକପ ହ୍ରାସ ପାଇ ନାହିଁ। ଏହି କୋରନା ଭାଇରସ୍ ୨୦୧୯ ମସିହା ଠାରୁ ସାରା ବିଶ୍ୱ କୁ ନିଜ ଅଧୀନରେ ରଖିଛି। ଏହି କୋରନା ଲୋକମାନଙ୍କ ବଞ୍ଚିବା ଶୈଳୀ କୁ ଛାରଖାର କରିଦେଇଥିଲା। ଲୋକମାନଙ୍କୁ ନିଜ କାରାଗାର ରେ ରଖିବା ପାଇଁ କରୋନା ବାଧ୍ୟ କରିଦେଇଥିଲା। କିଏ ଖାଇବାକୁ ପାଇନଥିଲା ତ କିଏ ପୁଣି କୋରନା ରେ ଆକ୍ରାନ୍ତ ହୋଇ ପୋକ ମାଛି ପରି ମରିଯାଉଥିଲା। କିନ୍ତୁ ଏହି କୋରନା ର ତୃତୀୟ ଲହର ନ ସରୁଣୁ ବର୍ତ୍ତମାନ ପୁଣି ଥରେ ଏହାର ନୂଆ ଭେରିଆଣ୍ଟ ହଇଚଇ ସୃଷ୍ଟି କରିବା ଆରମ୍ଭ କଲାଣି। ଗୋଟିଏ ସମସ୍ୟା ଦୂର ହବାର ନାଁ ଧରୁ ନାହିଁ, କିନ୍ତୁ ପୃଥିବୀ ଉପରେ ସମସ୍ୟା ଉପରେ ସମସ୍ୟା ବଢ଼ି ଚାଲିଛି।

ବିଗତ ପ୍ରାୟ ଦୁଇ ବର୍ଷ ଧରି ସମଗ୍ର ବିଶ୍ୱ ତଥା ଆମ ଦେଶ ଓ ଆମ ରାଜ୍ୟ କୋରନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଛି।ସମସ୍ତେ ଏହି ମହାମାରୀ ରେ ପ୍ରଭାବିତ ହୋଇଛନ୍ତି। ଗତ ଦୁଇ ମାସ ର ସାମାନ୍ୟ ହ୍ରାସ ପରେ ଏବେ ପୁଣି କୋରନା ମହାମାରୀ ଆମ ଦେଶ ଓ ଆମ ରାଜ୍ୟ ରେ ଏକ ନୂଆ ଆତଙ୍କ ସୃଷ୍ଟି କରିଲାଣି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ବିଶ୍ଳେଷଣ ଅନୁଯାୟୀ ଓମିକ୍ରନ୍ ପ୍ରକାରର ଚାରୋଟି ସାଧାରଣ ଲକ୍ଷଣ ହେଉଛି କାଶ, ଥକାପଣ, ସଂକ୍ରମଣ ଏବଂ ନାକ ପ୍ରବାହିତ | ୟୁକେ ଭିତ୍ତିକ ଜୋ କୋଭିଡ୍ ଆପ୍ ଦ୍ୱାରା ସମ୍ପ୍ରତି ହୋଇଥିବା ଏକ ଅଧ୍ୟୟନରେ ବର୍ଗରେ ବାନ୍ତି ଏବଂ ଭୋକ ନ ହେବା ବି ଏହାର ଲକ୍ଷଣ ବୋଲି ସୁଚନା ଦେଇଛି | ଏଗୁଡିକ ବ୍ୟତୀତ, AIIMS (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) ଓମିକ୍ରନର ପାଞ୍ଚଟି ଚେତାବନୀ ସଙ୍କେତ ଲୋକ ମାନଙ୍କୁ ଜଣାଇଛନ୍ତୁ , ଆସନ୍ତୁ ଜାଣିବା ସେହି 5 ଲକ୍ଷଣ କଣ |

Omicron

ଓମିକ୍ରନ୍ ର 5 ଟି ମୁଖ୍ୟ ଲକ୍ଷଣ |

ନିଶ୍ୱାସ ନେବାରେ ଅସୁବିଧା | ଅମ୍ଳଜାନ ସାଚୁରେସନରେ କମ ପରିଲଖିତ ହେବା | ଛାତିରେ ଲଗାତାର ଯନ୍ତ୍ରଣା / ଚାପ ଅନୁଭବ କରିବା | ମାନସିକ ଦ୍ୱନ୍ଦ୍ୱ କିମ୍ବା ଜାଗ୍ରତ କରିବାରେ ଅକ୍ଷମତା | 3-4 ଦିନରୁ ଅଧିକ ସ୍ଥାୟୀ କିମ୍ବା ଖରାପ ଲକ୍ଷଣ ରହିବା  | ଆଦି ଓମିକ୍ରନ ର ମୁଖ୍ୟ ଲକ୍ଷଣ ଭିତରୁ ଅନ୍ୟତମ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *