ବଡ ଖବର ଘୁଞ୍ଚିବ କି ନିର୍ବାଚନ ତାରିଖ ? କେଉଁ ଦିନ ହେବ ନିର୍ବାଚନ ଜାଣି ରଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିର୍ବାଚନ ତାରିଖ ଘୁଞ୍ଚେଇବା ପାଇଁ ମାନସ ମନ୍ଥନ ନିର୍ବାଚନ ତାରିଖ ଘୁଞ୍ଚେଇବା ପାଇଁ ଅନେକ ରାଜନୈତିକ ଦଳ ର ଅନୁରୋଧ କ୍ରମେ ନିର୍ବାଚନ ବୈଠକ ବସିବ । ବହୁତ ଜଲ୍ଦି ନିର୍ବାଚନ ନେଇ ନିସ୍ପତି କରାଯିବାର ସମ୍ଭାବନା ରହିଛି ।

ଗୁରୁ ରବିଦାସ ଜୟନ୍ତି ଅବସରରେ ନିର୍ବାଚନ ତାରିଖ କୁ ଅତି କମ୍ ର ଛଅ ଦିନ ଘୁଞ୍ଚେଇବା ପାଇଁ ପଞାବ ର ମୂଖ୍ୟ ମନ୍ତ୍ରୀ ଚରଣରିଜ ସିଂ ନିର୍ବାଚନ ଆୟୋଗ ନିକଟରେ ପତ୍ର ଲେଖିଥିଲେ । ପଞାବ ର 117 ଟି ଆଶନ ଲାଗି ଫେବୃଆରୀ 14 ରେ ଗୋଟିଏ ପର୍ଯ୍ୟାୟ ରେ ଭୋଟ କରିବା ପାଇଁ ନିର୍ବାଚନ କମିଶନର ଘୋଷଣା କରିଥିଲେ ।

Charanjit Singh

ମୂଖ୍ୟ ମନ୍ତ୍ରୀ ଦର୍ଶାଇ ଥିଲେ କି ପଞାବ ଜନସଂଖ୍ୟା ର 32 ପ୍ରତିଶତ ହେଉଛନ୍ତି ତଫସିଲ ଭୁକ୍ତ ଜାତି ବର୍ଗର ଲୋକ। ସେମାନେ ଫେବୃଆରୀ 10 ରୁ 16 ତାରିଖ ପର୍ଯ୍ୟନ୍ତ ଗୁରୁ ରବି ଦାସ ଜୟନ୍ତୀ ଉତ୍ତର ପ୍ରଦେଶ ବନାରସ କୁ ଯାଇଥାନ୍ତି ।

ତେଣୁ 14 ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ। ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଗତ 13 ତାରିଖ ଦିନ ମୂଖ୍ୟ ମନ୍ତ୍ରୀ ଚରଣଜିତ ସିଂ ନିର୍ବାଚନ ଆୟୋଗ ନିକଟ କୁ ପତ୍ର ଲେଖିଛନ୍ତି । ପଞାବ ଆମ ଆଦ୍ମି ନେତା ଭଗବତ୍ ମନ୍ ମଧ୍ୟ ନିର୍ବାଚନ ଘୁଞ୍ଚେଇବା ପାଇଁ କମିଶନର ନିକଟ କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *